ମଣିଷପଣିଆ ମ-ରିଗ-ଲା , ପ-କ୍ଷାଘା-ତରେ ପୀ-ଡି-ତ ସ୍ତ୍ରୀକୁ ପୋଖରୀରେ ବୁଡାଇ ମା-ରିଦେଲା ସ୍ୱାମୀ

ସ୍ୱାମୀ ହିଁ ଭଗବାନ , ଏହି କଥା ଆପଣ କାହା ନା କାହା ମୁହଁରୁ ଶୁଣିଥିବେ । ଗୋଟିଏ ସ୍ତ୍ରୀ ପାଇଁ ତାର ସ୍ୱାମୀ ସବୁକିଛି ହୋଇଥାନ୍ତି । ସ୍ୱାମୀ ପାଇଁ ସେ ଯମ ସହ ମଧ୍ୟ ଲ-ଢ଼ିବାକୁ ପ୍ରସ୍ତୁତ ରହିଥାଏ । ଆପଣ ନିଶ୍ଚିତ ଭାବରେ ସତ୍ୟବାନ ଏବଂ ସାବିତ୍ରୀଙ୍କ କଥା ଶୁଣିଥିବେ । ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ସାବିତ୍ରୀ କିପରି ଯମ ସହ ମଧ୍ୟ ଲ-ଢ଼ିବାକୁ ପଛାଇ ନଥିଲେ । ସେହିପରି ପ୍ରତ୍ୟେକ ସ୍ତ୍ରୀ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି ଆଉ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ପାଇଁ ପ୍ରାର୍ଥନା କରିଥାନ୍ତି । ତେବେ ଯେତେବେଳେ ଗୋଟିଏ ଝିଅ ବାପଘରୁ ଶାଶୁଘରକୁ ଆସିଥାଏ , ସେତେବେଳେ ସେ କାହାକୁ ମଧ୍ୟ ଜାଣି ନଥାଏ କେବଳ ତାର ସ୍ୱାମୀକୁ ହିଁ ଜାଣିଥାଏ ।

ତେଣୁ ଶାଶୁଘରେ ତାର ସ୍ୱାମୀ ହିଁ ତାର ପ୍ରଥମ ବନ୍ଧୁ ହୋଇଥାନ୍ତି । ତେବେ ନିଜ ସ୍ୱାମୀ ପାଇଁ ଏତେ କିଛି କରୁଥିବା ସ୍ତ୍ରୀ ଯେତେବେଳେ କ-ଷ୍ଟର ଶି-କା-ର ହୁଏ , ସେତେବେଳେ ତାର ସ୍ୱାମୀଙ୍କୁ ତା ପାଖରେ ରହିବାର ଅତ୍ୟନ୍ତ ଆବଶ୍ୟକତା ରହିଥାଏ । କାରଣ ସ୍ୱାମୀଙ୍କ ଭରସାରେ ହିଁ ଗୋଟିଏ ବାପା ମା ନିଜ ଝିଅକୁ ଶାଶୁଘରକୁ ପଠାଇଥାନ୍ତି । କିନ୍ତୁ ପରିସ୍ଥିତି ପଡିଲେ ଯଦି ଏହି ସ୍ୱାମୀ ନୃ-ଶଂ-ସ ପାଲଟିଯାଏ , ସେତେବେଳେ ଆଉ କିଛି କରି ହୁଏନାହିଁ । ସେହି ସମୟରେ ଖାଲି ଆଖିରୁ ଲୁ-ହ ଝରାଇବା ବ୍ୟତୀତ ଆଉ ଅନ୍ୟ କୌଣସି ବାଛିବାର ଉପାୟ ନଥାଏ । ତେବେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ସ୍ୱାମୀ ଯେତେବେଳେ ନିଜ ସ୍ତ୍ରୀକୁ ହ-ତ୍ୟା କରିବାକୁ ମଧ୍ୟ ପଛାଏ ନାହିଁ , ସେତେବେଳେ ଆଉ କିଛି କହି ହୁଏନାହିଁ ।

ତେବେ ଏଭଳି ଏକ ଆଶ୍ଚ-ର୍ଯ୍ୟକର ଘ-ଟ-ଣା ଘ-ଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥା-ନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଏହି ଗାଁର ଜଣେ ସ୍ୱାମୀ ପ-କ୍ଷାଘା-ତରେ ପୀ-ଡି-ତ ନିଜ ସ୍ତ୍ରୀକୁ ପୋଖରୀ ପାଣିରେ ବୁଡାଇ ହ-ତ୍ୟା କରି ଦେଇଥିବାର ଅଭି-ଯୋଗ ହୋଇଛି । ଏହି କଥାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଅନୁଭବ ହେଉ ନାହିଁ କି ଜଣେ ସ୍ୱାମୀ ଏଭଳି ମଧ୍ୟ କା-ଣ୍ଡ ଘଟାଇ ପାରନ୍ତି । କିନ୍ତୁ ବାସ୍ତବରେ ଏହା ସତ୍ୟ ଘ-ଟ-ଣା ଅଟେ । ଏହି ଗାଁର ଦିଲ୍ଲୀପ ବେହେରା ନିଜ ୪୦ ବର୍ଷୀୟା ସ୍ତ୍ରୀ ଲକ୍ଷ୍ମୀ ବେହେରାଙ୍କୁ ଗାଁ ପୋଖରୀରେ ବୁଡାଇ ହ-ତ୍ୟା କରିଥିବା ନେଇ ପରଜଙ୍ଗ ଥା-ନାରେ ଅଭି-ଯୋଗ ହୋଇଛି ।

ଅନ୍ୟପକ୍ଷରେ ସୂଚନା ମିଳିଅଛି କି , ଗାଁର ଦିଲ୍ଲୀପ ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା କିଛି ଦିନ ଧରି ପ-କ୍ଷାଘା-ତରେ ପୀ-ଡି-ତ ଥିଲେ । ଆଉ ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା । କିନ୍ତୁ ଗତ କାଲି ସକାଳେ ଦିଲ୍ଲୀପଙ୍କର କଣ ହେଲା କେଜାଣି ସେ ନିଜ ପୁଅକୁ ୧୦୦ ଟଙ୍କା ଦେଇ ବାହାରେ ଖାଇଦେବାକୁ ପଠାଇ ଦେଇଥିଲେ । ଆଉ ଏପଟେ ନିଜ ସ୍ତ୍ରୀଙ୍କୁ ପାଣିରେ ବୁଡାଇ ଦେଇ ମା-ରି ଦେଇଥିଲେ । ଘ-ଟ-ଣା ସ୍ଥଳରେ ପରଜଙ୍ଗ ପୋ-ଲି-ସ ଓ ଅ-ଗ୍ନିଶ୍ର-ମ ବାହିନୀ ପହଞ୍ଚି ମୃ-ତ ଦେହକୁ ଉ-ଦ୍ଧା-ର କରିଥିଲେ । ତେବେ ଶ-ବ ବ୍ୟ-ବଚ୍ଛେ-ଦ ପାଇଁ ପୋ-ଲି-ସ ଶ-ବକୁ ପଠାଇ ଦେଇଛି । ଏବଂ ଘଟ-ଣାର ତ-ଦ-ନ୍ତ ଚଳାଇଛି । ଅନ୍ୟପକ୍ଷରେ ଦିଲ୍ଲୀପ ବେହେରା ହ-ତ୍ୟା କରି ଫେ-ରା-ର ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *