ବିଦ୍ୟାଳୟ ରୋଷେୟାର ଲ-ଜ୍ଜାଜ-ନକ କା-ଣ୍ଡ , ଛାତ୍ରକୁ କରୁଥିଲା ବାରମ୍ବାର ଦୁ-ଷ୍କର୍ମ

ଥରେ ଥରେ ସାମ୍ନାକୁ ଏପରି କିଛି ଘ-ଟଣା ଆସିଥାଏ , ଯାହା ଶୁଣିବା ପରେ ଲ-ଜ୍ଜିତ ଅନୁଭବ ହୋଇଥାଏ । ଆଉ ସେହିପରି ଏକ ଘ-ଟଣା ବିଷୟରେ ଶୁଣିବାକୁ ମିଳିଛି , ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଜଣେ ଛାତ୍ର ଆଣିଛନ୍ତି ଏପରି ଏକ ଅଭି-ଯୋଗ , ଯାହାକୁ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ । ବିଦ୍ୟାଳୟର ରୋଷେୟା ତାଙ୍କ ସହିତ ଏପରି କିଛି କାମ କରିଥିଲେ , ଯାହା ବିଷୟରେ ସେ କାହାକୁ ମଧ୍ୟ କହି ପାରୁ ନଥିଲେ ଆଉ ସହି ମଧ୍ୟ ପାରୁ ନଥିଲେ ।

ଆଜ୍ଞା ହଁ ସୂଚନା ଅନୁସାରେ ଜଣେ ନାବାଳକ ଛାତ୍ର ଆଉ ତାଙ୍କ ପରିବାର ବର୍ତ୍ତମାନ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ଆଣିଛନ୍ତି ଏପରି କିଛି ଅଭି-ଯୋଗ । ଯେଉଁ ବିଦ୍ୟାଳୟକୁ ସେମାନେ ନିଜ ପିଲାକୁ ପାଠ ପଢିବା ପାଇଁ ପଠାଇ ଥିଲେ , ସେହି ବିଦ୍ୟାଳୟରେ ତାଙ୍କ ପିଲା ସହିତ ହୋଇଗଲା ଏପରି କିଛି । ଯାହା ବିଷୟରେ ଅନେକ ଦିନ ପରେ ପରିବାର ଲୋକ ଜାଣିବାକୁ ପାଇଲେ । ଆଉ ତାପରେ ଏପରି ଏକ ପଦକ୍ଷେପ ନେଲେ ।

ତେବେ ଏପରି ଏକ ଲ-ଜ୍ଜାଜ-ନକ ଘ-ଟଣା ଘଟି ଯାଇଛି ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ କୁଜିଡ଼ିହି ପଞ୍ଚାୟତର ଧାତିକା ପ୍ରାଥମିକ ବିଦ୍ୟାଳୟରେ । ସୂଚନା ଅନୁସାରେ , ଏହି ବିଦ୍ୟାଳୟରେ ଦୁଧିଆଶୋଳ ଗାଆଁର ଖନନ କୁମାର ହାଁସଦା ଜଣେ ରୋଷେୟା ଭାବରେ କାମ କରୁଥିଲେ । ଆଉ ଏହାରି ମଧ୍ୟରେ ସେ ଜଣେ ନାବାଳକ ଛାତ୍ର ସହିତ ଖରାପ କାମ କରୁଥିଲେ ଆଉ ତାଙ୍କ ସହିତ ଦୁ-ଷ୍କର୍ମ ମଧ୍ୟ କରୁଥିଲେ ।

ତେବେ ଏହି ଘ-ଟଣା ବିଷୟରେ ଛାତ୍ର ଜଣକ କାହାକୁ ବି କିଛି କହି ପାରୁ ନଥିଲେ । ନିଜ ପରିବାର ଲୋକଙ୍କୁ ମଧ୍ୟ ଛାତ୍ର କିଛି କହି ନଥିଲେ । ତେବେ ଏକଦା ପରିବାର ଲୋକ ପିଲାକୁ ବହୁତ ପଚରା ପଚରି କରିବାରୁ ଶେଷରେ ନିଜ ପରିବାର ଲୋକଙ୍କୁ ସେ ଏ ବିଷୟରେ ସବୁକିଛି କହିଥିଲେ । ଆଉ ପରିବାର ଲୋକ ଯାଇ ଥା-ନାରେ ଅଭି-ଯୋଗ କରିଥିଲେ । ଶେଷରେ ପୋ-ଲିସ ବର୍ତ୍ତମାନ ଖନନଙ୍କୁ ଗି-ରଫ କରି ନେଇଛି । କିନ୍ତୁ ତାଙ୍କ ସ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି ।

Leave a Reply

Your email address will not be published. Required fields are marked *