ପୋଷାକ ଖୋଲି ଅ-ଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ଯୁବତୀ , ଯୁବକ ମାରିଲେ ହାତ

ସାଧାରଣତଃ ଆମ ସଂସ୍କୃତି ଆଉ ପରମ୍ପରାରେ ଅଶ୍ଳୀ-ଳତାକୁ ପ୍ରାଧାନ୍ୟ ଦିଆ ଯାଇ ନଥାଏ । ଏହାକୁ କେହି ପସନ୍ଦ କରନ୍ତି ନାହିଁ । ଏହାକୁ ସମସ୍ତେ ବି-ରୋଧ କରିଥାନ୍ତି । କାହିଁକି ନା ଏହା ସମାଜ ଉପରେ କୁପ୍ରଭାବ ପକାଇ ଥାଏ। ତେଣୁ ଏହା ଉପରେ ରୋକ୍ ଲଗାଇବା ପାଇଁ ସମସ୍ତେ ସଦାବେଳେ ଦାବି କରିଥାନ୍ତି । ଧାରାବାହିକ କିମ୍ବା ଚଳଚିତ୍ର ଆଦିରେ ଏହାକୁ ଦେଖିବା ପରେ ମଧ୍ୟ କାହାକୁ ପସନ୍ଦ ହୋଇ ନଥାଏ । ତେବେ ଆଗରୁ ଏହି ଅଶ୍ଳୀ-ଳତା ଚଳଚିତ୍ର ଆଦିରେ ପ୍ରଦର୍ଶିତ ହେଉଥିବା ବେଳେ ବର୍ତ୍ତମାନ ତାହା ଖୋଲା ଖୋଲି ଭାବରେ ପ୍ରଦର୍ଶିତ ହେଉଛି ।

ଅର୍ଥାତ୍ କହିବାକୁ ଗଲେ ଆଉ ଆଜିକାର ସମାଜରେ ଲାଜ ଲ-ଜ୍ଜା ନାହିଁ । ବଡ ଠାରୁ ସାନ ପର୍ଯ୍ୟନ୍ତ ଏହାକୁ ପ୍ରାଧାନ୍ୟ ଦେଉଛନ୍ତି ଆଉ ଏହାକୁ ଉପଭୋଗ କରିବାରେ ଲାଗିଛନ୍ତି । ତେବେ ସ୍ଥାପନ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି କେଉଁ ସ୍ଥାନର ଅଟେ , ତାହା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ତାହା ଆମ ସଂସ୍କୃତି ଏବଂ ପରମ୍ପରାରେ ଭରପୁର ଓଡ଼ିଶାର ଅଟେ । ଯାହା ବର୍ତ୍ତମାନ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ।

ତେବେ ଏହି ଭିଡିଓଟି କାଳୀ ପୂଜା ସମୟର ବୋଲି କୁହାଯାଉଛି । ଖୋର୍ଦ୍ଧା ଜିଲ୍ଲା ସୁନାଖଳା ବେଗୁନିଆ ଅଞ୍ଚଳର ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି କୌଣସି ଏକ ସ୍ଥାନରେ ମେଲୋଡି ହେଉଅଛି । ଆଉ ସେଠାରେ ହଜାର ହଜାର ସଂଖ୍ୟାର ଦର୍ଶକ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଏହି ସମୟରେ ମଞ୍ଚ ମଧ୍ୟକୁ ପ୍ରବେଶ କରୁଛନ୍ତି ଜଣେ ଯୁବତୀ । ଯିଏକି ଅ-ଶ୍ଳୀଳ ପୋଷାକ ପିନ୍ଧିଛନ୍ତି । ତେବେ ଖାଲି ଏତିକି ନୁହେଁ , ତାଙ୍କ ସହିତ ଜଣେ ଯୁବକ ମଧ୍ୟ ପ୍ରବେଶ କରୁଛନ୍ତି ଆଉ ଦୁଇ ଜଣ ଷ୍ଟେଜରେ ଗଡା ଗଡି ହୋଇ ନାଚିବାରେ ଲାଗିଛନ୍ତି ।

ଏହାପରେ ସେଠାରେ ଥିବା ଦର୍ଶକ ମାନେ ଭିଡିଓ କରିବାରେ ପୁରାପୁରି ମଜି ଯାଇଛନ୍ତି । ସେମାନଙ୍କୁ ଏହି ଶୀତ ରାତି ସାଙ୍ଗକୁ ଏଭଳି ନୃତ୍ୟ ଅତ୍ୟନ୍ତ ମଜା ଆଣି ଦେଉଛି । ତେବେ ଏହାପରେ ଯୁବତୀ ଜଣକ ନିଜର ପୋଷାକ ଖୋଲି ଦେଉଛନ୍ତି । ଆଉ ପାଖରେ ଥିବା ଯୁବକଙ୍କ ହାତ ଆଣି ମଧ୍ୟ ତାଙ୍କ ନାନା ଅଙ୍ଗ ପ୍ରତ୍ୟଙ୍ଗରେ ମଧ୍ୟ ଛୁଆଁଉଛନ୍ତି ଯୁବତୀ ଜଣକ । ତେବେ ଏହାକୁ ସମସ୍ତେ ବର୍ତ୍ତମାନ ସମୟରେ ଘୋର ବି-ରୋଧ କରିବାରେ ଲାଗିଛନ୍ତି । କିପରି ଜଣେ ଯୁବତୀ ନିଜ ଅଙ୍ଗ ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରି ପାରୁଛନ୍ତି । ତେବେ ଏହାକୁ ବି-ରୋଧ କରି ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି କିଛି ସ୍ବେଚ୍ଛାସେବୀ ।

Leave a Reply

Your email address will not be published. Required fields are marked *