ଯବାନଙ୍କ ଆଖିରେ ଧୂଳି ଦେଇ ଫେ-ରାର ହୋଇଗଲା ମିଶିର ବେଶ୍ରା , ଧରି ପାରିଲେ ନାହିଁ କେହି

ଦୀର୍ଘ ଦିନ ଧରି ଚାଲିଥିବା ଅପରେସନ ଏବେ ଫେଲ୍ ମା-ରି ଯାଇଛି । କାହିଁକି ନା ଯାହା ପାଇଁ ଏତେ ଯୋଜନା କରା ଯାଇଥିଲା ଆଉ ଯାହା ପାଇଁ ଏତେ ବଡ ଜାଲ ବିଛା ଯାଇଥିଲା ସମସ୍ତଙ୍କ ଆଖିରେ ଚକମା ଦେଇ କୁଆଡେ ପଳାଇ ଯାଇଛି ଏହି ନ-କ୍ସଲ ଆଉ ଯବାନ ମାନଙ୍କ ପ୍ରତି-ଶୋଧର ନି-ଆଁ ଅଧାରେ ରହି ଯାଇଛି । ତଥାପି ହାର ମାନି ନାହାନ୍ତି ଯବାନ ମାନେ । ତାଙ୍କ ଭାଇ ମାନଙ୍କ ପ୍ରତି-ଶୋଧ ନେବା ପାଇଁ ଆଜି ବି ନୂଆ ନୂଆ ଯୋଜନା ଚଳାଇଛନ୍ତି ସେମାନେ ଆଉ ଏହାର ଉଚିତ୍ ଜ-ବାବ୍ ସେମାନେ ଦେବେ ବୋଲି କହିଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ , କିଛି ଦିନ ଆଗରୁ ତିନି ଜଣ ଯବାନ ସହୀଦ ହୋଇ ଯାଇଥିଲେ ଆଉ ଯାହା ପରେ ଆରମ୍ଭ ହୋଇ ଯାଇଥିଲା ଅପରେସନ । ଟୋଟ ଜଙ୍ଗଲରେ ତିନି ଜଣ ଯବାନ ସହୀଦ ହୋଇ ଯାଇଥିଲେ । ସେଥି ମଧ୍ୟରୁ ଜଣେ ଓଡ଼ିଆ ପୁଅ ମଧ୍ୟ ରହିଥିଲେ । ଆଉ ଏହି ତିନି ଜଣଙ୍କୁ ମା-ରିଥିବା ଜଣେ ହିଁ ମଣିଷ ଥିଲା ଆଉ ସେ ହେଉଛି ମାଓ ନେତା ମିଶିର ବେଷ୍ରା । ତା ପାଇଁ ଆଜି କେତେ ଯେ ପରିବାର ମଣିଷ ଶୂନ୍ୟ ହୋଇ ଯାଇଛି । କିଏ ନିଜ ପୁଅକୁ ହରାଇଛି ତ ଆଉ କିଏ ନିଜ ସ୍ବାମୀଙ୍କୁ ହରାଇଛି । ଆଉ ଏହା ସବୁଠାରୁ ଅଧିକ କ-ଷ୍ଟ ଦେଇଛି ।

ତେବେ ସେହି ନ-କ୍ସଲ ମାନଙ୍କର ଗୁରୁ ମିଶିର ବେଶ୍ରା ତାର ଆଡ଼ା ସ୍ଥଳ ଝାରଖଣ୍ଡ ଜଙ୍ଗଲ ଭିତରେ ଲୁଚି ରହିଥିଲା । ଆଉ ତାକୁ ଧ-ରିବା ପାଇଁ ବୀର ଯବାନ ମାନେ ଜା-ଲ ବିଛାଇ ଥିଲେ । ଆଉ ଏଥିରେ ସାମିଲ ଥିଲେ ଛତିଶଗଡ଼ ଆଉ ମହାରାଷ୍ଟ୍ରର ସୁର-କ୍ଷାକର୍ମୀ । ଏହି ଅପରେସନ ଅଗଷ୍ଟ ୮ ତାରିଖରୁ ଆରମ୍ଭ ହୋଇ ଯାଇଥିଲା । ତେବେ ଏପଟେ ସୁର-କ୍ଷାକର୍ମୀ ମାନେ ବେଶ୍ରାକୁ ଧରିବା ପାଇଁ ଯୋଜନା କରୁଥିବା ବେଳେ ସେପଟେ ସେ କିପରି ଏହି ଜା-ଲରୁ ମୁକୁଳି ଯିବ ସେ କଥା ଚିନ୍ତା କରିଥିଲା । ଆଉ ଶେଷରେ ସେ ମୁକୁଳିବା ପାଇଁ ବାଟ ମଧ୍ୟ ପାଇ ଯାଇଥିଲା ।

ସେ ଜଙ୍ଗଲରୁ ବାହାରକୁ ବାହାରି ଆସିଥିଲା ଆଉ ଯେତେବେଳେ ଦୁଇ ସେନା ବାହିନୀ ତା ଉପରକୁ ଗୁ-ଳି ବର୍ଷା କରିଥିଲେ ସେ ମଧ୍ୟ ଗୁ-ଳି କରିବା ଆରମ୍ଭ କରିଥିଲା ଆଉ ନକ୍ସଲ ଆଉ ସେନା ବାହିନୀ ମାନଙ୍କ ମଧ୍ୟରେ କିଛି ସମୟ ଗୁ-ଳି ବର୍ଷଣ ହେବା ପରେ ସେଠାରୁ ଚାଲାକି କରି ଖସି ଯାଇଥିଲା ମିଶିର ବେଶ୍ରା । ତେବେ ବର୍ତ୍ତମାନ ସମୟରେ ଯବାନ ଅଧିକାରୀ ମିଲଟ ପାଲ କହିଛନ୍ତି ସମସ୍ତ ନ-କ୍ସଲ ମାନଙ୍କୁ ଧରାଯିବ । ଆଉ ସେମାନଙ୍କୁ ଧ-ରା ଯାଇ ଉଚିତ୍ ଦ-ଣ୍ଡ ଦିଆଯିବ । ସେମାନେ ଆଉ ବେଶୀ ଦିନ ପର୍ଯ୍ୟନ୍ତ ଲୁ-ଚି କରି ବଞ୍ଚି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *