ମହିଳାଙ୍କୁ ଦୁ-ଷ୍କର୍ମ କଲେ ମହିଳା ଏଏସଆଇ , ଏବେ ବନ୍ଧା ହୋଇ ଗଲେ ଜେ-ଲ

ବର୍ତ୍ତମାନ ସମୟରେ ନାରୀ ସମାଜ ପ୍ରତି ଅନ୍ୟା-ୟ ଆହୁରି ବଢି ଚାଲିଛି । ପୂର୍ବରୁ ଅନ୍ୟା-ୟ ହୋଇ ଆସୁଥିଲା ଆଉ ଏବେ ହୋଇ ହେଉଛି । ତେବେ ଏହାରି ମଧ୍ୟରେ ଦୁ-ଷ୍କର୍ମ ବିଷୟରେ ଆପଣ ନିଶ୍ଚିତ ଭାବରେ ଜାଣି ଥିବେ । ଯେତେ ଯୁଗ ଆଗକୁ ବଢ଼ି ବଢ଼ି ଚାଲିଛି , ସେତେ ସେତେ ଦୁ-ଷ୍କର୍ମ ମାମ-ଲା ଅଧିକ ହେବାରେ ଲାଗିଛି । ତେବେ ପୁରୁଷ ମାନେ ମହିଳା ମାନଙ୍କୁ ଦୁ-ଷ୍କର୍ମ କରିଥିବା କଥା ଆପଣ ଶୁଣି ଥିବେ କିନ୍ତୁ କେବେ ଶୁଣିଛନ୍ତି କି , ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ଦୁଷ୍କ-ର୍ମ କରିବା କଥା । ତେବେ ଆଜ୍ଞା ହଁ ଏପରି କିଛି କଥାକୁ ନେଇ ବର୍ତ୍ତମାନ ସମୟରେ ଚହଳ ସୃଷ୍ଟି ହେବାରେ ଲାଗିଛି ।

ଜଣେ ମହିଳା ଏଏସଆଇ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁ-ଷ୍କର୍ମ କରିଥିବା କଥା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏପରି ଏକ ଘ-ଟଣା ଘଟି ଯାଇଛି ଭଦ୍ରକ ଜିଲ୍ଲାରେ । ତେବେ କିଛି ଦିନ ଆଗରୁ ଏହାକୁ ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଆଉ ଯାହା ପରେ ବର୍ତ୍ତମାନ ତ-ଦନ୍ତ ଆଧାରରେ ମହିଳା ଏଏସଆଇଙ୍କୁ ଗି-ରଫ କରି ନେଇଛି ପୋ-ଲିସ । ତେବେ ସୂଚନା ଅନୁଯାୟୀ , ମହିଳା ସାମ୍ବାଦିକା ଜଣକ ଅଭି-ଯୋଗ କରିଛନ୍ତି କି , ଏଏସଆଇ ତାଙ୍କ ସହିତ ପ୍ରଥମେ ଖରାପ ବ୍ୟବହାର କରିଥିଲେ ଆଉ ତା ପରେ ଜୀବନରୁ ମା-ରି ଦେବା ପାଇଁ ଧ-ମକ ଦେଇଥିଲେ ଆଉ ତାଙ୍କ ସହିତ ଜୋ-ର୍ ଜବ-ରଦ-ସ୍ତ କରି ଦୁ-ଷ୍କର୍ମ କରିଥିଲେ ।

ତେବେ ଅତି କଷ୍ଟ ବଳରେ ସେ ସେଠାରୁ ଖସି ଆସିଥିଲେ ଆଉ ପୋ-ଲିସ ନିକଟରେ ଅଭି-ଯୋଗ କରିଥିଲେ । ତେବେ ପୋ-ଲିସ ଏହାପରେ ମହିଳାଙ୍କ ଡାକ୍ତରୀ ମାଇନା କରିଥିଲା ଆଉ ତାପରେ ଜଣା ପଡ଼ିଥିଲା କି , ମହିଳା ଏଏସଆଇ ତାଙ୍କ ସହିତ ଏପରି କାମ କରିଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ବର୍ତ୍ତମାନ ସମୟରେ ମହିଳା ଏଏସଆଇ ତପସ୍ୱୀ ମହାପାତ୍ରଙ୍କୁ ପୋ-ଲିସ ଗି-ରଫ କରି ନେଇଛି ଆଉ ତାଙ୍କୁ କୋର୍ଟ ଚା-ଲାଣ ମଧ୍ୟ କରିଛି । ତେବେ ଅନ୍ୟପକ୍ଷରେ ଘ-ଟଣା ଆଉ ଏକ ମୋଡ ନେଇଛି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି କି , ଜଣେ ମହିଳା ହୋଇ ଆଉ ଜଣେ ମହିଳାଙ୍କୁ କିପରି ଦୁ-ଷ୍କର୍ମ କରିପାରିଲେ ।

ଏହା ସହିତ ବର୍ତ୍ତମାନ ମହିଳା ଏଏସଆଇଙ୍କର ଭଉଣୀ ସାମ୍ବାଦିକାଙ୍କ ବିରୁ-ଦ୍ଧରେ ସଙ୍ଗୀନ ଅଭି-ଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁଯାୟୀ , ସେ ଲିପିକା ଦାସଙ୍କ ନାମରେ ଅଭି-ଯୋଗ ଦେଇଛନ୍ତି । କାହିଁକି ନା ସେ ତାଙ୍କୁ ଜୀବନରୁ ମା-ରି ଦେବା ପାଇଁ ଧ-ମକ ଦେବା ସହିତ ତାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ । କେବଳ ଏତିକି ନୁହେଁ , ତାଙ୍କ ଇ-ଜ୍ଜତ ବଦ-ନାମ କରିଦେବେ ବୋଲି କହିଥିଲେ । ତେବେ ଦେଖାଯାଉ ଆଗାମୀ ଦିନରେ କଣ ହେଉଛି ଆଉ ଘଟ-ଣା କେଉଁ ମୋଡ ନେଉଛି । ଅନ୍ୟ ପକ୍ଷରେ ପ୍ରକୃତ ଦୋ-ଷୀ କିଏ ଧରା ପଡୁଛନ୍ତି କି ନାହିଁ ସେ କଥା ତ ସମୟ କହିବ ।

Leave a Reply

Your email address will not be published. Required fields are marked *