ବଡ଼ କା-ଣ୍ଡ ଘଟାଇଲା ଠ-କ ବାବା । ଝଡ଼ା ଫୁଙ୍କା ବାହାନାରେ ନାବାଳିକାକୁ କଲା ଗର୍ଭ-ବତୀ ।

ବର୍ତ୍ତମାନ ସମୟରେ ଏକ ଅତି ନିନ୍ଦ-ନୀୟ ଘ-ଟଣା ସାମ୍ନାକୁ ଆସିଛି । ଝଡ଼ାଫୁଙ୍କା କରୁଥିବା ବାବା ଏପରି ଏକ କା-ଣ୍ଡ ଭିଆଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝଡ଼ା ଫୁଙ୍କା ବାହାନାରେ ଠ-କ ବାବା ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭ-ବତୀ କରିଛି । କିନ୍ତୁ ଲୋକ ଲ-ଜ୍ଜା କାରଣରୁ ଝିଅର ବାପା ମା’ ତାକୁ ଘରେ ପୁରାଇ ରଖିଥିଲେ । ତେବେ କହିରଖିବୁ ଯେ ଏହି ବାବା ଜଣକ ଲୋକଙ୍କୁ ଝଡ଼ା ଫୁଙ୍କା ବାହାନାରେ ଝିଅଙ୍କ ଉପରେ ଖରାପ ନଜର ପକାଉଥିଲେ ।

ଆଉ ସେହି ଖରାପ ନଜର କବଳରୁ ଏହି ୧୪ ବର୍ଷୀୟ ନାବା-ଳିକା ଜଣକ ବର୍ତ୍ତି ପାରି ନଥିଲେ । ଆଉ ଏହି ବାବା ଜଣକ ସୁଯୋଗ ଦେଖି ନାବା-ଳିକାଙ୍କ ସହିତ ଶାରୀ-ରିକ ସମ୍ପ-ର୍କ ରଖିଥିଲେ । ଯେତେବେଳେ ନାବା-ଳିକା ଜଣକ ଗର୍ଭ-ବତୀ ହୋଇଥିଲେ ସେତେବେଳେ ଏହି ବାବା ଜଣକ କୁଆଡ଼େ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ।

ଏହି ଘ-ଟଣା ପରେ ନାବା-ଳିକା ଜଣକ ଭ-ୟଭୀ-ତ ହୋଇ କାହାକୁ ଜଣାଇ ନଥିଲେ । ଏପଟେ ବାପା ମା’ ମଧ୍ୟ ଲୋକ ଲ-ଜ୍ଜା ଭ-ୟରେ ଝିଅକୁ ଘରେ ଚାରି କାନ୍ଥ ମଧ୍ୟରେ ଆବଦ୍ଧ କରି ରଖିବାକୁ ବାଧ୍ୟ ହୋଇଥିଲେ । ସୂଚନା ଅନୁଯାୟୀ ଏଭଳି ଏକ ଅଭା-ବନୀୟ ଘ-ଟଣା ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଛି । ଘ-ଟଣା ଏହା ଯେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ନାବା-ଳିକା ଦୀର୍ଘ ଆଠ ମାସ ହେବ ଗର୍ଭ-ବତୀ ଥିବା ବେଳେ ତାଙ୍କ ବାପା ମା’ ତାକୁ ଘର ଭିତରେ ଲୁ-ଚାଇ ରଖିଥିଲେ ।

ଗ୍ରାମବାସୀ ପରେ ସ-ନ୍ଦେହ କରି ଥା-ନାରେ ଅଭି-ଯୋଗ କରିଥିଲେ । ଅଭି-ଯୋଗ ପରେ ପିପିଲି ଥା-ନା ଅଧିକାରୀଙ୍କ ସହାୟତାରେ ସ୍ଥାନୀୟ ଶିଶୁ ସୁର-କ୍ଷା ଅଧିକାରିଣୀ ପୀଡ଼ି-ତାଙ୍କ ଘରେ ପହଞ୍ଚି ଗର୍ଭ-ବତୀ ଝିଅକୁ ଉ-ଦ୍ଧାର କରିଛନ୍ତି । ସେପଟେ ନାବା-ଳିକା ଗର୍ଭ-ବତୀ ହେବା ନେଇ ଗ୍ରାମବାସୀ ପୁରୀ ଜିଲ୍ଲାପାଳ , ମହିଳା କମିଶନର , 5T ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭି-ଯୋଗ କରିଛନ୍ତି ।

ପଡ଼ୋଶୀ ଗ୍ରାମର ଭୀମ ସେନ ମହାନ୍ତ ନାମକ ଜଣେ ଭଣ୍ଡ ବାବା ବାରମ୍ବାର ନାବା-ଳିକାଙ୍କ ଘରକୁ ଯାଉଥିବା ଏବଂ ଏଭଳି କା-ଣ୍ଡ ଘଟାଇଥିବା ଗ୍ରାମବାସୀ ଦାୟୀ କରିଛନ୍ତି । କିନ୍ତୁ ପୀଡ଼ିତା ନାବା-ଳିକା କିନ୍ତୁ ଏଥିପାଇଁ ଜଣେ ଦଶମ ଶ୍ରେଣୀ ପିଲା ଦାୟୀ ଥିବା କହିଛନ୍ତି । ସେପଟେ ନାବା-ଳିକାଙ୍କ ପିତା ଉଭୟଙ୍କ ଡିଏନଏ ପରୀକ୍ଷା କରାଯିବ ବୋଲି ଦାବି କରିଛନ୍ତି । ଅନ୍ୟପଟେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ପିପିଲି ଅଞ୍ଚଳରେ ଏଭଳି ଘଟ-ଣାକୁ ଘୋର ନିନ୍ଦା କରିବା ସହିତ ସଠିକ ତ-ଦନ୍ତ କରି ଦୋ-ଷୀଙ୍କ ବିରୋ-ଧରେ ଦୃଢ଼ ଆ-ଇନ ଗତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *