ଫେସବୁକରେ ଲଭ କରି ସ୍ବାମୀ ବାହା ହେଇଗଲେ।

ଗଣମାଧ୍ୟମରେ ସ୍ୱାମୀର ଗୁଣ ଵଖାଣୀଲେ ସ୍ତ୍ରୀ। ମୁଁ ତାଙ୍କର ସ୍ତ୍ରୀ ସ୍ତ୍ରୀ ଥାଉ ଥାଉ ସେ ଆଉ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଛନ୍ତି। ମୋ ଗୋଟେ ଛୁଆ ଥିବା ବେଳେ ମତେ ନ ଜଣାଇ ମୋ ସ୍ଵାମୀ ବିବାହ କରି ନେଇଛନ୍ତି। ୨୦୧୭ ମସିହାରେ ଦୁଇ ପରିବାର ଉପସ୍ଥିତିରେ ଆମେ ବିବାହ କରିଥିଲୁ ସେ ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ମତେ ବିବାହ କରିଥିଲେ।

ବିବାହକୁ ଅନେକ ବର୍ଷ ବିତି ସରିଥିବା ବେଳେ ମୋ କୋଳରେ ଏକ ଛୁଆ ମଧ୍ୟ ଅଛି। ଦିନେ ମୋ ସ୍ଵାମୀ ମତେ କହିଥିଲେ ସାତ ଜନ୍ମ ପାଇଁ ସାଥିରେ ରହିବେ। ହାତରେ ହାତକୁ ଧରି ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥି ହୋଇ ଅତିକ୍ରମ କରିବେ ହେଲେ ସେ ଗୋଟେ ଜନ୍ମ ମଧ୍ୟ ସାଥି ହୋଇ ରହିଲେ ନାହି। ଗୋଟେ ସ୍ବାମୀ ହୋଇ ସ୍ୱାମୀର କର୍ତ୍ତବ୍ୟ ବି କଲେ ନାହିଁ।

ମୋ ସ୍ବାମୀ ମତେ ବାଧ୍ୟ କରୁଥିଲେ ତାଙ୍କ ଭଉଣୀ ଜ୍ବାଇଁ ସହିତ ସ-ମ୍ପର୍କ ରଖିବାକୁ। ତାଙ୍କ ଭଉଣୀ ଜ୍ବାଇଁ ଯାହା କହିବ ମୋ ସ୍ଵାମୀ ସେହି କଥାରେ ଚାଲନ୍ତି। ତାଙ୍କ ଭଉଣୀ ଜ୍ବାଇଁ ମଧ୍ୟ ମତେ କହିଛନ୍ତି କି ମୋ କଥାରେ ରାଜି ହୋଇଯାଅ। ସେ ମୋର ବି ହିସାବରେ ଭଉଣୀ ଜ୍ବାଇଁ ହୋଇଥିବା ବେଳେ ମୁଁ ଡ୍ରେସ୍ ଚେଞ୍ଜ କରୁଥିବା ସମୟରେ ମୋ ଦେହରେ କପଡ଼ା ନଥିବା ବେଳେ ସେ ମୋ ରୁମ୍ ଭିତରେ ଏଣ୍ଟ୍ରି କରନ୍ତି। ଏନେଇ ମୁଁ ଏ ଘଟ-ଣା ସ୍ବାମୀଙ୍କୁ ଜଣାଇଲେ ମଧ୍ୟ ମୋ ସ୍ବାମୀ ମତେ କହିଥିଲେ କି ମୁଁ ରାଜି ମୋ ପରିବାର ରାଜି ତୁ ବି ରାଜି ହୋଇଯା। ସେ ମୋ ସ୍ବାମୀ ଆଉ ମୁଁ ତାଙ୍କ ସ୍ତ୍ରୀ ହୋଇ ସେ ମତେ ତାଙ୍କ ଭଉଣୀ ଜ୍ବାଇଁ ସହିତ ସ-ମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

ମୁଁ ତାଙ୍କୁ ବିବାହ କରି ମୋ ଜୀବନ ବ-ର୍ବାଦ୍ କରିଦେଲି । ମୋ ଜୀବନ ବ-ର୍ବାଦ ହୋଇଗଲା। ମତେ ବିବାହ କରିବା ସମୟରେ ନିଜକୁ ଜଣେ ଇଞ୍ଜନିୟରର ପରିଚୟ ଦେଇଥିଲେ ମାତ୍ର ସେ ବିବାହ ପରେ କଣ କରୁଛନ୍ତି ସେ କଥା ମୁଁ ବି ଜାଣି ନାହିଁ। ବନ୍ଧୁଗଣ ଗଣମାଧ୍ୟମ ଆଗରେ ସ୍ତ୍ରୀ ସ୍ୱାମୀର ଗୁଣ ବଖାଣି ଥିବା ବେଳେ କହିଛନ୍ତି ମୋ ଭବିଷ୍ୟତ କଣ ହେବ। ମୁଁ ଏ ଭଳି ଗୋଟେ ସ୍ୱାମୀର ହାତ ଧରି ମୋ ଜୀବନକୁ ନ-ଷ୍ଟ କରିଦେଲି। କେଉଁ ସ୍ବାମୀ ବାଧ୍ୟ କରିବ ତା ଭଉଣୀ ଜ୍ବାଇଁଙ୍କ ସହିତ ସ-ମ୍ପର୍କ ରଖିବାକୁ। ହେଲେ ମୋ ସ୍ବାମୀ କିନ୍ତୁ ମତେ ବାରମ୍ବାର ବାଧ୍ୟ କରୁଥିଲେ ସ-ମ୍ପର୍କ ରଖିବାକୁ।

ଆଉ ଭଉଣୀ ଜ୍ବାଇଁ କଲ କରି କହୁଥିଲେ ମୋ କଥାରେ ରାଜି ହୁଅ। ବନ୍ଧୁଗଣ ଏପରି ଅଭି-ଯୋଗ ଆଣିଛନ୍ତି ଜଣେ ମହିଳା। କେଉଁଠି ପର-କ୍ରିୟା ପ୍ରୀ-ତି ପାଇଁ ସ୍ବାମୀ ନେଉଛି ସ୍ତ୍ରୀର ଜୀବନ ତ ଆଉ କେଉଁଠି ସ୍ତ୍ରୀ କୁ ସ୍ବାମୀ ବାଧ୍ୟ କରୁଛି ପର ପୁରୁଷ ନିଜ ସମ୍ପ-ର୍କୀୟ ସାଥିରେ ସ-ମ୍ପର୍କ ରଖିବାକୁ। ଆଉ ଏପରି କରିବା ପଛର ଉଦ୍ୟସ ହେଲା କି କୁଆଡେ ସ୍ବାମୀ ଫେସବୁକ୍ ରୁ ପ୍ରେମ କରି ଆଉ ଗୋଟେ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସ୍ତ୍ରୀଙ୍କୁ ନ୍ୟା-ୟ ମିଳୁଛି କି ନାହିଁ। ସ୍ତ୍ରୀଙ୍କୁ ସ୍ବାମୀ ର ଅଧିକାର ମିଳୁଛି ନା ଘ-ଟଣା ଆଉ କେଉଁ ମୋଡ ନେଉଛି।

Leave a Reply

Your email address will not be published. Required fields are marked *