ବିଶ୍ବର ମାନ ଚିତ୍ରରୁ ପାକିସ୍ତାନକୁ ହଜାଇ ଦେବି ଏମିତି ଧ-ମକ ଦେଇଥିଲେ କିଏ ।

ଅଟଳ ବିହାରୀ ବାଜପେୟୀ ନା ଯେମିତି କାମ ମଧ୍ୟ ଠିକ୍ ସେମିତି । ସେ ତାଙ୍କ ଜିଦରେ କେବେ ଟଳମଳ ହେଉନଥିଲେ । ସେ ଭାରତର କ୍ଷ-ତି ସହି ପାରୁ ନଥିଲେ । ଭାରତକୁ ଧମ-କ ଦେଇଥିବା ପାକିସ୍ଥାନକୁ ଦେଇଥିଲେ କଡା ଚେତା-ବନୀ । କଥା ଦେଉଛି ପାକିସ୍ତାନ କେବେ ଦେଖି ପାରିବନି ସକାଳର ସୂର୍ଯ୍ୟଦ୍ୱୋୟ । ବିଶ୍ବର ମାନଚିତ୍ରରୁ ଲିଭିଯିବି ପାକିସ୍ତାନର ନା । ତାଙ୍କ ବ୍ୟକ୍ତିତ୍ଵ କହେ ମହାନତା ଓ ବୀରତ୍ବର ଗାଥା । ତାଙ୍କ ସ୍ମିତ ହସରେ ସବୁବେଳେ ଥାଏ ଶକ୍ତି ଶାଳୀ ପ୍ରାହାରର ପୂର୍ବାଭାସ । ମିତ୍ର ପାଇଁ ନିଜ ଜୀବନ ଦେବାକୁ ପଛାଉ ନଥିବା ବେଳେ ଶ-ତ୍ରୁକୁ କଡା ଜବାବ ଦେବାକୁ କେବେ ଭୟ କରନ୍ତି ନାହିଁ । ଆଉ ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ ।

ଶତ୍ରୁ ମାନଙ୍କ ସାମ୍ନାରେ ସେ ପଛ ଘୁଂଚା ଦିଅନ୍ତି ନାହିଁ । ଶ-ତ୍ରୁ ମାନଙ୍କ ସାମ୍ନାରେ ସେ କେବେ ହେଲେ ଲୁଚନ୍ତି ନାହିଁ । ଶତ୍ରୁ ମାନେ ମଧ୍ୟ ତାଙ୍କ ନା ଶୁଣିଲେ ଭ-ୟରେ ଥର ହର ହୋଇ ଯାଆନ୍ତି । ଅଟଳ ବିହାରୀ ବାଜପେୟୀଙ୍କୁ ସାରା ଦେଶ ଆଜିବି ଖୁବ୍ ସମ୍ମାନ ଜଣାଏ । ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବି ଭ-ୟ କରନ୍ତି ଏହି ସାଲିସ୍ ବିହୀନ ବ୍ୟକ୍ତିଙ୍କୁ । କାରଣ ଅଟଳ ଯାହା କୁହନ୍ତି ତାଙ୍କ ବଚନ କେବେ ଟଳମଳ ହୁଏନି । ସେ ନିଜ ଦେଶ ପାଇଁ କାହାକୁ ଛାଡନ୍ତି ନାହିଁ । ଦେଶ ଉପରେ ସାମାନ୍ୟ ଆଞ୍ଚ ଆସିବାର ସୁରାକ ପାଇଲେ ସେ ବାଘ ଭଳି ଗ-ର୍ଜନ କରନ୍ତି । ଆଉ ତାଙ୍କ ଗର୍ଜନରେ ଶ-ତ୍ରୁର ମଧ୍ୟ ଲୋମ ଟାଙ୍କୁରି ଉଠେ ।

ଯାହାର ଉଦାହରଣ ହେଉଛି 1999 ମସିହାର ମଧ୍ୟ ରାତ୍ରି । ରାତ୍ରୀରେ ଅଟଳ ବିହାରୀ ବାଜପେୟୀ ନିଦରେ ଶୋଇଥାନ୍ତି । ହଟାତ୍ ତାଙ୍କ ଫୋନ୍ ରିଙ୍ଗ ହେଲା ହେଲେ ଅଟଳ ବିହାରୀ ବାଜପେୟୀଙ୍କୁ ନିଦ କାଗିଯାଇଥିବାରୁ ପ୍ରଥମେ ଫୋନ୍ ରିଙ୍ଗ ହେଇ ହେଇ କଟି ଥିଲେ ସୁଦ୍ଧା ବାଜ୍ ପେୟୀ ଫୋନ୍ ଉଠାଇ ନଥିଲେ । ଏହା ପରେ ପୁଣି ଥରେ ଫୋନ୍ ବାଜି ଉଠିବାରୁ ଅଟଳ ନିଦରୁ ଉଠି ଫୋନ୍ ରିଶିଭୀ କରିଥିଲେ । ଆଉ ସେହି ଦିନ ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ବି ଜାଣିଥିଲେ ଅଟଳ ବିସ୍ପୋ-ରକ ପରମାଣୁ ବୋ-ମା ଠୁ ବି କମ୍ ନୁହନ୍ତି । ହଁ ସମୟ ଥିଲା 1999 ମସିହାର ମଧ୍ୟ ରାତ୍ରି । ପୁରା ଦେଶ ସେତେବେଳେ ଅଚିନ୍ତା ନିଦରେ ଶୋଇ ରହିଥାଏ ।

ଆଉ ସେହି ରାତିରେ ଅଟଳ ବିହାରୀ ବାଜପେୟୀଙ୍କ ଟେଲି ଫୋନ୍ ଗର୍ଜନ କରି ଉଠିଲା । ଫୋନ ଉଠାଇବା ପରେ ଅଟଳ ଜାଣିଲେ ଫୋନ୍ ସେପଟେ ଅଛନ୍ତି ଆମେରିକାର ସେତେବେଳର ରାଷ୍ଟ୍ରପତି । ଅଟଳ ଙ୍କୁ ସେଇ ରାତି ଅଧରେ ଆମେରିକାର ରାଷ୍ଟ୍ରପତି କୁହନ୍ତି କି ଭାରତ ପାଇଁ ଏକ ଖରାପ ଖବର ରହିଛି । ପାକିସ୍ତାନର ମୁସାରଫ କହୁଛନ୍ତି ଭାରତ ଉପରେ ପରମାଣୁ ବୋମା ପକାଇବେ । ଏହାକୁ ଶୁଣିବା ପରେ ଅଟଳ ଏମିତି କଡା ଜବାବ୍ ଦେଇଥିଲେ ଯାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ ।

ଅଟଳ କହିଥିଲେ ମୁଁ 25 ପ୍ରତିଶତ ଭାରତୀୟଙ୍କୁ ହରାଇବାକୁ ରାଜି ଅଛି ମାତ୍ର ପାକିସ୍ଥାନକୁ କହିଦେବ । ମୁଁ ବଚନ ଦେଉଛି କି ପାକିସ୍ତାନ ବିଶ୍ୱୋର ମାନଚିତ୍ରରୁ ହଜିଯିବ । ପାକିସ୍ତାନ ସକାଳର ସୂର୍ଯ୍ୟଦ୍ଵୟ ଦେଖି ପାରିବ ନାହିଁ । ଆଉ ଏହା ଶୁଣିବା ପରେ ଆମେରିକାର ରାଷ୍ଟ୍ରପତି ଜାଣିଥିଲେ ଅଟଳ କିପରି ଟଳମଳ ହୁଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *