ଏମିତି କଲା ଯେ ସ୍ୱାମୀ, ଚାରି ମାସରେ ବାପ ଘରକୁ କା-ନ୍ଦି କା-ନ୍ଦି ଧାଇଁଲା ସ୍ତ୍ରୀ, ପ୍ରେମ ବିବାହ

ପ୍ରେମ ଏକ ପବିତ୍ର ବନ୍ଧନ। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ଏବେ ପ୍ରେମ ମାନେ କେବଳ ଶାରି-ରୀକ ସ-ମ୍ପର୍କ ଏବଂ ପ୍ରତା-ରଣା। ସେତେବେଳେ ଲୋକ ସତ ଜନ୍ମ ପାଇଁ ବାହା ହେଇଥିଲେ କିନ୍ତୁ ଏବେ ମାତ୍ର କିଛି ଦିନ ଭିତରେ ସ-ମ୍ପର୍କ ଭାଙ୍ଗି ଯାଉଛି। ମୟୂରଭଞ୍ଜରେ ଜଣେ ଝିଅ ଭଲ ପାଇ ବାହା ହେଇଥିଲେ କିନ୍ତୁ ବାହାଘରକୁ ମାତ୍ର ୪ ମାସ ହେଇନି ଝିଅ କା-ନ୍ଦି କା-ନ୍ଦି ଆସି ବାପଘରେ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଲକ୍ଷ୍ମଣ ସହି ଗାଆଁର ରଶ୍ମି ବେତନଟୀ ଦଶହଡ଼ା ଗାଆଁର କମଳକାନ୍ତ ମହନ୍ତ ଙ୍କୁ ଭଲ ପାଉଥିଲେ। ବହୁଦିନ ଭଲ ପାଇବା ପରେ ଦୁହେଁ ବିବାହ କରିବା କଥା ଭାବିଲେ। ରଶ୍ମିଙ୍କ ଘର ଲୋକ ବାହା ଘରରେ ବହୁତ୍ ଖୁସି ଥିଲେ କାରଣ ସେ ଜାଣିଥିଲେ ଝିଅ ପାଇ ଆଉ ଭଲ ଘର ସେ ଖୋଜି ପାରିବେନି କିନ୍ତୁ କମଳକାନ୍ତଙ୍କ ଘର ଲୋକ ରାଜି ନଥିଲେ କିନ୍ତୁ କମଳକାନ୍ତ ରଶ୍ମିଙ୍କୁ ଏତେ ଭଲ ପାଉଥିଲେ ଯେ ସେ ନିଜ ଘର ଲୋକଙ୍କୁ ବାହା ଘର ପାଇଁ ରାଜି କରିଦେଲେ। ତାପରେ ବାହାଘର ହେଲା।

ରଶ୍ମିଙ୍କ ଘର ଲୋକ ଭାବିଲେ ଯାହଉ ଝିଅ ଆମର ଖୁସିରେ ରହିବ କିନ୍ତୁ ବାହାଘର ମାତ୍ର ୪ ମାସ ପରେ ଝିଅ କା-ନ୍ଦି କା-ନ୍ଦି ଆସି ଘରେ ପହଞ୍ଚିଲା। ବାହାଘର ୪ ମାସ ପରେ କମଳକାନ୍ତଙ୍କ ଅସଲ ଚେହେରା ପଦାକୁ ଆସିଲା। ସେ ନିଜ ମାଆ ଲତା ମହନ୍ତଙ୍କ କଥାରେ ପଡ଼ି ସବୁଦିନ ରଶ୍ମିଙ୍କୁ ବାଡ଼ିଆ ବଡି କଲେ। ଏବଂ ଘରୁ ଗାଡ଼ି ପାଇଁ ୨ ଲକ୍ଷ ଟଙ୍କା ଆଣିବାକୁ କହି ବହୁତ୍ ମାନ-ସିକ ନିର୍ଯା-ତନା ମଧ୍ୟ ଦେଲେ।

ମାନ-ସିକ ନିର୍ଯା-ତନା ଏବଂ ଶାରୀ-ରିକ ନିର୍ଯା-ତନାରେ କିଛି ନ ହେବାରୁ ଶାଶୂ ଏବଂ ସ୍ବାମୀ ରୋଷେଇ ଘର ଗ୍ୟାସ୍ ଖୋଲା ରଖି ରଶ୍ମିଙ୍କୁ ଜୀବନରୁ ମା-ରିଦେବାକୁ ଚେଷ୍ଟା କରିଥିଲେ। ଏବଂ ଶାଶୂ ରଶ୍ମିଙ୍କୁ ନି-ଶା ଔଷଧ ଦେଇ ତାଙ୍କ ଗ-ର୍ଭ ନ-ଷ୍ଟ ମଧ୍ୟ କରିଛନ୍ତି। ଯେତେବେଳେ ରଶ୍ମି ଜାଣିବାକୁ ପାଇଲେ ସ୍ବାମୀ କମଳକାନ୍ତଙ୍କ ର ଭଡ଼ା ରହୁଥିବା ଝିଅଙ୍କ ସହ ଶାରୀ-ରିକ ସମ୍ପର୍କ ଅଛି ସେତେବେଳେ ରଶ୍ମି ଏ କଥା ସହି ନ ପାରି ନିଜ ଘରକୁ ଦଉଡ଼ି ଆସିଲେ। ଏବେ ସେ ନିଜ ଅଧିକାର ଏବଂ ନ୍ୟା-ୟ ପାଇବା ପାଇଁ ଖୁଣ୍ଟା ଥା-ନାରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *