ନବ ଦାସ ହ-ତ୍ୟାକା-ଣ୍ଡ ମାମ-ଲାରେ ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ

ଏଇ କିଛିଦିନ ଆଗରୁ ଏପରି ଏକ ଘ-ଟଣା ଘଟିଥିଲା , ଯାହା ପୁରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ରଖି ଦେଇଥିଲା । ସମସ୍ତେ ଏଥିପାଇଁ ପୁରାପୁରି ସ୍ତବ୍ଧ ହୋଇ ଯାଇଥିଲେ । ସମସ୍ତଙ୍କୁ ଏହା ଚମକେଇ ରଖି ଦେଇଥିଲା । କାହିଁକି ନା ଏହା ଏପରି ଏକ ଘ-ଟଣା ଥିଲା , ଯାହା ପୁରା ଦିନ ଦ୍ୱିପ୍ରହରରେ ସମସ୍ତଙ୍କ ଆଖି ଆଗରେ ଘଟି ଯାଇଥିଲା । ସମସ୍ତେ କଣ ହୋଇଥିଲା ବୋଲି ଜାଣି ପାରି ନଥିଲେ । ଆଖି ଆଗରେ ଘଟି ଯାଇଥିବା ଏହି ଘଟ-ଣାକୁ କିଛି ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତେ ବୁଝି ପାରି ନଥିଲେ । କଣ ହେଲା ଆଉ କାହିଁକି ହେଲା ଦେଖିଲା ବେଳକୁ ଏପଟେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁ-ଳି ମା-ଡ଼ରେ ଟଳି ପଡ଼ି ଥିଲେ । ତଥାପି ତାଙ୍କୁ ପ୍ରଥମେ ଝାରସୁଗୁଡା ଠାରେ ହସ୍ପିଟାଲ ଆଉ ତାପରେ ଭୁବନେଶ୍ୱର ଅଣା ଯାଇଥିଲା ।

ତେବେ କିଛି ସମୟର ଚେଷ୍ଟା ପରେ ଡାକ୍ତର ମାନେ ନା କରି ଦେଇଥିଲେ ଆଉ ଚିରଦିନ ପାଇଁ ଆମକୁ ଛାଡି ଚାଲି ଯାଇଥିଲେ ମନ୍ତ୍ରୀ ନବ ଦାସ୍ । ସମସ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଦୃ-ଶ୍ୟ ଭୁଲି ପାରୁ ନାହାନ୍ତି । ଜଣେ ମନ୍ତ୍ରୀଙ୍କୁ କାହାର ଏତେ ସାହସ ଯେ , ଗୁ-ଳି କରି ହ-ତ୍ୟା କରି ପକାଇଲା । ଆଉ ତାପରେ ସାମ୍ନାକୁ ଆସିଥିଲା , ଏପରି ଜଣେ ବ୍ୟକ୍ତିଙ୍କ ନାମ ଯିଏ ତାଙ୍କର ନିକଟତର ହୋଇ ମଧ୍ୟ ତାଙ୍କୁ ହ-ତ୍ୟା କରିବାକୁ ପଛାଇ ନଥିଲେ । ଆଉ ସେ ଥିଲେ ତାଙ୍କର ସୁର-କ୍ଷାକର୍ମୀ ତଥା ଏସପି ଗୋପାଳ ଦାସ । ଯିଏ ସବୁବେଳେ ନବ ଦାସଙ୍କ ପଛେ ପଛେ ରହିଥିଲେ ଆଉ ତାଙ୍କୁ ସୁର-କ୍ଷା ଯୋଗାଇ ଦେଉଥିଲେ । ସେହି ବ୍ୟକ୍ତି ଜଣକ ହଠାତ୍ ଏପରି କା-ଣ୍ଡ କାହିଁକି ଘତାଇଲେ ବୋଲି କେହି ବୁଝି ପାରି ନଥିଲେ । ତେବେ ଧୀରେ ଧିରେ ସବୁ କଥା ସାମ୍ନାକୁ ଆସିବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି ।

ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ସିସିଟିଭି ଫୁଟେଜ, ଯାହାକୁ ଦେଖିବା ପରେ ଆପଣଙ୍କ ଲୋମ ଟା-ଙ୍କୁରୀ ଉଠିବ । ଏହି ସିସିଟିଭି ଫୁଟେଜ ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର । ତେବେ ସିସିଟିଭି ଫୁଟେଜ ରେ ଆପଣ ଦେଖିପାରିବେ କି , ହଠାତ୍ ନବ ଦାସଙ୍କ ଗାଡ଼ିକୁ ଆସିବା ପାଇଁ ସମସ୍ତେ ଅପେକ୍ଷା କରି ବସିଛନ୍ତି ଆଉ ଗାଡ଼ି ମଧ୍ୟ ଆସି ଯାଉଛି । ତେବେ ଗାଡ଼ି ଆସିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଏକ ଗୁଳି ଆସି ନବଙ୍କ ଛାତିରେ ବାଜୁଛି । ଯାହାପରେ ଗାଡ଼ିରେ ଟଳି ପଡୁଛନ୍ତି ନବ । ଆଉ ଲୋକ ମାନେ ଗୁ-ଳି ଶବ୍ଦରେ ଚାରିଆଡ଼େ ଦୌଡ଼ି ପଳାଉଛନ୍ତି । ହଠାତ୍ କଣ ହୋଇଗଲା ବୋଲି ବୁଝି ପାରୁ ନାହାନ୍ତି । ସମସ୍ତେ ଅବାକ ହୋଇ ଯାଉଛନ୍ତି । କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇ ଯାଉଛି । ଆଉ ଶେଷରେ ନବଙ୍କୁ ସେଠାରୁ ନିଆ ଯାଉଛି ।

ବର୍ତ୍ତମାନ ସମୟରେ କ୍ରାଇ-ମବ୍ରାଞ୍ଚ ଟିମ ଘଟ-ଣାର ତଦ-ନ୍ତ କରିବା ଆରମ୍ଭ କରି ଦେଇଛି । ଘ-ଟଣା ସ୍ଥଳରେ ପହଞ୍ଚି ଦଳ ଏହାର ସ-ନ୍ଧାନ କରିବାରେ ଲାଗିଛି । ଏହା ବ୍ୟତୀତ ବର୍ତ୍ତମାନ ବି-ରୋଧୀ ଦଳର ନେତା ମନ୍ତ୍ରୀ ମାନେ ମଧ୍ୟ ଏହା ଉପରେ କହିବା ଆରମ୍ଭ କରି ଦେଇଛନ୍ତି । ତାଙ୍କ କହିବା ଅନୁସାରେ ନବଙ୍କୁ ହ-ତ୍ୟା କରିବା ପାଇଁ ପୂର୍ବରୁ ଯୋଜନା କରା ଯାଇଥିଲା । ନଚେତ୍ ଏପରି କା-ଣ୍ଡ ହଠାତ୍ କରିବା ଅସମ୍ଭବ । ଜଣେ ଏତେ ବଡ ନେତାଙ୍କୁ ପୋ-ଲିସ ଅଫିସର କିପରି ହଠାତ୍ ଗୁ-ଳି କରିପାରିବେ ବୋଲି ଆଲୋଚନା ହେବାରେ ଲାଗିଛି । ତେବେ ଦେଖା ଯାଉ ଆଗକୁ ଘ-ଟଣା କେଉଁ ମୋଡ ନେଉଛି । ଆଉ ସବୁ ସତ କଥା ଧରା ପଡୁଛି କି ନାହିଁ । ସମସ୍ତେ ଏଥିପାଇଁ ଅନାଇ ବସିଛନ୍ତି ।

Leave a Reply

Your email address will not be published. Required fields are marked *