ଉଲ-ଗ୍ନ ହୋଇ ଦୋକାନ ଭିତରକୁ ପଶି ଚୋ-ରି କଲା ଚୋ-ର । ଭିଡ଼ିଓ ଦେଖିଲେ ଆପଣ ବି ହସି ହସି ଗଡ଼ିବେ ।

ଆଜିକାଲି ଚୋ-ର , ଡକା-ୟତ ତସ୍କରଙ୍କର ସଂଖ୍ୟା ବଢ଼ିବାରେ ଲାଗିଲାଣି । ଦିନ ଦ୍ୱିପ୍ରହରରେ ବାହାରେ ଜନ ସମାଗମ ଏବଂ ଭିତରେ ଲୋକ ଥିଲେବି ସୁଦ୍ଧା ଚୋ-ର ଡକା-ୟତ ମାନେ ଘର ଭିତରେ ପଶି ଚୋ-ରି ତ କରୁଛନ୍ତି ତାହା ସହିତ ଅନେକ ସମୟରେ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଆଉ ଏଭଳି ଅନେକ ସମୟରେ ଏକାଧିକ ଘ-ଟଣା ମଧ୍ୟ ଜାଣିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ସମୟରେ ଆମେ ଯେଉଁ ଘ-ଟଣା ବିଷୟରେ ଆପଣଙ୍କୁ କହିବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଭିନ୍ନ ଢ଼ଙ୍ଗରେ ଜଣେ ଚୋ-ରର ଚୋ-ରି କରିବାର କୌଶଳ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଉ ସେହି ଭିଡ଼ିଓକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ସିସିଟିଭି ଫୋଟେଜର ଭିଡ଼ିଓ ଭାଇରଲ ହେଉଛି । ଯେଉଁଥିରେ ଜଣେ ଚୋ-ର ଉଲ-ଗ୍ନ ହୋଇ ଦୋକାନ ଭିତରେ ଚୋ-ରି କରୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡ଼ିଓ ଦେଖିଲେ ଆପଣବି ନିଜ ହସକୁ ଅଟକାଇ ପାରିବେ ନାହିଁ । ସୂଚନା ଅନୁଯାୟୀ ଏହି ଘଟ-ଣାଟି ଅନୁଗୁଳ ସହରର ରାଜା ଛକ ନିକଟରେ ଘଟି ଯାଇଛି । କହିବାକୁ ଗଲେ ଏହି ସ୍ଥାନ ଦିନ ରାତି ସବୁବେକେ ଭିଡ଼ ଏବଂ ଜନ ସମାଗମ ଲାଗି ରହିଥାଏ । କିନ୍ତୁ ଚୋ-ର ଏକ ଓମଫେଡ ଦୋକାନରେ ଚୋ-ରି କରିବା ପାଇଁ ଯେଉଁ ଉପାୟ ଆପଣେଇଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଚୋ-ର ଜଣକ ପଛ ପଟ ଦୋକାନକୁ ଯାଇ ଓମଫେଡ ଦୋକାନରେ ଲାଗିଥିବା ଏକ୍ସଜଷ୍ଟ ଫ୍ୟାନକୁ ବାହାର କରି ଉଲ-ଗ୍ନ ହୋଇ ଦୋକାନ ଭିତରକୁ ଗୁରୁଣ୍ଡି ଗୁରୁଣ୍ଡି ପଶିଥିଲା ଏବଂ ତାପରେ ଡ୍ରୟରରେ ଥିବା ୬୦୦୦ ଟଙ୍କାକୁ ନେଇ ଯାଇଥିଲା । ତେବେ ଏହାକୁ ନେଇ ଦୋକାନ ମାଲିକ ଥା-ନାରେ ଅଭି-ଯୋଗ କରିଛନ୍ତି ଏବଂ ସିସିଟିଭି ଫୋଟେଜ ମଧ୍ୟ ପୋଲି-ସକୁ ଦେଇଛନ୍ତି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ପୋ-ଲିସ ଉକ୍ତ ଚୋ-ରକୁ ଧରିବାରେ ସକ୍ଷମ ହେଉଛି କି ନାହିଁ ।

Leave a Reply

Your email address will not be published. Required fields are marked *