ପ୍ରେମିକକୁ ଭେଟିବା ପାଇଁ ୫୦୦୦ କିଲୋମିଟର ଯାଇଥିଲେ ପ୍ରେମିକା । ମାତ୍ର ସେହି ପ୍ରେମିକ ହିଁ ନେଇଗଲା ଜୀବନ

ଯିଏ ବାସ୍ତବରେ ପ୍ରେମ କରିଥାଏ ସେ ତା ପାଇଁ କିଛିବି କରିବାକୁ ପ୍ରସ୍ତୁତ ହୋଇଯାଏ । କୌଣସି ବି ସମସ୍ୟାକୁ ସାମ୍ନା କରିବାକୁ ଆଗେଇ ଯାଏ । ମାତ୍ର ଆଜିକା ଯୁଗରେ ପ୍ରେମର ନାମ ନେଇ କିଛି ବର୍ବର ଲୋକ ଯେଉଁ ସବୁ କା-ଣ୍ଡ ଘଟାଉଛନ୍ତି ତାହା ବାସ୍ତବରେ ଘୃ-ଣ୍ୟ ଯୋଗ୍ୟ । ଜଣେ ପ୍ରେମ କରି ନିଜ ପ୍ରେମିକ କିମ୍ବା ପ୍ରେମିକର ଖୁସି ପାଇଁ ନିଜ ଜୀବନର ସବୁ ମୂଲ୍ୟବାନ ଜିନିଷକୁ ଛାଡ଼ି ଦେଉଛି , ମାତ୍ର ଶେଷରେ ଯାହା ପାଇଁ ଏତେ ସବୁ କରିଥିଲା ସେ ହିଁ ତାର ଜୀବନ ନେଇ ଯାଉଛି । ତେବେ ଆଜିକାର ଲେଖାରେ ଆମେ ଏପରି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ପ୍ରେମିକ ନିଜ ପ୍ରେମିକାକୁ ହିଁ ହ-ତ୍ୟା କରିଛି । ତେବେ ଘଟ-ଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଜେଜେଙ୍କ ପଢ଼ନ୍ତୁ ।

ଘଟଣା ଅନୁଯାୟୀ ଜଣେ ଯୁବତୀ ଅନଲାଇନରେ କଥାବାର୍ତ୍ତା ହୋଇ ଜଣେ ଯୁବକଙ୍କୁ ପ୍ରେମ କରି ତାଙ୍କୁ ଭେଟିବା ପାଇଁ ୫ ହଜାର କିଲୋମିଟର ବିଦେଶ ଯାଇଥିଲେ । ମାତ୍ର ତାଙ୍କ ପ୍ରେମିକ ହିଁ ତାର ହ-ତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦେଇଥିଲା । ତେବେ ସୂଚନା ଅନୁଯାୟୀ ପେରୁର ଜୁଆନ ଭିଲାଫୁଏଟ୍ରେ ଙ୍କ ସହିତ ମେକ୍ସିକୋର ବ୍ଲାଙ୍କା ଅରେଲାନୋଙ୍କର ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । କିଛି ମାସ ଚେଟିଂ ଯୋଗେ କଥାବାର୍ତ୍ତା ପରେ ଉଭୟେ ସାକ୍ଷାତ କରିବାକୁ ଭାବିଥିଲେ । ତେବେ ବ୍ଲାଙ୍କା , ଜୁଆନଙ୍କୁ ସାକ୍ଷାତ କରିବାକୁ ପାଞ୍ଚ ହଜାର କିଲୋମିଟର ଯାତ୍ରା କରି ହଉଚ ସହରରେ ପହଞ୍ଚିଥିଲେ ।

ଏମିତିକି ସେ ଏସବୁ ବିଷୟରେ ନିଜ ପରିବାରକୁ ମଧ୍ୟ ଜଣାଇ ଦେଇଥିଲେ । ଏସବୁ ଘ-ଟଣା ଗତ ନଭେମ୍ବର ୭ ତାରିଖର ଥିଲା । ତେବେ ସେ ଶେଷ ଥର ପାଇଁ ନିଜ ଭାଣିଜୀ ସହ କଥା ହେବାପାରେ ଆଉ ଘରକୁ କଲ କରି ନଥିଲେ । ପରିବାର ଲୋକଙ୍କ ଚିନ୍ତା ବଢ଼ିବାରୁ ସେମାନେ ସୋସିଆଲ ମିଡିଆରେ ବ୍ଲାଙ୍କାଙ୍କ ଫୋଟ ପୋଷ୍ଟ କରି ଝିଅର ସ-ନ୍ଧାନ କରିବାକୁ ଅନୁରୋଧ କରିଥିଲେ । ପୋଲିସ ମଧ୍ୟ ସ-ନ୍ଧାନ ଜାରି ରଖିଥିଲା । ଏକ ସ୍କ୍ରିନଶୋଟ ମଧ୍ୟ ଜୁହାନଙ୍କ ଦ୍ଵାରା ସେୟାର କରାଯାଇଥିଲା , ଯେଉଁଥିରେ ସେ ଅବଗତ କରାଇଥିଲେ ଯେ ବ୍ଲାଙ୍କା କୁଆଡ଼େ ମେକ୍ସିକୋ ଫେରି ଆସିଛନ୍ତି ବୋଲି । ମାତ୍ର ବାସ୍ତବରେ ସେ ଫେରି ନଥିଲେ । ବରଂ ସମୁଦ୍ରରୁ ତାଙ୍କର ଖଣ୍ଡ ଖଣ୍ଡ ଶରୀର ମିଳିଥିଲା ।

ନଭେମ୍ବର ୧୦ ତାରିଖରେ ସମୁଦ୍ର କୂଳରୁ ପୋଲି-ସକୁ ଶରୀରର କିଛି ଖଣ୍ଡ ମିଳିବା ପରେ ପରିଚୟ କରିବା କଷ୍ଟକର ହୋଇଥିଲା । ମାତ୍ର କଟା ଆଙ୍ଗୁଠି ମିଳିବା ପରେ ଘଟ-ଣାର ପ-ର୍ଦାଫା-ସ ହୋଇଥିଲା । ଏମିତିକି କଟା ମୁ-ଣ୍ଡ , ହାତ ମଧ୍ୟ ପୋ-ଲିସ ଜ-ବତ କରିଥିଲା । ହାତରେ ପିନ୍ଧିଥିବା ରୁପା ମୁଦିରୁ ହିଁ ତାହା ବ୍ଲାଙ୍କାଙ୍କ ଶରୀର ବୋଲି ଜଣା ପଡ଼ିଥିଲା । ତେବେ ଏହି ଘଟ-ଣା ପରେ ପୋ-ଲିସ ନଭେମ୍ବର ୧୭ ରେ ଅଭିଯୁକ୍ତ ଜୁଆନକୁ ଗି-ରଫ କରିଛି ଏବଂ ଘଟ-ଣାର ତ-ଦନ୍ତ ମଧ୍ୟ ଜାରି ରଖିଛି ।

Leave a Reply

Your email address will not be published. Required fields are marked *