ବିନା ଦୋଷରେ ୪-୫ ଦିନ ଜେଲରେ ଥିଲେ ଟୁଟୁ ନାୟକ । ଆଉ ଆଜି ମିଳିଲା ନ୍ୟାୟ ।

ଏହା ସାରା ଓଡ଼ିଶାବାସୀଙ୍କୁ ଜଣା ଯେ ଗତ କିଛିଦିନ ତଳେ କିଭଳି ଭାବରେ ଏକ ଛୋଟ ଭୁଲକୁ ନେଇ ଟୁଟୁ ନାୟକଙ୍କୁ ହଠାତ ଗିରଫ କରିଥିଲା ପୋଲିସ । ଆଉ ଏଭଳି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ନେଇ ବର୍ତ୍ତମାନ ଏକ ନୂଆ ଅପଡେଟ ଆସିଛି ।

ଯାହାକି ଶୁଣିବାକୁ ମିଳିଛି ଯେ ବର୍ତ୍ତ ସଞ୍ଜୟ ନାୟକଙ୍କୁ ନ୍ୟାୟ ମିଳିଛି । ତେବେ ଜଣେ ଓକିଲଙ୍କ କହିବା ଅନୁଯାୟୀ ସଞ୍ଜୟ ନାୟକଙ୍କୁ ବର୍ତ୍ତମାନ ଜାମିନ ମିଳିଛି । ଦୀର୍ଘ ୪-୫ ଦିନ ପରେ ତାଙ୍କୁ ଜେଲରୁ ଛୁଟ ମିଳିଛି । ତେବେ ସେ କହିଛନ୍ତି ଯେ କେବଳ ଦୁଇଟି କଣ୍ଡିସନରେ ହିଁ ସଞ୍ଜୟ ନାୟକଙ୍କୁ ଛଡ଼ା ଯାଇଛି ।

ପ୍ରଥମତଃ ୫୦,୦୦୦ ଟଙ୍କା ଗୋଟିଏ ଜାମିନଦାର ଏବଂ ସେ ସାକ୍ଷୀକୁ କୌଣସି ପ୍ରକାରର ଧମକ ଦେଇ ପରିବେ ନାହିଁ । ଏହି ଦୁଇଟି ପରିପ୍ରେକ୍ଷୀରେ ସଞ୍ଜୟ ନାୟକଙ୍କୁ ଜାମିନ ମିଳିଛି । ତେବେ ଏସଡିଜେଏମ କୋର୍ଟ ଅନେକ ବୟାନକୁ ତଦାରଖ କରି ଜାମିନ ଜାରି କରିଛି । କହିରଖିବୁ ଯେ ସଞ୍ଜୟ ନାୟକଙ୍କ ଉପରେ ଅଭିଯୋଗ ହୋଇଥିବା ସମସ୍ତ ଦୋଷର ଆଇପିସି ଧାରା ମଧ୍ୟରୁ ୩୫୪ କେବଳ ନନ୍ ବେଲେବଲ ଥିଲା । ଯାହାକୁ ନେଇ ଓକିଲ ୩୫୪ ଏବଂ ୩୨୩ ଏକାସାଥିରେ ମେଡଅପ ହେଉ ନଥିବାରୁ ଜଜ୍ ଙ୍କୁ କହିବା ପରେ ଜଜ୍ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହାବ୍ୟତୀତ ପ୍ରତିପକ୍ଷ ଓକିଲ ଦାଖଲ କରିଥିବା ଅଭିଯୋଗ ଫାଇଲରେ ଘଟିଥିବା ମାମଲା ବ୍ୟତୀତ ଅନ୍ୟ ଏକ ମାମଲାର କ୍ରିମିନାଲ ରିପୋର୍ଟ ରହିଥିଲା । ଯାହାକି ଏହି ମାମଲା ସହିତ ଆଦୋୖ ଜଡ଼ିତ ନୁହେଁ । ନିୟମ ରହିଛି ଯେ ଗତ କିଛି ଦିନ ତଳେ ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା ।

ଆଉ ସେହି ମାମଲା ସହିତ ତାଙ୍କର ଅନ୍ୟ କିଛି କ୍ରିମିନାଲ ରିପୋର୍ଟର କୌଣସି ଅର୍ଥ ନାହିଁ । ଯାହାକୁ ଜଜ୍ ହୃଦୟଙ୍ଗମ କରି ସଞ୍ଜୟ ନାୟକଙ୍କୁ ବେଲ ରେଇଛନ୍ତି । ଯାହାକୁ ନେଇ କିଏ କହୁଛନ୍ତି ଯେ ନିର୍ଦୋଷକୁ ନ୍ୟାୟ ମିଳିଛି ଏବଂ ବିନା ଦୋଷରେ ୪-୫ ଦିନ ରହିବା ପରେ ବର୍ତ୍ତମାନ ଟୁଟୁ ନାୟକଙ୍କୁ ବେଲ ମିଳିଛି ।

Leave a Reply

Your email address will not be published. Required fields are marked *