ହୋଇଯାଆନ୍ତୁ ମାଲାମାଲ , ଏହି ୨୦ ଟଙ୍କିଆ ନୋଟ କରି ଦେଇପାରେ ଆପଣଙ୍କୁ ଲକ୍ଷପତି

ଦୀର୍ଘ ସମୟ ଧରି କରୋନା ଭୂତାଣୁର ପ୍ରଭାବ ଦ୍ୱାରା ଦେଶର ବଡ଼ ବଡ଼ କମ୍ପାନୀ ମାନେ କ୍ଷତିର ସମ୍ମୁଖୀନ ହୋଇଥିଲେ । ଆଉ ଏହି କ୍ଷତିରୁ ସାଧାରଣ ପରିସ୍ଥିତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଟିକିଏ ସମୟ ନିଶ୍ଚିତ ଭାବରେ ଲାଗିପାରେ । ଏହାବ୍ୟତୀତ ଅନେକ ଫ୍ୟାକ୍ଟ୍ରି ଗୁଡିକ ମଧ୍ୟ ବନ୍ଦ ହୋଇ ଯାଇଥିଲା ଆଉ ସେଥିପାଇଁ ଅନେକ ଲୋକ କାମରୁ ମୁକ୍ତି ହୋଇ ଯାଇଥିଲେ ଆଉ ପରିବାରର ଭରଣପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଏବେ ସୁଦ୍ଧା ଅନେକ ଲୋକ ରହିଛନ୍ତି , ଯେଉଁମାନେ କାମକୁ ଫେରି ପାରିନାହାଁନ୍ତି ଏବଂ ଅଭାବ ଅନଟନରେ ଦିନ କାଟୁଛନ୍ତି । ଗଣ୍ଡେ ଭଲ ଭାବରେ ଖାଇବାକୁ ପାଉ ନାହାଁନ୍ତି । ତେବେ ଏ ସବୁ ମଧ୍ୟରେ ଟଙ୍କା କମାଇବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଦେଶରେ ଦରବୃଦ୍ଧି ମଧ୍ୟ କ୍ରମାଗତ ଭାବରେ ହେବାରେ ଲାଗିଛି । ତେଣୁ ପରିବାର ପୋଷଣ ପାଇଁ ଭଲ ରୋଜଗାର କରିବା ଅତ୍ୟାବଶ୍ୟକ ହୋଇପଡିଛି ।

ତେବେ ଆପଣ ଯଦି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି , ତେବେ ଏହି ଉପାୟକୁ ଆପଣେଇ ପାରିବେ । ଦେଶରେ ଏଭଳି ଅନେକ ଲୋକ ରହିଛନ୍ତି , ଯେଉଁମାନେ ମୁଦ୍ରା ସଞ୍ଚୟ କରିବାକୁ ବହୁତ ଭଲ ପାଆନ୍ତି । ତେବେ ଏହି ଗୁଣ ଆପଣଙ୍କୁ ଧନୀ କରିଦେଇପାରେ । ତେବେ ଆସନ୍ତୁ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା । ଆପଣଙ୍କୁ କହିରଖୁଛୁ ଯେ , ବର୍ତ୍ତମାନ ସମୟରେ ଅନ୍ତରାଷ୍ଟ୍ରୀୟ ବଜାରରେ ପୁରୁଣା ନୋଟ ଏବଂ ମୁଦ୍ରା ଅନେକ ଟଙ୍କାରେ କିଣାଯାଉଛି । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ କିମ୍ବା ଟଙ୍କା ରହିଛି , ତେବେ ଆପଣ ମଧ୍ୟ ଲକ୍ଷପତି ହୋଇ ଯାଇପାରନ୍ତି ।

ବିଶେଷ କରି ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ନୋଟ ରହିଛି , ତେବେ ଆପଣ ଘରେ ବସି ବସି ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇ ଯାଇପାରିବେ । ଏହି ୨୦ ଟଙ୍କା ନୋଟ ଦ୍ୱାରା ଆପଣଙ୍କୁ ବହୁତ ଟଙ୍କା ମିଳିଯିବ । କହିରଖୁଛୁ ଆରବିଆଇ ୧୨ଟି ଭିନ୍ନ ଭିନ୍ନ ମୂଲ୍ୟ ବର୍ଗରେ ଭାରତୀୟ ନୋଟ ତିଆରି କରିଥିଲା , ଯାହା ମଧ୍ୟରେ ୨୦ ଟଙ୍କିଆ ନୋଟ ଅନ୍ତର୍ଭୁକ୍ତ ଥିଲା । ନୂତନ ନିୟମ ଅନୁଯାୟୀ , ପ୍ରତ୍ୟେକ ନୋଟର ଛପା ଯାଇଥିବା ତାରିଖ ତଥା ବୈଧତା ବର୍ଷ ଲେଖା ରହିବା ଉଚିତ । କିନ୍ତୁ ଏଭଳି କିଛି ନୋଟ ଥିଲା , ଯେଉଁଥିରେ ଏସବୁ ଲେଖା ଯିବା ବାକି ରହି ଯାଇଥିଲା । ତେବେ ଆପଣ ଏହି ସବୁ ନୋଟ ବଦଳରେ ହଜାରେ ଟଙ୍କା ପର୍ଯ୍ୟନ୍ତ କମାଇ ପାରିବେ ।

ସୂଚନା ଅନୁଯାୟୀ , ୨୦୦୧ ମସିହାରେ ଆଇବିଆଇ ୨୦ ଟଙ୍କିଆ ନୋଟ ଜାରି କରିଥିଲା କିନ୍ତୁ ୨୦୦୫ ମସିହାରେ ଏହାର ପ୍ରଚଳନକୁ ବନ୍ଦ କରି ଦେଇଥିଲା । ଏହି ପୁରୁଣା ନୋଟ ଛପା ଯାଇଥିବାର କୌଣସି ତାରିଖ ନାହିଁ । କିନ୍ତୁ ଏହା ଧ୍ୟାନ ଦେବା ଜରୁରୀ ଅଟେ କି , ଗୋଟିଏ ବୈଧ ୨୦ ଟଙ୍କିଆ ନୋଟ ଜାରି କରିବାର ବର୍ଷ ପଛ ଆଡ଼କୁ ଛପା ରହିବା ଉଚିତ । ଅନ୍ୟପକ୍ଷରେ ବିନା ତାରିଖ ୨୦ ଟଙ୍କିଆ ପୁରୁଣା ନୋଟକୁ ନୂଆ ୨୦ ଟଙ୍କିଆ ବଦଳରେ ଦିଆଯାଇଛି । ତେବେ ଯଦି ଆପଣଙ୍କ ପାଖରେ ବିନା ତାରିଖର ୨୦ ଟଙ୍କିଆ ନୋଟ ରହିଛି , ତେବେ ଆପଣ ଏହାକୁ ଏକ୍ସଚେଞ୍ଜ କରିପାରିବେ ।

ତେବେ ସର୍ବପ୍ରଥମେ ଆପଣଙ୍କୁ Leftovercurrency.com ୱେବସାଇଟକୁ ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ ଏଡ଼ ଟୁ ୱଲେଟ ଦେଖାଯିବ । ଏଠାରେ କ୍ଲିକ କରି ଆପଣଙ୍କୁ ପରିମାଣ କହିବାକୁ ପଡିବ । ଆପଣଙ୍କ ପାଖରେ ଏଭଳି କେତୋଟି ୨୦ ଟଙ୍କିଆ ନୋଟ ରହିଛି , ଯେଉଁଥିରେ ତାରିଖ କିମ୍ବା ବର୍ଷ ଲେଖା ହୋଇନାହିଁ ଏବଂ ତାକୁ ଆପଣ ଏକ୍ସଚେଞ୍ଜ କରିବାକୁ ଚାହୁଁଛନ୍ତି , ତାହା କହିବାକୁ ପଡିବ । ଏହାପରେ ଆପଣ ଯେତେ ପରିମାଣ କହିବେ , ସେହି ଅନୁସାରେ ଟଙ୍କା ଆପଣଙ୍କ ୱଲେଟକୁ ଆସିବାକୁ ଲାଗିବ । ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ଦିନ ମଧ୍ୟରେ ଆସିଯିବ ।

Leave a Reply

Your email address will not be published. Required fields are marked *