ପ୍ରଥମ ସ୍ୱାମୀ ଗୋଟେ ଛୁଆ କରି ଛାଡିଦେଲା ଆଉ ପ୍ରେମିକ ପ୍ରେଗ-ନାଣ୍ଟ କରି ଧୋ-କା ଦେଲା।

ମହିଳାଙ୍କ ଭରସା ଭା-ଙ୍ଗିଲେ ସ୍ୱାମୀ ଓ ପ୍ରେମିକ। ପ୍ରଥମ ସ୍ୱାମୀ ବିଶ୍ୱାସରେ ବି-ଷ ଦେଲା ଆଉ ପ୍ରେମିକ ଅଧା ରାସ୍ତାରେ ଧୋ-କା ଦେଲା। ପ୍ରଥମ ସ୍ୱାମୀ ଛୁଆ ହେଲା ପରେ ମୋ ବିଶ୍ୱାସରେ ବି-ଷ ଦେଇ ଅନ୍ୟତ୍ର ବିବାହ କରିଥିବା ମୁଁ ଶୁଣିବାକୁ ପାଉଥିବା ବେଳେ ମୋ ପ୍ରେମିକର ଛୁଆ ମୋ ପେଟରେ ଦୁଇ ମାସର ଥିବା ବେଳେ ଏବେ ଆଉ ପ୍ରେମିକ ଧରା ଛୁଆଁ ଦେଉ ନାହିଁ। ପ୍ରଥମ ସ୍ୱାମୀକୁ ଭଲ ପାଇ ୨୦୧୫ ମସିହାରେ ବିବାହ କରିଥିଲି ସବୁକିଛି ଠିକ ଠାକ ଚାଲିଥିଲା ହେଲେ ଯେତେବେଳେ ମୋର ଗୋଟେ ଝିଅ ଟିଏ ଜନ୍ମ ନେଲା ଆଉ ଝିଅକୁ ଯେତେବେଳେ ଦୁଇ ବର୍ଷ ହେଲା ସେତେବେଳେ ମୋ ସ୍ୱାମୀ ମତେ ଧୋ-କା ଦେଲେ।

ମୋ ବିଶ୍ୱାସରେ ଦେଇ ଆଉ ଜଣେ କାହାକୁ ବିବାହ କଲେ। ମୁଁ କେମିତି ସହିଥାନ୍ତି ଏ ସବୁ। ତେଣୁ ମୁଁ ମଧ୍ୟ ରା-ଗରେ କହିଲି ମୋ ସ୍ୱାମୀ ଯେପରି ମୋ ବିଶ୍ୱାସ ଜିତି। ମତେ ପ୍ରତି-ଶ୍ରୁତି ଦେଇ। ମୋ ହାତ ଧରି ସବୁବେଳେ ସାଥିରେ ଚାଲିବାର କଥା ଦେଇ ଅଧା ବାଟରୁ ଠକି ଦେଲେ ମୁଁ ବି ଠିକ ସେହିଭଳି। ମୋ ସ୍ୱାମୀଙ୍କୁ ଦେଖାଇ ଦେବି ମୁଁ ବି ପ୍ରେମ କରି ଆଉ ଥରେ ବିବାହ କରିପାରେ। ଗୋଟେ ପଟେ ମୋ ସ୍ୱାମୀଙ୍କ ଧୋ-କାରେ ମୁଁ ଜଳୁଥିବା ବେଳେ ଅନ୍ୟପଟେ ମୋ ସ୍ୱାମୀ ତାଙ୍କ ନିଜ ଜୀବନର ମଜା ନେଉଥିଲେ।

ଯାହା ମତେ ଖୁବ କ-ଷ୍ଟ ଦେଉଥିଲା। ମୁଁ ଏ କଥା ସବୁ ସହିପାରିଲି ନାହିଁ। ଆଉ ମୁ ଦୁଃ-ଖରେ ଥିବା ବେଳେ ମୋ ଜୀବନକୁ ଆସିଲେ ଆଉ ଜଣେ ଯୁବକ।ସେ ମତେ ମିଠା ମିଠା କହିଲେ। ମୋ ବିଶ୍ୱାସ ସେ ଜିତିବାକୁ ଚେଷ୍ଟା ବି କଲେ। ମତେ ପ୍ରେମ ନିବେଦନ କଲେ। ଗୋଟେ ପଟେ ମୁଁ ପ୍ରତି-ଶୋଧର ନି-ଆଁରେ ଜ-ଳୁଥିବା ବେଳେ ସେ ମତେ ଖୁବ ଭଲ ପାଇବା ଦେଲେ। ମୋର ମଧ୍ୟ ତାଙ୍କ ପ୍ରତି ବିଶ୍ଵାସ ଆସିଲା।

ଆଉ ମୁ ତାଙ୍କ ପ୍ରେମକୁ ଗ୍ରହଣ କଲି। ଆମେ ଦୁହେଁ ଦୁଇଟି ପ୍ରେମ ପକ୍ଷୀ ହୋଇ ଉଡ଼ିବୁଲିଲୁ। ମୁଁ ମୋ ପ୍ରେମିକଙ୍କ ଆଗରେ କହିଲି ଅତୀତରେ ମୋ ଜୀବନରେ ଘ-ଟିଥିବା ପ୍ରତ୍ୟକ ଟି କଥା। କିପରି ମୋ ପ୍ରଥମ ସ୍ୱାମୀ ମତେ ଧୋ-କା ଦେଇଛନ୍ତି। କିପରି ମୋ ପ୍ରଥମ ସ୍ୱାମୀ ମୋ ବିଶ୍ୱାସରେ ବି-ଷ ଦେଇଛନ୍ତି ଏ ସବୁ ଜାଣିବା ପରେ ସେ ମତେ ବୁଝାଇଥିଲେ। ମୋ ସାଥିରେ ସାଥି ହୋଇ ରହିବାକୁ କଥା ଦେଇଥିଲେ। ହେଲେ ସବୁକିଛି ଏପଟ ସେପଟ ହୋଇଗଲା। ଦ୍ୱିତୀୟରେ ମୋ ଜୀବନକୁ ଆସିଥିବା ପ୍ରେମିକ ବି ମତେ ଧୋ-କା ଦେଇଦେଲେ। ପ୍ରତି-ଶ୍ରୁତି ତାଙ୍କର ବି ସାଜିଲା ପାଣିର ଗାର। ନୂଆ ନୂଆ ମତେ ରଙ୍ଗୀନ ଦୁନିଆରେ ଉଡାଉ ଥିବା ବେଳେ ଯେତେବେଳେ ମୁଁ ଗର୍ଭ-ବତୀ ହେଲି ଆଉ ମୁ ଗର୍ଭ-ବତୀ ଥିବା ଜାଣି ସେ ମତେ ଅଧା ରାସ୍ତାରୁ ଧୋ-କା ଦେଲା।

ମୋ ପ୍ରେମିକର ଦୁଇ ମାସର ଛୁଆ ମୋ ପେଟରେ ବଢୁଥିବା ବେଳେ ଆଉ ଯେତେବେଳେ ପ୍ରେମିକ ଜାଣିବାକୁ ପାଇଲେ। ମୁଁ ଗର୍ଭ-ବତୀ ସେତେବେଳେ ପ୍ରେମକ କେଉଁଆଡ଼େ ଗା-ଏବ ହୋଇଗଲେ। ତାଙ୍କ ଫୋନ ନମ୍ବର ମଧ୍ୟ ଅଫ କରି ରଖିଛନ୍ତି। ମୁଁ ଏବେ ତାଙ୍କ ସହିତ ଯୋଗାଯୋଗ କରି ପାରୁ ନାହିଁ। ସ୍ୱାମୀ ଧୋକା ଦେଲା ପ୍ରେମକ ଅଧା ରାସ୍ତାରେ ବିଶ୍ୱାସରେ ବି-ଷ ଦେଲା। ମତେ ନ୍ୟା-ୟ ଦରକାର ବୋଲି ମହିଳା କହିଛନ୍ତି। ମହିଳା ଜଣଙ୍କ ଚାହାନ୍ତି କି ସେ ତାଙ୍କ ପ୍ରେମିକ ସହିତ ରହିବାକୁ। ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ ପ୍ରେମିକ ଗ୍ରହଣ କରୁଛନ୍ତି ନା ପ୍ରେମିକ ବି ପ୍ରଥମ ସ୍ୱାମୀ ଭଳି ଅଧା ରାସ୍ତାରୁ ଧୋ-କା ଦେଉଛନ୍ତି।

Leave a Reply

Your email address will not be published. Required fields are marked *