ରାତିରେ ପୁଅ ଦିନରେ ଝିଅ, ଝିଅ ବେଶରେ ଅନେକ ପୁଅଙ୍କୁ ଫ-ସାଇ ବ୍ଲାକ-ମେଲ କରୁଥିଲେ ଅକ୍ଷୟ।

ନିଜେ ଜଣେ ପୁଅ ହେଇ ମଧ୍ୟ ପୁଅ ମାନଙ୍କ ବାହୁରେ ଶୋଇବାକୁ ଅକ୍ଷୟଙ୍କୁ ବହୁତ୍ ଭଲ ଲାଗେ। ପୁଅ ହେଇ ମଧ୍ୟ ମନେ ମନେ ନିଜକୁ ସେ ଝିଅ ବୋଲି ଭାବେ। ସକାଳୁ ସକାଳୁ ଧାଡ଼ି ସେଭିଂ କରି ଲୁଗା ପଟା ଏବଂ ଗହଣାରେ ସଜେଇ ଟୋକା ଫସେ-ଇବାକୁ ଚାଲିଯାଏ। କେତେବେଳେ ସେ ହଳଦିଆ ରଙ୍ଗର ବାହା ପାଟ ତ କେତେବେଳେ ନାଲି ଶାଢ଼ୀ ପିନ୍ଧି ଟୋକା ମାନଙ୍କ ପାଖକୁ ଯାଏ।

ଅକ୍ଷୟଙ୍କ ପ୍ରେମ ଜା-ଲରେ କେବଳ ଟୋକା ମାନେ ନୁହଁନ୍ତି ବରଂ ବୁଢ଼ା ମାନେ ମଧ୍ୟ ଅକ୍ଷୟଙ୍କ ପ୍ରେମରେ ପାଗଳ। ଅକ୍ଷୟର ଅନେକ ରୂପ। ସେ ଝିଅ ବେଶରେ ପୁଅଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖେ ଏବଂ ସେ ସମୟର ଅନ୍ତ-ରଙ୍ଗର ମୁହୂର୍ତ୍ତକୁ ଭିଡ଼ିଓ କରି ରଖେ। ଯେମିତି ପଛରେ ସେଇ ଭିଡ଼ିଓ କୁ ଦେଖାଇ ବଡ଼ ବଡ଼ ଲୋକ ମାନଙ୍କୁ ବ୍ଲା-କମେ-ଲ୍ କରି ପାରିବ।

ଏମିତି ଦିନେ ଅକ୍ଷୟ ଭାଗବତଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲା କିନ୍ତୁ ଭାଗବତ ତା କଥାରେ ରାଜି ନ ହେବାରୁ ଅକ୍ଷୟ ତାଙ୍କ ଗୁପ୍ତା-ଙ୍ଗ କୁ କା-ଟିଦେଲା। ପୋ-ଲିସ୍ ଯେତେବେଳେ ଅକ୍ଷୟଙ୍କୁ ଏ ବିଷୟରେ ପଚ-ରା ଉ-ଚରା କଲେ ସେତେବେଳେ ଭାଗବତ ମୋ ସହ ଖରାପ କାମ କରିବାକୁ ଚେଷ୍ଟା କରୁଥିଲା ସେଥିପାଇଁ ମୁଁ ତା ଯୌ-ନାଙ୍ଗ କା-ଟି ଦେଲି ବୋଲି ସେ କହିଲା। ସେ ସମୟରେ ପୋ-ଲିସ୍ ଅଧିକ କିଛି କରି ନଥିଲେ।

କିନ୍ତୁ କିଛି ଦିନ ଯିବା ପରେ ପୋ-ଲିସ୍ ଜଣେ ବୁଦ୍ଧ ବ୍ୟକ୍ତିଙ୍କ ସହ ଅକ୍ଷୟଙ୍କର କିଛି ଆନ୍ତ-ରିକ ମୁହୂର୍ତ୍ତର ଭିଡିଓ ଦେଖିବାକୁ ପାଇଲେ। ଯେଉ ଭିଡ଼ିଓ ସ୍ପଷ୍ଟ୍ ଭାବେ ଜଣା ପଡୁଛି ଯେ ଅକ୍ଷୟ ଯାହା କହିଛନ୍ତି ସବୁ ମି-ଛ କଥା। ସେ ଏମିତି ପୁଅ ମାନଙ୍କୁ ଫ-ସେଇ ତାଙ୍କୁ ବ୍ଲାକ-ମେଲ କରି ଟଙ୍କା ରୋଜଗାର କରନ୍ତି। ଏ ସବୁ ବିଷୟରେ ଜାଣିବା ପରେ ପୋ-ଲିସ୍ ଏବେ ଅକ୍ଷୟଙ୍କୁ ଗି-ରଫ କରି ଥା-ନାକୁ ପଠେଇଛି।

Leave a Reply

Your email address will not be published. Required fields are marked *