ଦଶମ ଶ୍ରେଣୀର ଛାତ୍ରଙ୍କ ପାଇଁ ଗର୍ଭ-ବତୀ ହେଲେ ନବମ ଶ୍ରେଣୀର ଛାତ୍ରୀ, ବାପା କହୁଛନ୍ତି ଗୋଟେ ବାବା ପାଇଁ ଏମିତି ସବୁ ହେଇଛି।

ସ୍କୁଲରେ ପଢିଲା ବେଳେ ପାଠ ପଢୁପଢୁ ପିଲାମାନେ କେତେବେଳେ କାହା ପ୍ରେମରେ ପଡିଯାଆନ୍ତି ସେ ବିଷୟରେ ସେମାନେ ଜାଣି ପାରନ୍ତିନି। ଛୋଟ ବୟସରୁ ଭଲ ପାଇ ସେମାନେ ଭୁଲ ବାଟରେ ଚାଲି ଯାଆନ୍ତି। ଯାହା ପାଇଁ ତାଙ୍କୁ ଜୀବନ ସାରା କ-ଷ୍ଟ ସହିବାକୁ ପଡେ। ସ୍କୁଲରେ ପଢ଼ିବା ବେଳେ ମଜା ମସ୍ତିରେ ସେମାନେ ଏମିତି କିଛି କାମ କରିଦିଅନ୍ତି ଯାହା କେହି ସ୍ବପ୍ନରେ ମଧ୍ୟ ଭାବି ନଥିବେ। ହଁ ଆଜ୍ଞା ଏମିତି ଏକ ପ୍ରେମ କାହାଣୀ ପିପିଲରେ ଦେଖିବାକୁ ମିଳିଛି।

ପୁରୀ ଜିଲ୍ଲା ପିପିଲର ଜଣେ ୧୪ ବର୍ଷୀୟ ଝିଅ ଯିଏକି ନବମ ଶ୍ରେଣୀରେ ପଢନ୍ତି। ବାପାମାଆ ଦିନ ମଜୁରିଆ ଦିନ ସାରା କାମ କରି ଯାହା ପଇସା ଆଣନ୍ତି ଖାଇ ପିଇ ଝିଅକୁ ସ୍କୁଲକୁ ପାଠ ପଢ଼ିବା ପାଇଁ ପଠାନ୍ତି। ଦଶମ ଶ୍ରେଣୀରେ ପଢୁଥିବା ଗୋଟେ ପୁଅ ଝିଅକୁ ଭଲ ପାଉଥିଲା କିନ୍ତୁ ପ୍ରଥମେ ପ୍ରଥମେ ଝିଅଟି ପୁଅକୁ ମନା କରିଦେଇଥିଲା। କିନ୍ତୁ କିଛି ଦିନ ଝିବାପରେ ଝିଅଟି ମଧ୍ୟ ପୁଅର ପ୍ରେମରେ ପଡ଼ିଗଲା। କିନ୍ତୁ ସେ ଜାଣି ନଥିଲା ପୁଅ କେବଳ ତା ଶରୀରକୁ ଭଲ ପାଉଛି।

ଏକୁଟିଆରେ ଦେଖା କରିବା ପାଇଁ ପୁଅଟି ସବୁବେଳେ ଡାକେ କିନ୍ତୁ ଝିଅ ବାହାନା କରି ମନା କରିଦିଏ କିନ୍ତୁ ଗୋଟେ ଥର ବହୁତ୍ ବାଧ୍ୟ କଲାପରେ ସେ ଦେଖା କରିବାକୁ ଯାଇଥିଲା କିନ୍ତୁ ସେ ଦିନ ପୁଅଟି ଜୋର୍ ଜବ-ରଦସ୍ତି କରି ତା ସହିତ ଶାରି-ରୀକ ସ-ମ୍ପର୍କ ରଖିଥିଲେ। ତାପରେ ଏମିତି କିଛି ଦିନ ଯିବାପରେ ୧୪ ବର୍ଷୀୟ ନବମ ଶ୍ରେଣୀର ଛାତ୍ରିଟି ଗର୍ଭ-ବତୀ ହେଇ ଯାଇଥିଲେ। ଲୋକ ଲଜ୍ୟକୁ ଲୁଚେ-ଇବା ପାଇଁ ତାଙ୍କ ଘର ଲୋକ ଗାଆଁ ଲୋକଙ୍କୁ ମି-ଛରେ କହିଥିଲେ ସେ ମାମୁଁ ଘର ଯାଇଛି କିନ୍ତୁ କିଛି ଦିନ ଯିବାପରେ ଯେତେବେଳେ ଘର ଲୋକ ଏ ବିଷୟରେ ଜାଣିବା ପାଇଁ ପାଇଲେ ସେ ସ୍ଥାନୀୟ ଶିଶୁ ସୁର-କ୍ଷା ଅଧିକାରିଣୀ ଖବର ଦେଇଥିଲେ।

ସ୍ଥାନୀୟ ଶିଶୁ ସୁର-କ୍ଷା ଅଧିକାରିଣୀ ଘ-ଟଣା ସ୍ଥଳରେ ପହଞ୍ଚି ବନ୍ଦ ଘରୁ ଝିଅକୁ ଉ-ଦ୍ଧାର କରି ପିଲା ଏବଂ ମାଆର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିଥିଲେ। ସରକାରଙ୍କ ଦ୍ଵାରା ଯାହା ସୁବିଧା ସୁଯୋଗ ଯୋଗାଇ ହବ ସବୁ ସୁବିଧା ଦେବେ ବୋଲି ଚାଇଲ୍ଡ୍ ମ୍ୟାରେଜ ପ୍ରୋଟେକ୍ଟେସନର ହେଡ୍ ଝିଅର ବାପାଙ୍କୁ କହିଥିଲେ। କିନ୍ତୁ ଝିଅର ବାପା କହିଛନ୍ତି ଗାଆଁକୁ ଝଡା ଫୁଙ୍ଗା କରିବାକୁ ଆସୁଥିବା ବାବାଙ୍କ ପାଇଁ ଏମିତି ହେଇଛି କିନ୍ତୁ ଦଶମ ଶ୍ରେଣୀର ଛାତ୍ର ପାଇଁ ଏମିତି ହେଇଛି ବୋଲି ଝିଅ କହିଥିଲେ। ସେଥିପାଇଁ ଡିଏନ୍ଏ ଟେଷ୍ଟ ପରେ ପ୍ରକୃତ ଦୋ-ଷୀ କିଏ ଧରା ପଡ଼ିବ ବୋଲି ଶିଶୁ ସୁର-କ୍ଷା ଅଧିକାରି କହିଛନ୍ତି।

Leave a Reply

Your email address will not be published. Required fields are marked *