ଆଜିକାଲିର ନାରୀ ମାନେ ପ୍ରୋମଶନ୍ ପାଇଁ ପାଖରେ ଶୋଇ ପଡୁଛନ୍ତି , ଏପରି କହିଲେ ବିଶିଷ୍ଟ ଅଭିନେତା ଜ୍ଞାନ ବାରିକ

ପ୍ରେମର ଅନ୍ୟ ନାମ ପବିତ୍ରତା । କିନ୍ତୁ ଆଜିର ସମାଜ ଏହାକୁ ଅନ୍ୟ ଏକ ଦୃଷ୍ଟିରେ ସଜାଇବା ଆରମ୍ଭ କରି ଦେଇଛି। ଆଜିକାର ନାରୀ ପୁରୁଷ ମାନେ ନିଜ ଇଚ୍ଛା ଅନୁଯାୟୀ ସବୁ କାମ କରୁଛନ୍ତି ଆଉ ଇଚ୍ଛା ହେଲେ ବାପା ମାଆଙ୍କୁ ଆଡେଇ ଦେବା ସହିତ ଆଉ କାହାକୁ ଭଲ ପାଇ ଯାଇ ଶାରୀ-ରିକ ସ-ମ୍ପର୍କ ରଖିବାକୁ ପଛାଉ ନାହାନ୍ତି । ତେବେ ଏପରି ଘ-ଟଣା ଅତ୍ୟନ୍ତ ଲ-ଜ୍ଜାକ-ର ଅଟେ । ତେବେ ଏହି ସବୁ ଜିନିଷ ବାବ-ଦରେ ବିଶିଷ୍ଟ ଅଭିନେତା ତଥା କମେଡିଆନ ଜ୍ଞାନ ବାରିକ କିଛି ମନ୍ତବ୍ୟ ଦେଇଛନ୍ତି ।

ତେବେ ତାଙ୍କ କହିବା ଅନୁଯାୟୀ , ନାରୀ ମାନେ ଜାଗିଲେ ଦୁନିଆଁ ଜାଗିବ । ନାରୀ ପାଖରେ ସବୁ ଶକ୍ତି ରହିଛି , ସେ ଯାହା ଚାହିଁବ ତାହା କରିପାରିବ । କିନ୍ତୁ ଆଜିର ସମାଜରେ କାହିଁକି କେଜାଣି ପ୍ରେମ କରି ପ୍ରତାରଣା କରୁଛନ୍ତି , ତାହା ବିଷୟରେ ଜଣା ପଡିନାହିଁ । ତେବେ ଦିଲ୍ଲୀରେ ଘ-ଟିଥିବା ହ-ତ୍ୟା ମାମ-ଲାରେ ସେ କହିଛନ୍ତି କି , ପୁରୁଷ ମାନେ ନାରୀ ମାନଙ୍କୁ ସମ୍ମାନ ଦେବା ଶିଖି ନାହାଁନ୍ତି । ଯଦି କାହାକୁ ପ୍ରକୃତରେ ଭଲ ପାଉଥିଲେ , ତେବେ କାହିଁକି ତାଙ୍କ ସହିତ ଏପରି କରି ପାରୁଥିଲେ ।

କିପରି ଜଣେ ମଣିଷର ହାତ ଗଲା ଆଉ ଜଣଙ୍କୁ ହ-ତ୍ୟା କରି ଖଣ୍ଡ ଖଣ୍ଡ କରିବାକୁ । ମଣିଷ ଭିତରେ ଏତେ ରା-କ୍ଷସ ପଣିଆ କିପରି ଭାବରେ ଜାଗି ଉଠିଛି । ଆଜିର ନାରୀ ମାନେ କାହିଁକି ଏପରି କାମ କରୁଛନ୍ତି । ଟିକିଏ ପ୍ରମୋ-ସନ ପାଇବା ପାଇଁ ଯାଇକି ଆଉ ଗୋଟିଏ ପୁରୁଷ ସହିତ ରାତି କା-ଟି ଆସୁଛନ୍ତି ।ଯେଉଁଟା କି ଆଦୌ ଗ୍ରହଣୀୟ ନୁହେଁ । ଟିକିଏ ଟଙ୍କା ପାଇଁ ମଣିଷ ନିଜର ଇ-ଜ୍ଜତ ବିକ୍ରି କରି ସାରିଲାଣି । ଅନ୍ୟ ପକ୍ଷରେ କହିବାକୁ ଗଲେ ଟିକଏ ଲାଜ ଲ-ଜ୍ଜା ମଧ୍ୟ ନାରୀ ମାନଙ୍କୁ ରଖିବା ଆବଶ୍ୟକ ।

ସେ କୋର୍ଟ କଚେରି ବାବ-ଦରେ କହିଛନ୍ତି କି , ଆଇନ ବ୍ୟବସ୍ଥା ମଧ୍ୟ ଆଜିର ସମୟରେ ଠିକ୍ ନାହିଁ । ଲୋକେ ହିଁ ଲୋକଙ୍କୁ ଲୁ-ଟିବାରେ ଲାଗିଛନ୍ତି । ଲୋକେ ପଇସା ପାଇଁ ଗରିବ ଲୋକ ମାନଙ୍କୁ ଲୁ-ଟିବାରେ ଲାଗିଛନ୍ତି । ଯେପରିକି ଗୋଟିଏ ଗରିବ ଲୋକଟିଏ କୋର୍ଟ ଗଲେ କିମ୍ବା ଯଦି କେହି ପୁଅ ଝିଅ ବିବାହ କିମ୍ବା ପ୍ରେମ ମାମ-ଲାରେ କୋର୍ଟ ଗଲେ ସେମାନଙ୍କ ଠାରୁ ଲୁ-ଟିବା ଆରମ୍ଭ ହୋଇଯାଉଛି । ଆଇନ ବ୍ୟବସ୍ଥା ଆଦୌ ଠିକ୍ ନାହିଁ । ଠିକ୍ ଥିଲେ ଲୋକେ ଆଉ ଏପରି କିଛି କାମ କରି ନଥାନ୍ତେ , ଯାହା ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାକର ଅଟେ ।

Leave a Reply

Your email address will not be published. Required fields are marked *