ନି-ଶା ସାଜିଲା କାଳ , ଗୋଡ଼ାଇ ଗୋଡ଼ାଇ ଯୁବକ ହାଣିଲେ ଦୁଇ ମହିଳାଙ୍କୁ

ଏମିତି ବି ମୃ-ତ୍ୟୁ ଆସେ , ଯାହାକୁ କେହି କଳ୍ପନା ବି କରି ନଥିବେ । ଜୀବନରେ ଏମିତି ବି ଲୋକଙ୍କ ସହ ଭେଟ ହୋଇଯାଏ , ଯିଏ ସବୁକିଛି ଛଡ଼ାଇ ନେଇ ଯାଆନ୍ତି ଆଉ ସବୁ କିଛି ଶେଷ କରି ଦେଇ ଚାଲି ଯାଇଥାନ୍ତି । ତେବେ ଏପରି କିଛି ଘ-ଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରେ ଆଣିଦେବ ଲୁ-ହ। ଜଣେ ନି-ଶାସ-କ୍ତ ବ୍ୟକ୍ତି ହଠାତ୍ ଏମିତି କାଣ୍ଡ କରିଲେ , ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । କାହିଁକି ସେ ଏପରି କଲେ , ତାହାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି ।

କୁହାଯାଏ ନା ନି-ଶା ସବୁକିଛି ବ-ର୍ବାଦ କରିଦିଏ , ଆଉ ସେହି ନି-ଶା କିପରି ହଠାତ୍ ଦୁଇ ମହିଳାଙ୍କ ଜୀବନ ନେଇଗଲା , ତାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଭ-ୟ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ତେବେ ଏମିତି ବି ମୃ-ତ୍ୟୁ ହେଲା କି , ଜଣେ ବ୍ୟକ୍ତି ଆସିଲା ଆଉ ଖଣ୍ଡାରେ ଦୁଇ ମହିଳାଙ୍କୁ ହା-ଣି ଦେଇ ଚାଲିଗଲା । ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟିଛି ବ୍ରହ୍ମପୁର ନେସନାଲ ସ୍କୁଲ ନିକଟରେ । ଚିଣ୍ଟ ନାମକ ଜଣେ ଯୁବକ ଏପରି କା-ଣ୍ଡ ଘଟାଇଥିବା ନେଇ କୁହାଯାଉଛି ।

ତେବେ ମିଳିଥିବା ସୂଚନା ଅନୁସାରେ , କୁଜଙ୍ଗ ଥା-ନା ଅନ୍ତର୍ଗତ ଏକ୍ସପ୍ରେସ କଲୋନୀରେ ଏପରି ବିଭ-ତ୍ସ କା-ଣ୍ଡ ଘଟି ଯାଇଛି । କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକର ସହଦେବ ବଳ ଆଉ ତାଙ୍କ ପତ୍ନୀ ନିର୍ମଳା ଲେଙ୍କା ସେହି କଲୋନୀରେ ଅନେକ ବର୍ଷ ହେବ ରହି ଆସୁଥିଲେ । ପରିବାରରେ ହସ ଖୁସି ସବୁବେଳେ ଭରି ରହୁଥିଲା ଆଉ ଆଖିରେ ତାଙ୍କର ଥିଲା ଆଖିଏ ସ୍ବପ୍ନ । ଠିକ୍ ସେହିପରି ଅନିତା ରାଉତ ନାମକ ଜଣେ ମହିଳା ମଧ୍ୟ ସେହି ପାଖାପାଖି ଅଞ୍ଚଳରେ ରହୁଥିଲେ । ତେବେ ଶନିବାର ଦିନ ସକାଳେ ହଠାତ୍ ସେହି ଚିଣ୍ଟ ନାମକ ଜଣେ ବ୍ୟକ୍ତି ଆସିଥିଲେ ଆଉ ସେହି ଦୁଇ ମହିଳାଙ୍କୁ ଖ-ଣ୍ଡାରେ ହା-ଣି ଦେଇ ହ-ତ୍ୟା କରି ପଳାଇ ଯାଇଥିଲେ ।

ଯାହାକୁ କଲୋନୀ ଲୋକ ଦେଖିବା ମଧ୍ୟରେ ଆଉ ଆସି ଅଟକାଇବା ମଧ୍ୟରେ ସବୁକିଛି ଶେଷ ହୋଇ ଯାଇଥିଲା । ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ଦୁଇ ମହିଳା । ତେବେ ଏହାପରେ ଗାଆଁ ଲୋକ ପୋ-ଲିସକୁ ଖବର ଦେଇଥିଲେ ଆଉ ପୋ-ଲିସ ଆସି ସେହି ନି-ଶାସ-କ୍ତ ବ୍ୟକ୍ତିଙ୍କୁ ନିଜ ଆୟତ୍ତରେ ମଧ୍ୟ କରିବାକୁ ଅନେକ କ-ଷ୍ଟ ହୋଇଥିଲା । ଆଉ ଏହାପରେ ପୋ-ଲିସ ତାଙ୍କୁ ଗି-ରଫ କରି ନେଇଯାଇଛି । ତେବେ ହ-ତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି , କାହିଁକି ବ୍ୟକ୍ତି ଜଣକ ସେହି ଦୁଇ ମହିଳାଙ୍କୁ ହ-ତ୍ୟା କଲେ , ତାହା ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *