ସେଦିନ ଦୁଷ୍କ-ର୍ମର ଶି-କାର ହୋଇଥିବା ଯୁବକ ଜଣକ କମଜୋର ଥିଲେ , ତେଣୁ ତାଙ୍କ ସହିତ ଏପରି ଘଟିଲା , ଆମେ ହେଇଥିଲେ ….

ଦୁଷ୍କର୍ମ ବା ରେପ୍ ଯାହା ଦିନକୁ ଦିନ ଦୁନିଆଁରେ ବଢ଼ିବାରେ ଲାଗିଛି । ଆଜିକାର ଝିଅ ମାନେ ଘରୁ ବାହାରକୁ ବାହାରିବା ପାଇଁ ଭ-ୟ କରୁଛନ୍ତି । ବାପା ମାଆ ମଧ୍ୟ ଝିଅକୁ ଘରୁ ବାହାରକୁ ଛାଡ଼ିବା ପାଇଁ ଭ-ୟଭୀ-ତ ହୋଇ ଯାଉଛନ୍ତି । କାଳେ ତାଙ୍କ ସହିତ ଏପରି ଘଟିବ , ସେଥିପାଇଁ ବାପା ମାଆ ଆଗୁଆ ସଜାଗ ହୋଇ ଯାଉଛନ୍ତି । ତେବେ ଏପରି ଘଟଣା ଅତ୍ୟନ୍ତ ଲ-ଜ୍ଜାକ-ର ଅଟେ । ଆମର ଆଇନ କାନୁନ୍ ଠିକ୍ ନ ଥିବା କାରଣରୁ ଏପରି କା-ଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । କିନ୍ତୁ ଏହାପରେ ମଧ୍ୟ ଆ-ଇନ କାନୁନ୍ ଠିକ୍ ହୋଇ ପାରୁନାହିଁ ।

ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଗଣଦୁ-ଷ୍କର୍ମ ମା-ମଲା ବିଷୟରେ ଆପଣ ମଧ୍ୟ ଅବଗତ ହୋଇ ସାରିଥିବେ । ଜଣେ ପୁରୁଷ ଗଣଦୁ-ଷ୍କର୍ମର ଶି-କାର ହୋଇଛନ୍ତି । କଥାଟି ଟିକିଏ ଅଡ଼ୁଆ ନିଶ୍ଚିତ ଭାବରେ ଲାଗିବ । କାହିଁକିନା କେବେ ବି ଏମିତି ଘ-ଟଣା ଘଟିବାର ଆପଣ ଶୁଣି ନଥିବେ । ସବୁବେଳେ ଝିଅ ମାନେ ଏହାର ଶି-କାର ହୋଇଥିବା ବେଳେ ଏଥର ଜଣେ ପୁରୁଷ ଏହାର ଶି-କାର ହୋଇଛନ୍ତି । ରାତି ସମୟରେ ଘରକୁ ଫେରୁଥିବା ସମୟରେ ଚାରି ଜଣ ଝିଅ ଜଣେ ଯୁବକଙ୍କୁ ଦୁ-ଷ୍କର୍ମ କରିଥିଲେ

ଏବେ ଏହା ଶୁଣିବାକୁ ମିଳୁଛି କି , ସେହି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଅଛି ଆଉ ତାଙ୍କର ମୃ-ତ୍ୟୁ ମଧ୍ୟ ହୋଇ ଯାଇପାରେ । ତେବେ ଏ ବାବ-ଦରେ ଜଣେ ଭଦ୍ର ବ୍ୟକ୍ତି ନିଜର ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ସେଦିନ ବ୍ୟକ୍ତି ଜଣକ ଦୁର୍ବଳ ଥିଲେ । ତେଣୁ ସେ କାହାର କିଛି କରିପାରିଲେ ନାହିଁ । କିନ୍ତୁ ଆମ ଭଳି ଯୁବକ ହୋଇଥିଲେ , ସେଭଳି ଝିଅ ମାନଙ୍କୁ ମା-ଡ଼ ମା-ରି ପକାଇ ଦେଇଥାନ୍ତେ । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ଏପରି ଝିଅ ମାନଙ୍କୁ ମା-ରି ଦେବା କଥା । ସେମାନେ କେଉଁ ଭଳି ପରିବାରର ହୋଇଥିବେ ଯେ ଏପରି କା-ଣ୍ଡ କରିପାରିଲେ ।

ଏପରି ନାରୀ ମାନଙ୍କୁ କେଉଁ ପ୍ରକାରର ସମ୍ମାନ ମିଳିବା ଉଚିତ୍ ନୁହେଁ । ସେମାନେ କେଉଁ ପ୍ରକାରର ବ-ସ୍ତ୍ର ପିନ୍ଧିଥିବେ ସେ କଥା ମଧ୍ୟ ଜଣା ଯାଉଛି । ଆଜିର ନାରୀ ମାନେ ନିଜକୁ ଘୋଡାଇ ରଖିବା ଅପେକ୍ଷା ନିଜର ଅଙ୍ଗ ପ୍ରଦର୍ଶନ କରିବାକୁ ଅତ୍ୟନ୍ତ ଭଲ ପାଉଛନ୍ତି । ଅଧାରୁ ଅଧିକ ନାରୀ ଏପରି ଅଛନ୍ତି । ଅନ୍ୟ ପକ୍ଷରେ ସେମାନଙ୍କୁ ହିଁ ସମ୍ମାନ ମିଳିବା ଉଚିତ୍ , ଯେଉଁ ମାନେ ଘରେ ରହି ଭଦ୍ର ଭାବରେ ପୋଷାକ ପରିଧାନ କରୁଛନ୍ତି । ସେମାନେ ହିଁ ପ୍ରକୃତ ସମ୍ମାନର ଯୋଗ୍ୟ । ଆମର ରାଷ୍ଟ୍ରପତି ମଧ୍ୟ ଏହାର ଏକ ସ୍ପଷ୍ଟ ଉଦାହରଣ । ଜଣେ ଭଦ୍ର ଆଉ ସଂସ୍କାରି ମହିଳା । ଯିଏ ନିଜକୁ ଭଦ୍ର ରଖିବା ସହିତ ଦେଶର କଥା ମଧ୍ୟ ବୁଝୁଛନ୍ତି ।

ସେ ତ ଏପରି ପୋଷାକ ପିନ୍ଧିବା କଥା ଭାବୁ ନାହାଁନ୍ତି । ଯାହାଦ୍ଵାରା ସମସ୍ତେ ତାଙ୍କୁ ଛି ଛି କରିବେ । ଆଜିର ମହିଳା ମାନଙ୍କୁ ତାଙ୍କ ଠାରୁ କିଛି କଥା ଶିଖିବା ଉଚିତ୍ । ଆଉ ଭଦ୍ର ହୋଇ ଯିବା ଉଚିତ୍ । ଆଜିର ନାରୀ ମାନେ ହୁଅନ୍ତୁ କି ପୁରୁଷ ମାନେ ହୁଅନ୍ତୁ , କେହି କାହା ଠାରୁ କମ୍ ନୁହଁନ୍ତି । ଏ ପୁରୁଷ ମାନଙ୍କର ମଧ୍ୟ ଅନେକ ଦୋ-ଷ ରହିଛି । ଆଉ ସେଥିପାଇଁ ସେମାନେ ନିଜ ଦେହ ବିକ୍ରି କରି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *