ୟୁଟ୍ୟୁବର ବର୍ଷା ସାହୁ ପୁଣିଥରେ କହିଲେ କିଛି ଏଭଳି । ଏହି ଘ-ଟଣା ପାଇଁ କୁଆଡ଼େ ଯାଇ ପାରୁ ନାହାଁନ୍ତି ବାହାରକୁ ।

ୟୁଟ୍ୟୁବର ବର୍ଷା ସାହୁ ମାମ-ଲା ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି । କାରଣ ଗୋଟିଏ ସ୍ପୋନ୍ସର ଭିଡ଼ିଓକୁ ନେଇ ଟ୍ରେଡିଂ ଏପକୁ ଭରସା କରି ଟଙ୍କା ନିବେଶ କରିଥିବା କିଛି ଯୁବକ ଅଭି-ଯୋଗ ଆଣିଛନ୍ତି । ଯାହାକୁ ନେଇ ବର୍ଷାଙ୍କ ନାମରେ ଯୁବକ ଜଣକ ଅଭି-ଯୋଗ କରିବା ପରେ ଘ-ଟଣା ସବୁଠି ଚର୍ଚ୍ଚାରେ ରହିଛି ।

ତେବେ ଏହି ମାମ-ଲା ସମ୍ବ-ନ୍ଧରେ ଯେତେବେଳେ ବର୍ଷାଙ୍କୁ ପଚରା ଯାଇଥିଲା ସେତେବେଳେ ବର୍ଷା କହିଥିଲେ ଯେ ଅନ୍ୟ ୟୁଟ୍ୟୁବରଙ୍କ ଭଳି ସେ ମଧ୍ୟ ସ୍ପୋନ୍ସର ଭିଡ଼ିଓ ପାଇଁ ହଁ ଭରିଥିଲେ ଏବଂ କିଛି ଡେମୋ ଭିଡ଼ିଓ ପଠାଇବାକୁ କହିଥିଲେ । କିନ୍ତୁ ପିହୁ ରାଠୋର ଆକାଉଣ୍ଟରେ ଏହି ଭିଡ଼ିଓକୁ ବର୍ଷାଙ୍କ ବିନା ଅନୁମତିରେ ସେୟାର କରାଯାଇଛି ।

ଏମିତିକି ଅନ୍ୟ ଆକାଉଣ୍ଟରେ ମଧ୍ୟ ସମାନ ଭିଡ଼ିଓକୁ ସେୟାର କରାଯାଇଛି । ଯାହାକୁ ଦେଖିବା ପରେ କିଛି ଲୋକ ସେଥିରେ ଇନଭେସ୍ଟ କରିବା ପରେ ଟଙ୍କା ବୁଡ଼ି ଯାଇଥିଲା । ଜଣେ ଯୁବକ ତାଙ୍କର ୩୦୦୦ ଟଙ୍କା ହରାଇଥିବା ଅଭି-ଯୋଗ ଆଣିଛନ୍ତି । ଯାହାକୁ ଜାଣିବା ପରେ ବର୍ଷା ସାହୁ ଅନେକ ଥର ସେହି ଯୁବକଙ୍କୁ ପୋଲି-ସର ସାହାଯ୍ୟ ଲୋଡ଼ିବା ପାଇଁ କହିଥିବା ବେଳେ ଆକାଉଣ୍ଟ ବିଷୟରେ ଅନୁସ-ନ୍ଧାନ କରିବାକୁ କହିଛନ୍ତି । କିନ୍ତୁ ତଥାପି ଯୁବକ ଜଣକ ବର୍ଷା ସାହୁ ଟଙ୍କା ଖାଇଥିବା କହି ଦୋ-ଷ ଆ-ରୋପ କରୁଛନ୍ତି ।

ତଥାପି ବର୍ଷା ସାହୁ କହିଛନ୍ତି ଯେ ଯେଉଁ ମାନଙ୍କର କ୍ଷ-ତି ହୋଇଛି ସେମାନଙ୍କୁ ସହଯୋଗ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଏମିତି ତାଙ୍କ ଉପରେ ଆଉ ଦୋ-ଷ ନଲଦି ପୋଲି-ସରେ ଅଭି-ଯୋଗ କରିବାକୁ । ଏହି ଘ-ଟଣା ପରେ ବର୍ତ୍ତମାନ ବର୍ଷା ସାହୁ କୁଆଡ଼େ ବାହାରକୁ ଯାଇ ପାରୁ ନଥିବା କଥା କହିଛନ୍ତି । କାରଣ ସେ ଯୁଆଡ଼େ ଯାଉଛନ୍ତି ସେଠାରେ ତାଙ୍କୁ ଚୋ-ରଣୀ ଆକ୍ଷେପ କରି ଗାଳି କରୁଛନ୍ତି । ଆଉ ଯେଉଁ କାରଣରୁ ତାଙ୍କ ପରିବାରରେ ମଧ୍ୟ ସମସ୍ତେ ଦୁଃ-ଖିତ ଅଛନ୍ତି ।

Leave a Reply

Your email address will not be published. Required fields are marked *