ଲୋକ ପାଇଲଟ୍ ବଖାଣିଲେ ସେଦିନର କଥା , କହିଲେ ଏକ ରହସ୍ୟମୟ ଶବ୍ଦ ସେଦିନ ଶୁଭା ଯାଇଥିଲା

ସାରା ବିଶ୍ବକୁ ଥରାଇ ରଖି ଦେଇଛି ବାହାନଗା ଟ୍ରେନ ଦୁର୍ଘ-ଟଣା । ଯେଉଁଠି ଦେଖିବ , ସେଠାରେ ହିଁ ଚର୍ଚ୍ଚା ଏହାକୁ ନେଇ । ଅନେକ ଲୋକଙ୍କ ଜୀବନ ବ-ର୍ବାଦ କରି ରଖିଦେଲା ଏହି ଦୁର୍ଘ-ଟଣା । ଅନେକ ପରିବାରକୁ ଛାରଖାର କରିଦେଲା ଆଉ ନିଜ ଲୋକଙ୍କୁ ଛଡ଼ାଇ ନେଲା ଏହି ଲୌହ ଦାନବ । କେତେ କେତେ ସଂସାର ଉଜାଡି ଦେଇ ଚାଲି ଗଲା ଆଉ ଏବେ ଯାଏଁ ଲୋକଙ୍କ ଆଖିରୁ ଲିଭିନି ଲୁ-ହର ବର୍ଷା। ଆଜି ବି ସେହି ଦିନ କଥା ମନେ ପକାଇ ସମସ୍ତେ ଭ-ୟଭୀ-ତ ହୋଇ ଯାଉଛନ୍ତି ଆଉ କା-ନ୍ଦିବାରେ ଲାଗିଛନ୍ତି । ମନରେ ଗୋଟିଏ କଥା ଭାବୁଛନ୍ତି , ସେହି ଦିନଟି ନ ଆସିଥାନ୍ତା କି ?

ସବୁକିଛି ଠିକ୍ ଠାକ୍ ହୋଇ ଯାଇଥାନ୍ତା ଆଉ ଆମ ହସ ଖୁସିର ସଂସାର ପୁଣି ପୁରି ଯାଇଥାନ୍ତା । କିନ୍ତୁ ବିଧିର ବିଧାନ କେ କରିବ ଆନ , ଆଉ ସେହି ମୁହୂର୍ତ୍ତ ଠିକ୍ ହୋଇପାରିବ ନାହିଁ । ଅନେକ ଲୋକଙ୍କ ଜୀବନ ବ-ର୍ବାଦ କରି ଦେଇଗଲା ଏହି ଦୁର୍ଘ-ଟଣା । କାହାର ବାପା ତ ଆଉ କାହାର ମାଆ ଆଉ କାହାର ପୁରା ପରିବାର ତାଙ୍କ ଠାରୁ ଅଲଗା ହୋଇଗଲା । ଏବେ ଖାଲି ସରକାରଙ୍କ ୫ ଲକ୍ଷ ଟଙ୍କା ଆଉ କଣ କରିବେ । ବାସ୍ ଲୋକେ ତ ସେହି ମଣିଷ ମାନଙ୍କୁ ଆଉ ଫେରି ପାଇବେ ନାହିଁ । ନା ଆଉ ତାଙ୍କ ସହିତ ଟିକିଏ କଥା ହୋଇପାରିବେ , ନା ତାଙ୍କ ଶେଷ ଇଛା କଣ ପଚାରି ପାରିବେ । ବାସ୍ ଆଖିରୁ ଲୁ-ହ ଝରାଇବା ଛଡ଼ା ଆଉ କିଛି ଉପାୟ ନାହିଁ ।

ତେବେ ବର୍ତ୍ତମାନ ସମୟରେ ଅନେକ ଆଲୋଚନା ଆଉ ପର୍ଯ୍ୟାଲୋଚନା ପରେ ସାମ୍ନାକୁ ଆସିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର , ଯାହା ସମସ୍ତଙ୍କୁ ଭ-ୟଭୀ-ତ କରି ରଖି ଦେଇଛି । ତେବେ ଏହି ଖୋଲାସା କେହି ସାଧାରଣ ଲୋକ କରି ନାହାନ୍ତି ବରଂ ସେଦିନ ରାତିରେ ଟ୍ରେନ ଚଳାଉଥିବା ଲୋକପାଇଲଟ ନିଜେ କରିଛନ୍ତି । ତେବେ ସେଦିନ ତିନୋଟି ଯାକ ଟ୍ରେନର ଲୋକପାଇଲଟ ସୁସ୍ଥ ଅଛନ୍ତି ଆଉ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଏପରି କିଛି କଥା , ଯାହାକୁ ନେଇ ବର୍ତ୍ତମାନ ସ-ନ୍ଦେହ ବଢ଼ି ଚାଲିଛି ।

ତେବେ ଲୋକପାଇଲଟ ଜଣକ କହିବା ଅନୁଯାୟୀ , ସେଦିନ ଦୁର୍ଘ-ଟଣା ଘଟିବା ଆଗରୁ ତାଙ୍କୁ ଶୁଣିବାକୁ ମିଳିଥିଲା କିଛି ଅଜବ ଶବ୍ଦ । ଯାହା ବିଷୟରେ ଜାଣିବା ଆଗରୁ କିମ୍ବା କିଛି ବୁଝିବା ଆଗରୁ ଟ୍ରେନ ଦୁର୍ଘ-ଟଣା ଗ୍ରସ୍ତ ହୋଇ ଯାଇଥିଲା । ଯାହାକୁ ନେଇ ବର୍ତ୍ତମାନ ମଧ୍ୟ ସେମାନେ ଚିନ୍ତା କରୁଛନ୍ତି । ତେବେ ସେହି ଶବ୍ଦ କୌଣସି ଯା-ନ୍ତ୍ରିକ ତ୍ରୁଟି ପାଇଁ ହୋଇ ଥାଇପାରେ କିମ୍ବା ଅନ୍ୟ କିଛି କାରଣ ପାଇଁ ହୋଇ ଥାଇପାରେ ବୋଲି ଆଲୋଚନା କରାଯାଉଛି । କିନ୍ତୁ ପ୍ରକୃତ କାରଣ କଣ ତାହା ତ ଜଣା ପଡିନାହିଁ। ବର୍ତ୍ତମାନ ତାକୁ ନେଇ ଆଲୋଚନା ଚାଲିଛି । ତେବେ ଆଗକୁ ସିବିଆଇ ତ-ଦନ୍ତ କଲେ , ତା ବିଷୟରେ ଜଣା ପଡ଼ିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *