ରଙ୍ଗ୍ ନମ୍ବରରୁ ହୋଇଥିଲା ପ୍ରେମ , ଏବେ ପ୍ରେମିକା କରୁଛି ଏମିତି କାମ , ଥା-ନାରେ ପ୍ରେମିକ

ପ୍ରେମ ଏମିତି ଏକ ଜିନିଷ , ଯାହା କେତେବେଳେ କାହା ସହ ହୋଇଯିବ , ସେହି କଥା କେହି ଜାଣନ୍ତି ନାହିଁ । ହଠାତ୍ ଏହା ହୋଇଯାଏ ଆଉ ସ-ମ୍ପର୍କ ଆଗକୁ ବଢ଼ିଥାଏ । ଏହା ଦୁଇଟି ମନ ଆଉ ଦୁଇଟି ଆତ୍ମାର ମିଳନ ହୋଇଥାଏ । ତେବେ ଏପରି କିଛି ପରିସ୍ଥିତିରେ ବି ପ୍ରେମ ହୋଇଥିଲା ଜଣେ ବ୍ୟକ୍ତିଙ୍କୁ । ଆଉ ତାହା ହେଉଛି ରଙ୍ଗ୍ ନମ୍ବରରୁ । ଜଣେ ପୁରୁଷ ଆଉ ଜଣେ ମହିଳା ଏଭଳି ଭାବରେ ଭଲ ପାଇ ବସିଥିଲେ । ଆଉ ଧିରେ ଧିରେ କଥା ଆଗକୁ ବଢିଥିଲା । ଉଭୟେ ନିଜ ଘରେ ମଧ୍ୟ ଜଣାଇ ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ସବୁକିଛି ବଦଳି ଯାଇଛି , ଆଉ ଶେଷରେ ବ୍ୟକ୍ତି ଜଣକ ନିଜ ପ୍ରେମିକା ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ , ବ୍ୟକ୍ତି ଜଣକ ଗଣମାଧ୍ୟମ ଆଗରେ ନିଜ ମନର କଥା ବଖାଣିଛନ୍ତି ଆଉ କା-ନ୍ଦି କା-ନ୍ଦି କହିଛନ୍ତି ଏପରି କିଛି କଥା । ରଙ୍ଗ୍ ନମ୍ବରର ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ଆଉ ଜଣେ ମହିଳାଙ୍କ ପ୍ରେମରେ ସେ ପଡ଼ି ଯାଇଥିଲେ । ଆଉ କଥା ବଢିବା ସହିତ ଉଭୟଙ୍କ ପରିବାର ଜାଣି ଥିଲେ । ଏହା ବ୍ୟତୀତ ସେମାନେ ଲିଭ୍ ଇନ୍ ରେ ରହିବା ମଧ୍ୟ ଆରମ୍ଭ କରି ଦେଇଥିଲେ ।

ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଧୀରେ ଧୀରେ କଥା ଆଉ ଅଲଗା ବାଟକୁ ଯାଇଥିଲା । ଆଉ ଝିଅଟି ଦୂରେଇବା ଯୋଜନା କରି ନେଇଥିଲା । ଏପରିକି ପୁଅ ଜଣକ ଲକ୍ଷ୍ୟ କରିଥିଲେ କି , ଝିଅଟି ଟଙ୍କା ରୋଜଗାର କରିବା ପାଇଁ ଭିଡିଓ କଲ୍ ମାଧ୍ୟମରେ କିଛି ଖରାପ କାମ କରୁଥିବାର ସେ ଦେଖିଥିଲେ । ଏଥିପାଇଁ ସେ ଝିଅଟିକୁ ମନା ମଧ୍ୟ କରିଥିଲେ କିନ୍ତୁ ଝିଅଟି ମାନି ନଥିଲେ । ଓଲଟା ସେହି କାମ କରିବାକୁ ଲାଗିଥିଲେ । ଆଉ ଟଙ୍କା ପାଇଁ ସେ ସବୁକିଛି କରିବାକୁ ରାଜି ହୋଇ ଯାଉଥିଲେ ।

ଏହାପରେ ପୁଅ ଜଣକ ବାଧ୍ୟ ହୋଇ ଝିଅର ପରିବାର ଲୋକଙ୍କୁ ଜଣାଇ ଥିଲେ କିନ୍ତୁ ସେମାନେ ମଧ୍ୟ କିଛି ବୁଝି ନଥିଲେ । ଓଲଟା ସେମାନେ ପୁଅ ନାମରେ ପୋଲି-ସରେ ଅଭି-ଯୋଗ କରିଥିଲେ । ଆଉ କହିଥିଲ କି , ପୁଅ ଜଣକ ତାଙ୍କ ଝିଅକୁ ମାନସିକ ଭାବରେ ଅ-ତ୍ୟାଚା-ର କରିବା ସହିତ ସେମାନଙ୍କୁ ମଧ୍ୟ ଅ-ତ୍ୟାଚା-ର କରୁଥିଲେ । ତେବେ ପୁଅ ଜଣକ ବର୍ତ୍ତମାନ ପୋ-ଲିସ ପାଖରେ ଅଭି-ଯୋଗ କରିଛନ୍ତି । ଆଉ କହିଛନ୍ତି କି , ଦୟାକରି ତାଙ୍କ ପ୍ରେମିକାଙ୍କୁ ତାଙ୍କ ପାଖକୁ ଫେରାଇ ଅଣାଯାଉ । ଆଉ ତାଙ୍କୁ ଉଚିତ୍ ନ୍ୟା-ୟ ମିଳୁ

Leave a Reply

Your email address will not be published. Required fields are marked *