ରାତି ହେଲେ ଜମୁଛି ଗ୍ରାହକଙ୍କ ଭିଡ , କିନ୍ନର ମାନଙ୍କ OYO ପାଲଟିଛି ଖଣ୍ଡଗିରି ପଛରେ ଥିବା ଚକାଡୋଳା ବସ୍

ଭାରତ ତଥା ଓଡ଼ିଶାରେ ଅନେକ ପ୍ରସିଦ୍ଧ ସ୍ଥାନ ରହିଛି । ଯାହାକୁ ପ୍ରତିଦିନ ହଜାର ହଜାର ଲୋକ ବୁଲିବାକୁ ଆସିଥାନ୍ତି ।ତେବେ ତା ମଧ୍ୟରୁ ଆମ ଓଡ଼ିଶାରେ ରହିଥିବା ଖଣ୍ଡଗିରି ଗୁମ୍ଫା ଅତ୍ୟନ୍ତ ପ୍ରସିଦ୍ଧ । ଏଠାକୁ ହଜାର ହଜାର ଲୋକ ମାଡ଼ି ଆସିଥାନ୍ତି ଆଉ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏହି ସ୍ଥାନ କିନ୍ନର ମାନଙ୍କର OYO ପାଲଟି ଯାଇଛି । ତେବେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି ।

କୁହାଯାଉଛି କି , ଖଣ୍ଡଗିରି ପଛରେ ରହିଥିବା ଚକାଡୋଳା ବସ୍ ଉପରେ କିନ୍ନର ମାନେ ନିଜର ଅଧିକାର ଜାହିର କରିଛନ୍ତି। ଆଉ ଖାଲି ଚକାଡୋଳା ବସ୍ ନୁହେଁ , ଏହା ପାଖରେ ରହିଥିବା ଆଉ ଦୁଇଟି ପୁରୁଣା ବସ୍ ଯାହା ବର୍ତ୍ତମାନ ଚଳ ପ୍ରଚଳ ହେଉ ନାହିଁ , ତାକୁ କିନ୍ନର ମାନେ ନିଜର ରଙ୍ଗଶାଳା କରି ନେଇଛନ୍ତି । ଏହି ତିନୋଟି ବସ୍ ରେ ରାତି ସମୟରେ ଗ୍ରାହକ ମାନଙ୍କର ଭିଡ ଲାଗୁଛି । ଆଉ ଏହା ଭିତରେ ଗ୍ରାହକ ମାନଙ୍କ ସହିତ କିନ୍ନର ମାନେ ସମ୍ପର୍କ ରଖୁଥିବା ବେଳେ ବାହାରେ ଜଗିବାକୁ କିନ୍ନର ମାନେ ଛିଡା ହେଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି କି , ଏହି ତିନୋଟି ବସ୍ ମଧ୍ୟରେ ମାଳ ମାଳ କଣ୍ଡୋମ୍ ପଡ଼ି ରହିଛି । ଆଉ ଶୁଣିବାକୁ ମିଳୁଛି କି , ଏହି ବସ୍ କିନ୍ନର ମାନଙ୍କର ପାଲଟି ଯାଇଛି । ଯାହା ଅତ୍ୟନ୍ତ ଲଜ୍ଜାକର ଅଟେ । ଏହା ବ୍ୟତୀତ ଆହୁରି ଶୁଣିବାକୁ ମିଳୁଛି କି , ସାଧାରଣ ପୁଅ ଝିଅ ମାନେ ମଧ୍ୟ ଅନ୍ଧାର ରାତିରେ ଏଠାକୁ ଲାଇଟ୍ ଜଳାଇ ଚାଲି ଆସୁଛନ୍ତି ଆଉ ନିଜ କାମ ସାରି ଚାଲି ଯାଉଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଛି ।

କିପରି ଭାବରେ ତିନି ତିନୋଟି ବସ୍ କୁ ସେମାନେ ନିଜ କବଜା ରେ କରି ନେଇଛନ୍ତି ଆଉ ବେଶ୍ୟାଶାଳ ରେ ପରିଣତ କରି ଦେଇଛନ୍ତି । ତେବେ ବର୍ତ୍ତମାନ ପୋଲିସ ତଥା ପ୍ରଶାସନର ନଜର ଏହା ଉପରେ ପଡ଼ିଛି । ଦେଖାଯାଉ ଆଗକୁ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି କି ନାହିଁ । ନା ଆଗକୁ ଏପରି ହିଁ କାମ ଆଗକୁ ଜାରି ରହୁଛି । ଲୋକ ମାନେ ଆଉ କିଛି ନ ମାନି ଏପରି ବସ୍ କୁ ମଧ୍ୟ OYO ରୁମ୍ ରେ ପରିଣତ କରିଦେବା ଅତ୍ୟନ୍ତ ଲଜ୍ଜାକର କଥା ଅଟେ ।

Leave a Reply

Your email address will not be published. Required fields are marked *