ଦୀର୍ଘ ଚାରି ବର୍ଷ ପରେ ଅନ୍ନପୂର୍ଣ୍ଣାଙ୍କ ଆତ୍ମାକୁ ମିଳିଲା ଶାନ୍ତି , ସ୍ବାମୀଙ୍କୁ ମିଳିଲା ଆଜୀବନ କା-ରାଦ-ଣ୍ଡ

ଏ ଘଟ-ଣା ଆଜିର ନୁହେଁ । ଏ ଘଟଣା ଚାରି ବର୍ଷ ପୂର୍ବର । ଯେଉଁଠି ବଳି ପଡ଼ିଗଲା ଜଣେ ନିରୀହ ପତ୍ନୀ ଆଉ ଖୋଲା ଆକାଶ ତଳେ ବୁଲିଲେ ଜଣେ ଦୋ-ଷୀ ଆଉ ନୃ-ଶଂସ ସ୍ଵାମୀ । ତେବେ ସେ ଘ-ଟଣା ବିଷୟରେ ଆଜି ବି କହିଲେ ଦେହ ଶୀତେଇ ଯାଉଛି । ଜଣେ ସ୍ଵାମୀ ନିଜ ସ୍ତ୍ରୀର ଚରିତ୍ର ଉପରେ ସ-ନ୍ଦେହ କରି ତାଙ୍କୁ ଜୀବନରୁ ମାରି ଦେଇଥିଲେ ଆଉ କେବଳ ହ-ତ୍ୟା ନୁହେଁ ତାଙ୍କ ଗଣ୍ଡି ଠାରୁ ମୁଣ୍ଡ ଅଲଗା କରି ଦେଇଥିଲେ ।

ତେବେ ସୂଚନା ଅନୁସାରେ ଏପରି ଏକ ଘ-ଟଣା ଚାରି ବର୍ଷ ପୂର୍ବେ ଘଟି ଯାଇଥିଲା , ପୁରୀ ଜିଲ୍ଲା ଅସ୍ତରଙ୍ଗ ଥା-ନା ଅନ୍ତର୍ଗତ ରାଇବେରୁଆ ଗାଁରେ । ବିବାହର ୭ ବର୍ଷ ପରେ ନିଜ ସ୍ତ୍ରୀକୁ ହ-ତ୍ୟା କରିଦେଇଥିଲେ ଜଣେ ସ୍ଵାମୀ । ଆଉ ସେଦିନ ପର ଠାରୁ ଖୋଲା ଆକାଶ ତଳେ ଘୁରି ବୁଲୁଥିଲେ ସ୍ଵାମୀ । ଆଉ ତାଙ୍କର କେହି କିଛି ବି କରି ପାରୁନଥିଲେ । ସେପଟେ ଥା-ନାରେ ମାମ-ଲା ଚାଲିଥିଲା । କିନ୍ତୁ କିଛି ବି ପଦକ୍ଷେପ ନିଆ ଯାଇନଥିଲା ।

ତେବେ ୨୦୧୨ ମସିହାରେ ମୃ-ତ ଅନ୍ନପୂର୍ଣ୍ଣାଙ୍କୁ ବିବାହ କରିଥିଲେ ଗଣେଶ ବେଉରା । ତେବେ ବିବାହ ପରେ ହିଁ ଯୌ-ତୁକ ପାଇଁ ନିର୍ଯା-ତନା ଆରମ୍ଭ ହୋଇ ଯାଇଥିଲା । ଆଉ ଦୀର୍ଘ ୭ ବର୍ଷ ଧରି ଏହି ନିର୍ଯା-ତନା ସହି ଚାଲିଥିଲେ ଅନ୍ନପୂର୍ଣ୍ଣା । କିନ୍ତୁ ଶେଷରେ ୨୦୧୯ ମସିହା ଅଗଷ୍ଟ ମାସ ୨୫ ତାରିଖ ରାତି ୧୧ ଟା ୨୫ ତାରିଖରେ ନିଜ ସ୍ତ୍ରୀକୁ ଜୀବନରୁ ମା-ରି ଦେଇଥିଲେ ଗଣେଶ । ଆଉ ୨୬ ତାରିଖରେ ଅସ୍ତରଙ୍ଗ ଥା-ନାରେ ତାଙ୍କ ନାମରେ ମାମ-ଲା ରୁଜୁ କରା ଯାଇଥିଲା ।

ତେବେ ଶେଷରେ ଦୀର୍ଘ ଚାରି ବର୍ଷ ପରେ ମାମଲାର ଶୁଣାଣି ହୋଇଥିଲା ଆଉ ଗତକାଲି ଗଣେଶଙ୍କୁ ଅସ୍ତରଙ୍ଗ ପୋ-ଲିସ ଗି-ରଫ କରି ନେଇଥିଲା । ତେବେ ତାଙ୍କୁ ସାରା ଜୀବନ ପାଇଁ କା-ରାଦ-ଣ୍ଡରେ ଦଣ୍ଡିତ କରାଯାଇଛି । ଆଉ ପ୍ରକୃତରେ ସ୍ତ୍ରୀକୁ କାହିଁକି ହ-ତ୍ୟା କରିଥିଲେ ତାହା ବିଷୟରେ ମଧ୍ୟ ଜାଣିବାକୁ ମିଳିଛି । କେବଳ ଯୌ-ତୁକ ପାଇଁ ଏତେ ବଡ ପଦକ୍ଷେପ ନେଇ ଯାଇଥିଲେ ଗଣେଶ । ଆଉ ନିଜ ସ୍ତ୍ରୀକୁ ହ-ତ୍ୟା କରି ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଥିଲେ । ଆଉ ଶେଷରେ ତାଙ୍କୁ ତାଙ୍କ କଲା କର୍ମର ଫଳ ମିଳିଛି ।

Leave a Reply

Your email address will not be published. Required fields are marked *