ଘର ଭିତରୁ ଉ-ଦ୍ଧାର ହେଲା ମାଆ ପୁଅଙ୍କ ମୃ-ତ ଦେହ , ମୃ-ତ୍ୟୁକୁ ନେଇ ବଢୁଛି ସ-ନ୍ଦେହ

ଏକା ସହିତ ଚାଲିଗଲେ ମାଆ ପୁଅ । ହଠାତ୍ କାହିଁକି ଏତେ ବଡ ଘ-ଟଣା ଘଟିଗଲା ତାହା ବିଷୟରେ କେହି ବୁଝି ପାରୁ ନାହାଁନ୍ତି । ସମସ୍ତେ ଅବାକ ହୋଇ ଯାଇଛନ୍ତି । ସତରେ କଣ ମାଆ ପୁଅ ଏ ଦୁନିଆଁରେ ନାହାଁନ୍ତି । ହଠାତ୍ ଏମିତି କଣ ହେଲା ଯେ , ମାଆ ପୁଅ ଜୀବନ ହାରି ଦେଲେ ନା ସେମାନଙ୍କୁ କିଏ ବନ୍ଦ ଘର ଭିତରେ ହ-ତ୍ୟା କରିଦେଲା । ସବୁବେଳେ ହସ ଖୁସିରେ ଭରପୁର ହୋଇ ରହୁଥିବା ପରିବାରରେ କାହିଁକି ନି-ଆଁ ଲାଗିଗଲା , ତାହା କାହାକୁ ବୁଝା ପଡୁ ନାହିଁ।

ତେବେ ହଁ ଆଜ୍ଞା ଏପରି ଏକ ଅଭା-ବନୀୟ ଘ-ଟଣା ଘଟିଯାଇଛି ଅଇଠାପାଲି ଥା-ନା ଅନ୍ତର୍ଗତ ଟାଙ୍ଗରାପଲ୍ଲୀ ଅଞ୍ଚଳରେ । ସୂଚନା ଅନୁଯାୟୀ , ମୃ-ତ ମାଆଙ୍କ ନାମ ଜ୍ୟୋସ୍ନା ରାଣୀ ଦାସ ହୋଇଥିବା ବେଳେ ତାଙ୍କ ପୁଅ ହେଉଛନ୍ତି ସୁଧୀର ପଣ୍ଡା ଯାହାଙ୍କ ବୟସ ୨୭ ବର୍ଷ । ପରିବାର କହିଲେ ମାଆ ପୁଅ ଆଉ ତାଙ୍କ ବୋହୂ । ତେବେ କିଛି ଦିନ ହେବ ବୋହୂ ନିଜ ବାପ ଘରକୁ ଚାଲି ଯାଇଥିଲେ । ଆଉ ଘରେ ମଧ୍ୟ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପଡୋଶୀ ମାନଙ୍କ ସହିତ ସବୁକିଛି ଠିକ୍ ଚାଲିଥିଲା ଆଉ କଥାବାର୍ତ୍ତା ମଧ୍ୟ ହେଉଥିଲେ

କିନ୍ତୁ ଦୁଇ ଦିନ ହେବ ଘରେ ବାହାର ପାଖରୁ ତାଲା ପଡ଼ିଥିଲା ଆଉ ଘରର କବାଟ ମଧ୍ୟ କେହି ଖୋଲି ନଥିଲେ । ଯାହା ପରେ ଘରକୁ କାମ କରିବାକୁ ଆସୁଥିବା ଚାକରାଣୀ ମଧ୍ୟ ସ-ନ୍ଦେହ କରିଥିଲେ । ତାଙ୍କ ସନ୍ଦେହ ସେତେବେଳେ ଆହୁରି ବଢି ଯାଇଥିଲା , ଯେତେବେଳେ ଘର ଭିତରୁ ଦୁ-ର୍ଗନ୍ଧ ବାହାରି ଥିଲା । ଆଉ ସେତେବେଳେ ସେ ଭ-ୟଭୀ-ତ ହୋଇ ଯାଇଥିଲେ ଆଉ ପଡ଼ିଶା ଘର ଲୋକଙ୍କୁ ଡାକି ସବୁକଥା ଜଣାଇ ଥିଲେ । ଯାହା ପରେ ପଡ଼ିଶା ଘର ଲୋକ ଘରର କବାଟ ଭାଙ୍ଗି ଦେଇଥିଲେ ଆଉ ଭିତରେ ଯାହା ଦେଖିଥିଲେ , ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କବାଟ ଖୋଲି ଦେଖିଲା ବେଳକୁ ଘର ଭିତରେ ମାଆ ପୁଅଙ୍କ ମୃ-ତ ଦେହ ପଡ଼ିଛି ଆଉ ସେଗୁଡିକ ପଚି ଯାଇଛି । ଯାହା ପରେ ସେମାନେ ପୋଲି-ସକୁ ଏ ବାବ-ଦରେ ଜଣାଇ ଥିଲେ । ଆଉ ପୋ-ଲିସ ସାଙ୍ଗେ ସାଙ୍ଗେ ଆସି ମୃ-ତ ଦେହ ଗୁଡ଼ିକୁ ଉ-ଦ୍ଧାର କରି ବ୍ୟବଛେଦ କରିବା ପାଇଁ ପଠାଇ ଦେଇଥିଲା । ତେବେ ବର୍ତ୍ତମାନ ପୋଲି-ସର ତ-ଦନ୍ତ ଜାରି ରହିଛି । କାହିଁକି ଏପରି କାମ କିଏ କରିଛି , ତାହାକୁ ଜାଣିବା ପାଇଁ ପୋଲି-ସ ତଦ-ନ୍ତ କରୁଛି । ଆଉ ସମସ୍ତଙ୍କ ଅପେକ୍ଷା କେବେ ଦୋ-ଷୀ ଧରା ପଡ଼ିବ । ପ୍ରକୃତରେ ଏହା ଆ-ତ୍ମହ-ତ୍ୟା ନା ମାଆ ପୁଅଙ୍କୁ କିଏ ହ-ତ୍ୟା କରି ଚାଲି ଯାଇଛି ।

Leave a Reply

Your email address will not be published. Required fields are marked *