ଲିଭ୍ ଇନ୍ ରେ ରହିବା ହୋଇ ଗଲାଣି ଫ୍ୟାସନ , ଶାରୀ-ରିକ ସମ୍ପ-ର୍କ ରଖି ମନ ଭରିଯିବା ପରେ ହୋଇ ଯାଉଛନ୍ତି ଅଲଗା

କୁହାଯାଏ ପ୍ରେମ ସଦାବେଳେ ପବିତ୍ର ଆଉ ଚିରନ୍ତନ । କାହିଁକି ନା ଏହାକୁ ନିଜେ ଭଗବାନ ଶ୍ରୀକୃଷ୍ଣ କରିଥିଲେ । ତେଣୁ ଏହାକୁ ସମ୍ପୂର୍ଣ୍ଣ ପବିତ୍ର କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଆଜିର ସମାଜରେ ପ୍ରେମର ଅର୍ଥ ପୁରାପୁରି ବଦଳି ଗଲାନି । ପ୍ରେମର ଅର୍ଥ ପରିବର୍ତ୍ତନ କରି ଏହାର ନାମ କେବଳ ଶାରୀ-ରିକ ସ-ମ୍ପର୍କ ହୋଇଯାଇଛି । ଲୋକ ମାନେ କେବଳ ଫାଇଦା ପାଇଁ ପ୍ରେମ କରିବା ସହିତ ଆଜିର ଯୁଗରେ ବିବାହିତ ମାନେ ସବୁଠାରୁ ଅଧିକ ପ୍ରେମ ଜା-ଲରେ ଫସୁଛନ୍ତି ।

ତେବେ ଏପରି କିଛି କଥା ଉପରେ ବର୍ତ୍ତମାନ ସମୟରେ ମୁହଁ ଖୋଲିଛନ୍ତି ଜଣେ ସମାଜସେବୀ ଏଲିନା । ସେ କହିଛନ୍ତି କି , ଆଜିର ସମାଜରେ ପ୍ରେମକୁ ପୁରାପୁରି ନ-ଷ୍ଟ କରି ଦିଆଯାଇଛି । ଆଜିର ପୁଅ ଝିଅ ମାନେ ଲିଭ୍ ଇନ୍ ରେ ରହିବାକୁ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଲିଭ୍ ଇନ୍ ରେ ରହିବା ମଧ୍ୟ କିଛି ଖରାପ କଥା ନୁହେଁ । ସମସ୍ତେ ଚାହିଁଥାଆନ୍ତି ସେମାନେ ସୁବିଧାରେ ଆଉ ଶାନ୍ତିରେ ରୁହନ୍ତୁ । ସେଥିପାଇଁ ଝିଅଟିଏ କିମ୍ବା ପୁଅଟିଏ ବାହାରେ ଯାଇ ଏକୁଟିଆ ରହିବା ପରେ ନିଜର ସହାୟତା ପାଇଁ ଲିଭ୍ ଇନ୍ ରେ ରହିଥାନ୍ତି ।

କିନ୍ତୁ ବର୍ତ୍ତମାନ ଏହା ପୁରାପୁରି ଫ୍ୟାସନ ହୋଇଯିବା ସହିତ ଏହାର ଫାଇଦା ଅଲଗା ପ୍ରକାରରେ ସମସ୍ତେ ଉଠାଉଛନ୍ତି । ସେ କହିଛନ୍ତି କି , ଲିଭ୍ ଇନ୍ ରେ ଥରେ ଶାରୀ-ରିକ ସ-ମ୍ପର୍କ ବା ସେ-କ୍ସ୍ ପଶିଯିବା ପରେ ସବୁ କିଛି ଭାଙ୍ଗି ଚୂରମାର ହୋଇଯାଏ । ସମସ୍ତେ କେବଳ ଫାଇଦା ଉଠାଇବା ଆରମ୍ଭ କରି ଦିଅନ୍ତି । ଆଉ ମନ ଭରିଯିବା ପରେ ଛାଡ଼ିବାକୁ ବାଧ୍ୟ ହୋଇ ଯାଆନ୍ତି ଆଉ ନୂଆ ନୂଆ ଖୋଜିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଏହା ଆଦୌ ଗ୍ରହଣୀୟ ନୁହେଁ । ଝିଅ ପୁଅ ମାନେ ସେତେବେଳେ ଏକାଠି ଲିଭ୍ ଇନ୍ ରେ ରହିବା ଉଚିତ୍ , ଯେତେବେଳେ ସେମାନଙ୍କ ମନ ମିଶୁଥିବ ଆଉ ସେମାନେ ସାରା ଜୀବନ ବିବାହ କରି ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିବେ ।

ଆଜି ଜଣଙ୍କ ସହିତ କାଲି ଆଉ ଜଣଙ୍କ ସହିତ ରହିଲେ କିଛି ଲାଭ ନାହିଁ । ତେଣୁ ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ , ନିଜ ମନ ଯେଉଁଠି ମିଶୁଥିବ , ସେଠାରେ ହିଁ ଏକାଠି ରୁହନ୍ତୁ । ଅନ୍ୟ ପକ୍ଷରେ ଆଜିକାର ସମାଜରେ ଖାଲି ପୁଅ ଝିଅ ନୁହେଁ ବରଂ ପୁଅ ପୁଅ ଆଉ ଝିଅ ଝିଅ ମଧ୍ୟ ଲିଭ୍ ଇନ୍ ରେ ରହୁଛନ୍ତି । ତେଣୁ ସମସ୍ତେ କିଛି ନିୟମ ମାନି ଚଳିବା ଉଚିତ୍ । ପୁଅ ଝିଅ ମାନଙ୍କୁ ଆଦୌ ଶାରୀ-ରିକ ସ-ମ୍ପର୍କ ରଖିବା ଉଚିତ୍ ନୁହେଁ । ଯେତେବେଳେ ସେମାନେ ନିଜ ସମ୍ପ-ର୍କକୁ ଆଗାମୀ ପାଦକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଯିବେ , ସେତେବେଳେ ଏ ସବୁ କାମ କରିବା ଉଚିତ୍ ବୋଲି ସେ କହିଛନ୍ତି । ନଚେତ୍ ଏହା ସମ୍ପ-ର୍କକୁ ପୁରାପୁରି ଭା-ଙ୍ଗି ଦେଇଥାଏ ।

Leave a Reply

Your email address will not be published. Required fields are marked *