କଲେଜରୁ ଆସି ଜୀବନ ହାରିଦେଲା ଝିଅ । ପୁରା ଘ-ଟଣା ବର୍ତ୍ତମାନ ସନ୍ଦେ-ହରେ ।

ଆଜିକାଲି ଯୁବପିଢ଼ି ସାମାନ୍ୟ କଷ୍ଟକୁ ସହି ନପାରି ଆ-ତ୍ମହ-ତ୍ୟା ଭଳି ବଡ଼ ପଦକ୍ଷେପ ନେଇ ଯାଉଛନ୍ତି । କିନ୍ତୁ ସେମାନେ ଏଥିପ୍ରତି ଅଜ୍ଞାତ ଯେ ଯେଉଁ ପଦକ୍ଷେପ ସେମାନେ ନେଉଛନ୍ତି , ସେହି ରାସ୍ତାର ଶେଷ ହେଉଛି ମୃ-ତ୍ୟୁ ଏବଂ ସେଠାରୁ ଫେରିବା କାହାରି ପକ୍ଷେ ସମ୍ଭବ ନୁହେଁ ।

ସାମାନ୍ୟ କ୍ରୋ-ଧ ଏବଂ ଚିନ୍ତାର ଶି-କାର ହୋଇ ଯୁବପିଢ଼ି ଏଭଳି ନିଷ୍ପତ୍ତି ନେବା କାରଣରୁ ସେମାନଙ୍କ ପରିବାର ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି । ବାପା ମା’ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ତାଙ୍କ ଝିଅ କଲେଜରୁ ଫେରି ବି-ଷ ପିଇ ଆ-ତ୍ମହ-ତ୍ୟା କରିଛି । ଯାହାକୁ କେହିବି ବିଶ୍ୱାସ କରିପାରି ନାହାଁନ୍ତି ।

ବାପା ମା’ ବିଲରେ ଥିବା ବେଳେ ଝିଅ ଆ-ତ୍ମହ-ତ୍ୟା କରିବାର ନିଷ୍ପତ୍ତି ନେଇ ଯାଇଥିଲା । କଲେଜରେ ଏମିତି କଣ ହୋଇଥିଲା ଯାହାକି ଝିଅ ଏଭଳି ନିଷ୍ପତ୍ତି ନେଇଗଲା । କଲେଜରୁ ଆସିବା ପରେ ଝିଅର ମନ ମଧ୍ୟ ଭଲ ରହୁ ନଥିଲା । ଜଗନ୍ନାଥ ପ୍ରସାଦ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଉଷା ନିଜ ଜୀବନ ହାରି ଦେଇଛନ୍ତି ।

ଏଭଳି ଏକ ଅଭା-ବନୀୟ ଘ-ଟଣା ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ତାରାସିଂହ ଥା-ନା ଅନ୍ତର୍ଗତ ତିରିଗୋଛା ଗାଁରେ ଦେଖିବାକୁ ମିଳିଛି । ତିରିଗୋଛା ଗାଁର ଉଷା ସବୁଦିନ ଭଳି କାଲି ମଧ୍ୟ କଲେଜ ଯାଇଥିଲେ । ଆଉ କଲେଜରୁ ଫେରିବା ପରେ ଘରେ କେହି ନଥିବେ ବେଳେ ସେ ଜୀବନ ହାରି ଦେଇଛନ୍ତି । ବାପା ମା’ ବିଲରୁ ଆସି ଝିଅକୁ ତଳେ ପଡ଼ି ଥିବାର ଦେଖିବାକୁ ପାଇଥିଲେ । ତାକୁ ସଙ୍ଗେ ସଙ୍ଗେ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରି ଦେଇଥିଲେ । ବର୍ତ୍ତମାନ ତିରିଗୋଛା ଗାଁରେ ଶୋ-କର ଛା-ୟା ଖେଳି ଯାଇଛି । ତେବେ ଉଷା କେଉଁ କାରଣରୁ ଏଭଳି ନିଷ୍ପତ୍ତି ନେଲେ ତାହା ବର୍ତ୍ତମାନ ସନ୍ଦେ-ହରେ । କିନ୍ତୁ ନିଶ୍ଚିତ ଭାବରେ କିଛି ଘ-ଟଣା ପାଇଁ ସେ ଏଭଳି ପଦକ୍ଷେପ ନେଇ ଯାଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ପୋ-ଲିସ ଏହି ଘ-ଟଣା ପରେ ତ-ଦନ୍ତ ଆରମ୍ଭ କରିଛି । ତ-ଦନ୍ତ ପରେ ଜଣା ପଡ଼ିବ ଯେ ଓଷା କେଉଁ କାରଣରୁ ଏଭଳି ପଦକ୍ଷେପ ନେଇଗଲେ ।

Leave a Reply

Your email address will not be published. Required fields are marked *