ଏହି କାରଣରୁ ଚଳନ୍ତା ଗାଡ଼ି ପଛରେ ଧାଇଁ ଥାଏ କୁକୁର । କାରଣ ଜାଣି ହେବେ ଆଶ୍ଚର୍ଯ୍ୟ ।

ଆପଣ ମାନେ ଅନେକ ସମୟରେ ଦେଖିଥିବେ ଯେ ରାସ୍ତାରେ ଚଳନ୍ତା ଗାଡ଼ି ପଛରେ ଅଧିକାଂଶ ସମୟରେ କୁକୁର ଗୋଡ଼ାଇ ଥାଏ । ଯାହାକୁ ଲୋକେ ସହଜରେ ବୁଝି ପାରନ୍ତି ନାହିଁ ଯେ ଏଭଳି କାହିଁକି କୁକୁର ଗୋଡ଼ାଉଛି । ଲୋକେ ଭାବନ୍ତି ଯେ ବୋଧହୁଏ କିଛି ସମସ୍ୟା ହୋଇଛି ।

ତେବେ ଗାଡ଼ି ଟାୟାରରେ ଏମିତି କଣ ରହିଥାଏ ଯାହାକି କୁକୁର ଗାଡ଼ି ପଛେ ପଛେ ଗୋଡ଼ାଇ ଥାଏ । ବାଇକରେ ଯିବା ସମୟରେ ଏମିତି କେବେ ଆପଣଙ୍କ ସହିତ ଘଟିଥିବ ଯେତେବେଳେ କୁକୁର ଆପଣଙ୍କ ପଛରେ ଗୋଡ଼ାଇଥିବ ।ବେଳେବେଳେ ବସ କିମ୍ବା ଟ୍ରକ ପଛରେ ମଧ୍ୟ କୁକୁର ଗୋଡ଼ାଇବାର ଦୃ-ଶ୍ୟ ଆପଣ ଦେଖିଥିବେ ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଗାଡ଼ି ପଛରେ କୁକୁର ଏଭଳି ପ୍ରତି-କ୍ରିୟା କାହିଁକି ଦିଏ । ପ୍ରଥମତଃ କୁକରର ଘ୍ରା-ଣ କରିବା ଶକ୍ତି ଅନ୍ୟ ପଶୁ ମାନଙ୍କ ଅପେକ୍ଷା ଅଧିକ ଅଟେ । ଅନେକ ସମୟରେ ଏଭଳି ଘ-ଟଣା ଘଟିଥାଏ ଯେ , ଗାଡ଼ି ପଛରେ କୁକୁର ଗୋଡ଼ାଇବା କାରଣରୁ ଡ୍ରାଇଭର ନିଜର ନିୟନ୍ତ୍ରଣ ହରାଇ ଦୁର୍ଘ-ଟଣାର ଶି-କାର ହୋଇଥାଏ ।

ମେଡ଼ିସିନ ସ୍ପେସାଲିଷ୍ଟଙ୍କ କହିବା ମୁତାବକ ବାସ୍ତବରେ କୁକୁର ଗାଡ଼ି ଡ୍ରାଇଭର ଉପରେ କୌଣସି ଶ-ତ୍ରୁତା ରଖି ନଥାଏ । ଆଗରୁ ଗାଡ଼ି ଟାୟାରରେ ଅନ୍ୟ କୁକୁର ମାନେ ଛାଡ଼ି ଯାଇଥିବା ଛାପ ପାଇଁ ଏହା ହୋଇଥାଏ । କୁକୁର ମାନଙ୍କର ଘ୍ରା-ଣ ଶକ୍ତି ବହୁତ ଅଧିକ ହୋଇଥାଏ । ଯେଉଁ କାରଣରୁ ଅନ୍ୟ କୁକୁର ମାନଙ୍କର ଗନ୍ଧ ସେ ବେଶ ଭଲ ଭାବରେ ଜାଣିପାରେ ।

ଅନେକ ସମୟରେ କୁକୁର ଗାଡ଼ିର ଟାୟାର ଉପରେ ପ-ରିସ୍ରା କରି ଦେଇଥାଏ । ତେଣୁ ଗାଡ଼ି ଯେତେବେଳେ ରାସ୍ତାରେ ଯାଏ , ସେତେବେଳେ କୁକୁର ତାହା ଜାଣିପାରି ପଛରେ ଭୋକିବା ସହିତ ଗୋଡ଼ାଇ ଥାଏ । ଏହା ମଧ୍ୟ ଆପଣ ମାନେ ଦେଖିଥିବେ ଯେ , ଯଦି କଲୋନୀକୁ କୌଣସି ନୂଆ କୁକୁର ଆସିଥାଏ

ସେତେବେଳେ କଲୋନୀର ଅନ୍ୟ କୁକୁର ମାନେ ରୁଣ୍ଡ ହୋଇ ତାକୁ ଗୋଡ଼ାଇଥାନ୍ତି । କାରଣ କୁକୁରଙ୍କର ନିଜସ୍ୱ ଅଞ୍ଚଳ ରହିଛି । ଯେଉଁ ଅଞ୍ଚଳରେକି ସେ ଅନ୍ୟ କୌଣସି କୁକୁରକୁ ଦେଖିବାକୁ ଚାହେଁ ନାହିଁ । ଗାଡ଼ି ଚକ କିମ୍ବା ସାଇଲେନ୍ସରରେ ପରି-ସ୍ରା କରିବା ଦ୍ୱାରା ଗାଡ଼ିରେ କୁକୁରଙ୍କ ଗନ୍ଧ ରହିଯାଏ ।

ବିଶେଷଜ୍ଞ କହନ୍ତି ଯେ ଗାଡ଼ି ଚକ ବୁଲିଲେ କୁକୁର ଭାବନ୍ତି ଯେ ତାଙ୍କୁ କେହି ଅନ୍ୟ କୁକୁର ଆକ୍ର-ମଣ କରିଦେଲା । ତେଣୁ ସେ ପ୍ରତି ଆକ୍ର-ମଣ କରିବାକୁ ଯାଇ ତାକୁ ଗୋଡ଼ାଇ ଥାଏ । ଅନେକ ଲୋକ ଡରିଯାଇ ଗାଡ଼ିକୁ ଜୋରରେ ଚଳାଇବା ଆରମ୍ଭ କରନ୍ତି ।

ତେଣୁ କୁକୁର ନିଶ୍ଚିତ ହୋଇଯାଏ ଯେ ତାକୁ ପୂର୍ବରୁ ଆକ୍ର-ମଣ କରାଯାଇ ଥିଲା । ଆଉ ଏହାପରେ କୁକୁର ଆହୁରି ଆକ୍ର-ମଣା-ତ୍ମକ ହୋଇଯାଏ । କିନ୍ତୁ ଏହି ସମୟରେ ଆଦୋୖ ଭ-ୟଭୀ-ତ ହେବା ଉଚିତ ନୁହେଁ । ବରଂ ଏହି ସମୟରେ ଚତୁରତାର ସହିତ କାମ କରିବା ଉଚିତ ବୋଲି ବିଶେଷଜ୍ଞ କହନ୍ତି ।

Leave a Reply

Your email address will not be published. Required fields are marked *