ଦ୍ୱିତୀୟ ଥର ବିବାହ କରି ନପାରିବାରୁ ସାଥିରେ ଜୀବନ ହାରିଲେ ପ୍ରେମୀ ଯୁଗଳ ।

ଆଜିକାଲି ପ୍ରେମରେ ଲୋକେ କେତେଯେ ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି ତାହା ଧାରଣା ବାହାର । କାରଣ କେଉଁଠି ଲୋକେ ବିବାହ ସତ୍ତ୍ୱେ ଅନ୍ୟ କାହା ସହିତ ସମ୍ପର୍କ ରଖି ପଳାଇ ଯାଉଛନ୍ତି ଆଉ କେଉଁଠି କିଏ କାହାର ହତ୍ୟା କରୁଛି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ଘଟିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଘ-ଟଣା ଅନୁଯାୟୀ ଦୁଇ ପ୍ରେମୀ ଯୁଗଳ ଯେଉଁମାନେ ପୂର୍ବରୁ ହିଁ ବିବାହିତ ସେମାନେ ଜୀବନ ହାରି ଦେଇଛନ୍ତି । ଯାହାକି ସାରା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଉଭୟଙ୍କର ସ୍ୱାମୀ ଏବଂ ସ୍ତ୍ରୀ ସମେତ ପାଞ୍ଚ ବର୍ଷର ସନ୍ତାନ ଥିବା ସତ୍ତ୍ୱେବି ସେମାନେ ପ୍ରେମରେ ପଡ଼ି ଯାଇଥିଲେ ।

ଯାହା ଆଜି ଉଭୟଙ୍କର ବଞ୍ଚିବାର ଆଶା ହିଁ ଛଡ଼ାଇ ନେଇଛି । ଉଭୟେ ହେଉଛନ୍ତି ପିଣ୍ଟୁ ଓ ସୁଭାସ୍ମିତା । ଆଉ ଏଭଳି ଏକ ଘ-ଟଣା ଭୁବନେଶ୍ବର ଇନଫୋସିଟି ଥା-ନା ଅଞ୍ଚଳରୁ ଆସିଛି । କହିରଖିବୁ ଯେ ଶିଖରଚଣ୍ଡୀ ବସ୍ତି କ୍ଲସ୍ଟର 3 ସ୍ଥିତ ଏକ ଭଡ଼ା ଘରୁ ପୋ-ଲିସ ଉଭୟଙ୍କ ମୃ-ତ ଦେହ ଉ-ଦ୍ଧାର କରିଛି ପୋ-ଲିସ ।

ଏହି ପ୍ରେମୀ ଯୁଗଳ ହେଲେ ମଞ୍ଚେଶ୍ୱର କଳାରାହଙ୍ଗର ପିଣ୍ଟୁନାଥ ଏବଂ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ସୁଭାସ୍ମିତା ନାୟକ । ତେବେ ଘଟଣା ଏହା ଯେ ପିଣ୍ଟୁ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଏବଂ ପାଞ୍ଚ ବର୍ଷର ଛୁଆ ମଧ୍ୟ ଅଛି । ତାଙ୍କ ସ୍ତ୍ରୀ ବେଙ୍ଗାଲୁରୁରେ ରହନ୍ତି ଏବଂ ସେ ନିଜ ଛୁଆ ସହିତ ଘରେ ରହୁଥିଲେ । ଏପଟେ ସୁଭାସ୍ମିତାଙ୍କର ସ୍ୱାମୀ ଏବଂ ପାଞ୍ଚ ବର୍ଷର ଛୁଆ ଥିବା ସତ୍ତ୍ୱେବି ସେ ସୁଭାସ୍ମିତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ତେବେ ଉଭୟଙ୍କ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ ଜଣା ଥିବା ସତ୍ତ୍ୱେବି କେହିବି ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରି ନଥିଲେ । ଯେଉଁ କାରଣରୁ ଉଭୟେ ଭୁବନେଶ୍ବରରେ ଏକ ଭଡ଼ା ଘର ନେଇ ଲିଭଇନରେ ରହୁଥିଲେ । ପଡ଼ୋଶୀ ମାନେ ମଧ୍ୟ ସେହି ସମାନ ବୟାନ ଦେଇଛନ୍ତି । ଉଭୟେ ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ଭାବି ନେଇଥିଲେ ।

କିନ୍ତୁ ଗତକାଲି ଅର୍ଥାତ ରବିବାର ସନ୍ଧ୍ୟାରେ ଉଭୟେ ଦୀର୍ଘ ସମୟ ଧରି ଘରୁ ବାହାରି ନଥିଲେ । ଯାହାକୁ ସନ୍ଦେହ କରିବା ପରେ ଲୋକେ ଜାଣିବାକୁ ପାଇଥିଲେ ଯେ ଉଭୟେ ଭଡ଼ା ଘରେ ଜୀବନ ହାରି ଦେଇଛନ୍ତି । ଆଉ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଉଭୟ ମୃ-ତ ଦେହଜୁ ଜ-ବତ କରିଛି ଏବଂ ତ-ଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *