ବରମୁଣ୍ଡାରୁ ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ ହନୀଟ୍ରାପର ପ୍ରଥମ ଇନିଂସ !!!!! ଆଉ ତାପରେ ପରେ ……..

ତେବେ ବର୍ତ୍ତମାନ ସମୟରେ ରାଜଧାନୀର ଅର୍ଚ୍ଚନା ମାମ-ଲା ଅଧିକ ଚର୍ଚ୍ଚାରେ ରହିଛି । ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧୁ ଏକାଠି ମିଶି ବଡ଼ ବଡ଼ିଆଙ୍କୁ ଫ-ସାଇ ଯେଉଁ ଟଙ୍କା ଲୁ-ଟୁଥିଲେ , ସେହି କାର-ନାମା ଆଉ ବେଶି ଦିନ ତିଷ୍ଠି ରହି ନଥିଲା । ବର୍ତ୍ତମାନ ଅର୍ଚ୍ଚନା ପୋଲିସ ହାତରେ ଧ-ରାପ-ଡ଼ି ହାଜ-ତରେ । ତେବେ ଏହି ଘଟ-ଣା ଉପରେ ପୋଲି-ସର ତ-ଦନ୍ତ ଆରମ୍ଭ ହେବାପରେ ଆହୁରି ଅନେକ ତଥ୍ୟ ମିଳିଛି । ଯେଉଁଥିରୁ ଅର୍ଚ୍ଚନାଙ୍କ କାର-ନାମାର ପ୍ରାରମ୍ଭ ବିଷୟରେ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ।

ତେବେ ପୋ-ଲିସ ତ-ଦନ୍ତ ଅନୁଯାୟୀ ବର୍ତ୍ତମାନ ଜଣା ପଡ଼ିଛି ଯେ ବରମୁଣ୍ଡା ରୁ ହିଁ ଅର୍ଚ୍ଚନାଙ୍କର ଏହି କଳା କାର-ନାମା ଆରମ୍ଭ ହୋଇଥିଲା । ବରମୁଣ୍ଡା ଏକ ଏପରି ସ୍ଥାନ ଯେଉଁଠି ସବୁବେଳେ ବସ ଚଳାଚଳ କୋଳା-ହଳପୂର୍ଣ୍ଣ ରହିଥାଏ । ତେବେ ଏପରି ଏକ ସ୍ଥାନରୁ ପ୍ରଥମ କରି ଅର୍ଚ୍ଚନା ନିଜର ସେ-କ୍ସ ରା-କେଟ ଧ-ନ୍ଦା ଚଳାଇ ଥିଲେ । ବସ ଷ୍ଟାଣ୍ଡ ପାଖରେ ଏକ ଘର ଭଡ଼ା ନେଇ ଏହି କାର-ନାମା ଆରମ୍ଭ କରିଥିଲେ ଅର୍ଚ୍ଚନା । କାରଣ ବସ ଷ୍ଟାଣ୍ଡରୁ ଗୋରାଖ ମାନଙ୍କୁ ଆସିବାକୁ ବହୁତ ସୁବିଧା ହେଉଥିଲା ।

ତେବେ ୨୦୧୬ ମସିହାରେ ଅର୍ଚ୍ଚନା ପ୍ରଥମ କରି ଭୁବନେଶ୍ୱର ଆସିଥିଲେ ଏବଂ ଏକ ବିଉଟିପାର୍ଲରରେ କାମ କରୁଥିଲେ । ସେତେବେଳେ ସେ ରହିବା ପାଇଁ ଏକ ଭଡ଼ା ଘର ମଧ୍ୟ ଖୋ-ଜୁଥିଲେ । ଭୁବନେଶ୍ୱର ଆସି ସେଠାକାର ପାଣି ପବନ ତାଙ୍କୁ ବେଶ ସୁହାଇ ଥିଲା ଏବଂ ସେ ବଡ଼ ବଡ଼ିଆଙ୍କ ଉପରକୁ ଟା-ର୍ଗେଟ କରିବାକୁ ପୁରା ନିଷ୍ପତ୍ତି ନେଇ ସାରିଥିଲେ । ଏହାପରେ କୌଣସି କାରଣରୁ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ପ୍ରମୋଦ ସ୍ୱାଇଁ ଜାଗମରା ସ୍ଥିତ ଘରେ ସ୍ୱାମୀ ଜଗବନ୍ଧୁ ସହିତ ଭଡ଼ା ଘରେ ରହିଲେ ।

ଏହାପରେ ଗୋରା ହେବାକୁ ଇଚ୍ଛା କରି ପ୍ରମୋଦଙ୍କ ସହାୟତାରେ ଲେଜର ଚିକିତ୍ସା କରି ଗୋରା ମଧ୍ୟ ହୋଇଥିଲେ । ଏହାପରେ ପ୍ରମୋଦଙ୍କର ଅତି ନିକଟତର ହୋଇଥିଲେ ଅର୍ଚ୍ଚନା । ତେବେ ପ୍ରଯୋଜକଙ୍କ ସହିତ ଜଣେ ହାସ୍ୟ ଅଭିନେତାଙ୍କ ଭଲ ସଂ-ପର୍କ ରହିଥିଲା ଏବଂ ସେହି ମାନଙ୍କ ଠାରୁ ଅର୍ଚ୍ଚନା ହ-ନୀଟ୍ରା-ପର ଗୋଟି ଚାଳନା ଶିଖିଥିଲେ ।

ବରମୁଣ୍ଡାର ଜଗନ୍ନାଥବିହାରରେ ଥିବା ପ୍ରମୋଦଙ୍କ ଘରୁ ହନୀ-ଟ୍ରାପର ପ୍ରଥମ ଇନିଂସ ଆରମ୍ଭ କରିଥିଲେ ଅର୍ଚ୍ଚନା । ୨୦୧୭ ରେ ମହିଳା ଥା-ନାରେ ପ୍ରମୋଦଙ୍କ ନାମରେ କାଷ୍ଟିଂ କାଉଚର ଅଭି-ଯୋଗ ହୋଇଥିବା ମଧ୍ୟ ଜଣା ପଡ଼ିଛି । ସେତେବେଳେ ଚର୍ଚ୍ଚା ଉଠିଥିଲା ଯେ ଅର୍ଚ୍ଚନା ହିଁ ପ୍ରମୋଦଙ୍କୁ ବ୍ଲା-କମେ-ଲ କରିଥିଲେ ବୋଲି ।

Leave a Reply

Your email address will not be published. Required fields are marked *