ରେଳ ଦୁର୍ଘ-ଟଣା ପରେ ସାଂସଦ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବଡ଼ ବ-ୟାନ । ଯାହା ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ ।

୨୦୨୩ ଜୁନ ୨ ଦିନଟି ସାରା ଓଡ଼ିଶା ପାଇଁ ଥିଲା ଏକ କାଳ ଦିନ । କେହିବି ଆଶା କରି ନଥିଲେ ଯେ ଏଭଳି ଏକ ଦୁର୍ଘ-ଟଣା ଘଟିଯିବ ବୋଲି । ଆଖି ପିଛୁଳାକେ କେତେ କେତେ ଜୀବନ ଚାଲିଗଲା , କେତେ କେତେ କୁନି କୁନି ହୃଦୟ ବେସାହାରା ହୋଇଗଲା ଆଉ କେତେ କେତେ ପରିବାର ନ-ଷ୍ଟ ହୋଇଗଲା । ଏଭଳି ଏକ ଦୁଃ-ଖ ସମୟରେ କାହାରି ମନରେ ସେଲିବ୍ରେସନ କରିବାକୁ ଇଚ୍ଛା ନାହିଁ ।

ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୁନ ୩ କୁ ରାଜ୍ୟର ଶୋକ ଦିନ କହିବା ସହିତ କୌଣସି ସେଲିବ୍ରେସନ ହୋଇ ପାରିବ ନାହିଁ ବୋଲି କହିଥିଲେ । ତେଣୁ ଏଭଳି ଏକ ଘ-ଟଣା ପରେ ବର୍ତ୍ତମାନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ସାଂସଦ ଏବଂ ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ତରଫରୁ ଏକ ବଡ଼ ଘୋଷଣା ଶୁଣିବାକୁ ମିଳିଛି ।

ଦେଶର ଏଭଳି ଏକ ଦୁଃ-ଖଦ ସମୟରେ ଅନୁଭବ ମହାନ୍ତି ଯେଉଁଠି ସବୁ ଲୋକଙ୍କୁ ପୀଡ଼ି-ତଙ୍କୁ ସାହାଯ୍ୟ କରିବାକୁ ଏବଂ ର-କ୍ତ ଦାନ କରିବାକୁ ଅନୁରୋଧ କରିଥିଲେ । ସେଠାରେ ପୁଣି ବର୍ତ୍ତମାନ ସେ ନିଜ ଜୀବନର ଏକ ବଡ଼ ଘୋଷଣା କରିଛନ୍ତି । ଜୁନ ୨ ର ଏଭଳି ଏକ ମର୍ମ-ନ୍ତୁଦ ଘ-ଟଣା ପରେ ଅନୁଭବ ମହାନ୍ତି କିଭଳି ବା ନିଜର ସେଲିବ୍ରେସନ କରି ପାରିବେ ।

ସେ ପରିପ୍ରେକ୍ଷୀରେ ବର୍ତ୍ତମାନ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯେଉଁଠି ହଜାର ହଜାର ପରିବାର ଆଖିରେ ଅଶ୍ରୁ ଧାରା ସେଠାରେ ସାଂସଦ ଅନୁଭବ ମହାନ୍ତି କିଭଳି ଖୁସି ହୋଇ ପାରିବେ ? କହି ରଖିବୁ ଯେ ଜୁନ ୯ ତାରିଖରେ ସାଂସଦ ଅନୁଭବ ମହାନ୍ତିଙ୍କର ଏକ ଫିଲ୍ମ ” ଲୋଭ ଇନ ଲଣ୍ଡନ ” ରିଲିଜ ହେବାକୁ ଅଛି ।

ଯାହାକି ଦୀର୍ଘ ୫ ବର୍ଷ ପରେ ତାଙ୍କର ଏହି ବଡ଼ ଫିଲ୍ମ ରିଲିଜ ହେବାକୁ ସାରା ଓଡ଼ିଶା ବାସୀ ଏବଂ ତାଙ୍କ ପ୍ରଶଂସକ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । କିନ୍ତୁ ରେଳ ଦୁର୍ଘ-ଟଣା କାରଣରୁ ଅନୁଭବ ମହାନ୍ତି ରିଲିଜ ତାରିଖକୁ ବଢ଼ାଇ ଜୁନ ୧୩ କରିବାକୁ ନିବେଦନ କରିଛନ୍ତି । କହିବାକୁ ଗଲେ ସବୁ ଲୋକ ଏହି ଫିଲ୍ମ ଭଲ ହେବେ ବୋଲି ଆଶା କରିଛନ୍ତି ଏବଂ ତାହା ଜୁନ ୯ ରେ ରିଲିଜ ହେବାକୁ ଥିଲେ ହେଁ ଅନୁଭବ ମହାନ୍ତି ଦୁର୍ଘ-ଟଣାକୁ ଦୃଷ୍ଟିରେ ରଖି ଏବଂ ସାରା ଦେଶର ଦୁଃ-ଖ କୋହକୁ ଦୃଷ୍ଟିରେ ରଖି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଉ ବାସ୍ତବରେ ହିଁ ଅନୁଭବ ନିଜର ଏହି ଫିଲ୍ମ ” ଲୋଭ ଇନ ଲଣ୍ଡନ ” ପାଇଁ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *