ବିଦେଶରେ ବ୍ୟା-ନ, ଭାରତରେ ଖୋଲମ ଖୋଲା ବିକ୍ରି। ଏହି ୫ଟି କ୍ଷ-ତିକା-ରକ ଜିନିଷ ବିକ୍ରି ହେଉଛି ଭାରତରେ।

ବର୍ତ୍ତମାନ ସମୟରେ ଆମକୁ ଜଗି ରଖି ଚଳିବାକୁ ପଡିବ। କାରଣ ଅନେକ ନ-କ-ଲି ଦ୍ରବ୍ୟ ବଜାରରେ ବିକ୍ରି ହେଉଛି ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷ-ତିକା-ରକ ଅଟେ। ଏହାକୁ ସେବନ କରିବା ଦ୍ୱାରା ମାରା-ତ୍ମକ ରୋଗର ଶି-କା-ର ହେବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ଖବର ବିଷୟରେ କହିବାକୁ ଯାଉଛୁ ଯେଉଁ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ତେବେ ଏହି ୫ ଟି ଜିନିଷ ବିଦେଶରେ ବ୍ୟା-ନ କରାଯାଇଥିଲେ ମଧ୍ୟ ଭାରତରେ ଖୋଲମ ଖୋଲା ବିକ୍ରି ଚାଲିଛି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଲାଇଫ ବଏ ସାବୁନ

ତେବେ ଆପଣମାନେ ଜାଣିଛନ୍ତି ଯେ ଭାରତରେ ଲାଇଫ ବଏ ସାବୁନ ଖୁବ ପ୍ରଚୁର ମାତ୍ରାରେ ବିକ୍ରି ହେଉଛି। କିନ୍ତୁ ଏହି ସାବୁନକୁ ବିଦେଶରେ ବ୍ୟା-ନ କରାଯାଇଛି। ବିଦେଶରେ ଏହି ସାବୁନକୁ କୁକୁର ମାନଙ୍କୁ ଗାଧେଇବା କାମରେ ଲାଗନ୍ତି। କିନ୍ତୁ ଆମ ଦେଶରେ ଏହାର ବ୍ୟବହାର ଶରୀର ସଫରେ ଲଗା ହୋଇଥାଏ। ଏହା ଶରୀର ପାଇଁ କ୍ଷ-ତିକା-ରକ ବୋଲି ପ୍ରମାଣିତ ହୋଇଛି।

୨. ପେନ କ୍ଲିୟର ବଟିକା

ବିଦେଶରେ ପେନ କ୍ଲିୟର ବଟିକା ଉପରେ ସିଧାସଳଖ ଭାବେ ରୋକ ଲଗେଇ ଦିଆଯାଇଛି। କାରଣ ଏହାକୁ ସେବନ କରିବା ଦ୍ୱାରା ମାରା-ତ୍ମକ ରୋଗର ଶି-କା-ର ହେବାକୁ ପଡିଥାଏ। ଅର୍ଥାତ ଏହି ବଟିକାକୁ ସେବନ କଲେ କିଡିନ୍ ଓ ଲିଭର ଉପରେ ଚାପ ପକେଇ ଥାଏ। କିନ୍ତୁ ଏହି ବଟିକା ଭାରତ ବଜାରରେ ଖୁବ ମାତ୍ରାରେ ବିକ୍ରି କରାଯାଉଛି। ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷ-ତିକା-ରକ ଅଟେ।

୩. ଅଣ ପାଶ୍ଚରିକରଣ ଦୁଧ

ଯଦି ଆପଣ ଅଣ ପାଶ୍ଚରିକରଣ ଦୁଧ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି ତେବେ ରହି ଯାଆନ୍ତୁ। ଅଣ ପାଶ୍ଚରିକରଣ ଦୁଧରେ ଅନେକ ପ୍ରକାର ବ୍ୟାକ୍ଟେରିଆ ରହିଛି। ଯାହାକି ଶରୀରକୁ ଗଲେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ତେବେ ଏହି ଅଣ ପାଶ୍ଚରିକରଣ ଦୁଧକୁ ବିଦେଶରେ ସମ୍ପୂର୍ଣ୍ଣ ରୂପେ ବ୍ୟା-ନ କରି ଦିଆଯାଇଛି। କିନ୍ତୁ ଭାରତୀୟ ବଜାରରେ ଏହି ଦୁଧ ବିକ୍ରି ହେଉଛି।

୪. ରେଡ଼ ବ୍ଲୁ

ସାଧାରଣତଃ ଶରୀରକୁ ଏନର୍ଜିଟିକ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଆପଣମାନେ ମଧ୍ୟ ଜାଣିଥିବେ ଭାରତୀୟ ବଜାରରେ ଅନେକ ଏନର୍ଜୀ ଡ୍ରିଙ୍କ ବିକ୍ରି ହେଉଛି। ସେଥିମଧ୍ୟରୁ ରେଡ଼ ବ୍ଲୁ ମଧ୍ୟ ଏକ ଏନର୍ଜୀ ଡ୍ରିଙ୍କ ଅଟେ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ଶରୀର ପାଇଁ କେତେ କ୍ଷ-ତିକା-ରକ ଅଟେ। ଯଦିଓ ଏହି ଡ୍ରିଙ୍କକୁ ସେବନ କରିବା ପରେ ଶରୀରକୁ ଶକ୍ତି ମିଳିଥାଏ କିନ୍ତୁ ଏହାକୁ ଲଗାତାର ଭାବେ ସେବନ କରିବା ଦ୍ୱାରା ଡିପରେଶନ ଓ ହୃଦଘାତ ଜନିତ ରୋଗ ଦେଖିବାକୁ ମିଳିଥାଏ।

୫. ଜେଲି ଚକୋଲେଟ

ତେବେ ଭାରତୀୟ ବଜାରରେ ଜେଲି ଚକୋଲେଟ ବହୁଳ ମାତ୍ରାରେ ବିକ୍ରି ହୋଇଥାଏ। କିନ୍ତୁ ବିଦେଶରେ ହୋଇଥିବା ପରିକ୍ଷଣରୁ ଜଣା ପଡ଼ିଛି ଯେ ଜେଲି ଚକୋଲେଟ ସେବନ କରିବା ଦ୍ୱାରା ନି-ଶ୍ୱା-ସ ନେବାରେ ଯ-ନ୍ତ୍ର-ଣା ହୋଇଥାଏ। ଯାହାଫଳରେ ବିଦେଶରେ ଜେଲି ଚକୋଲେଟ ଏବଂ କିଣ୍ଡ ଜୟ ଆଦି ଉପରେ ରୋକ ଲଗାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *