ରାଜଧାନୀରେ ମାତିଛନ୍ତି ଭାଉଜ , kfc ରେ ଦେଖା ହୋଇ ଆଗକୁ ଶାରୀ-ରିକ ସଂ-ପର୍କ ରଖିବା ପାଇଁ ଦେଉଛନ୍ତି ପ୍ରସ୍ତାବ

ଶାରୀ-ରିକ ସ-ମ୍ପର୍କ ରଖିବା ଆଜିକାର ସମାଜରେ ସାଧାରଣ କଥା ହୋଇଗଲାଣି । ବିବାହ ନ ହେଉ ପଛକେ କିନ୍ତୁ ଆଜିର ଯୁବ ସମାଜ ଶାରୀ-ରିକ ସଂ-ପର୍କ ରଖିବାକୁ ଇଚ୍ଛା ରଖିଛନ୍ତି । ଆଉ ସେଥିପାଇଁ ହୋଟେଲ ରୁମ୍ ଯାଇ ରାତି କାଟୁଛନ୍ତି । ତେବେ ଏପରି କିଛି କଥା କହିଛନ୍ତି ଅଭିନେତା ଜ୍ଞାନ ବାରିକ । ସେ ତାଙ୍କ ସରଳ ଭାଷାରେ ବୁଝାଇ କହିଛନ୍ତି କି , ଆଜିର ଯୁବ ସମାଜ କାଲିର ଭବିଷ୍ୟତ । କିନ୍ତୁ କେହି କିଛି ନ ବୁଝି ନିଜ ଇଚ୍ଛାରେ କାମ କରିବା ଲାଗି ପଡିଛନ୍ତି । ବିଶେଷ ଭାବରେ ବିବାହିତ ମହିଳା ଏବଂ ପୁରୁଷ ମାନେ ଏହି କାମରେ ନିର୍ଲିପ୍ତ ରହୁଛନ୍ତି ।

ବିବାହ କରିବା ପରେ କାହିଁକି ନାରୀ ପୁରୁଷ ମଧ୍ୟରେ ଏତେ ମତ ପାର୍ଥକ୍ୟ ଦେଖା ଯାଉଛି , କାହିଁକି ମନ ସହିତ ମନ ମିଶୁନାହିଁ , ଯାହା ଫଳରେ ସେମାନେ ଅନ୍ୟ ପୁରୁଷ କିମ୍ବା ନାରୀ ପ୍ରତି ଆଗ୍ରହ ଦେଖାଉଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ବର୍ତ୍ତମାନ ସମୟରେ ରାଜଧାନୀ ଭୁବନେଶ୍ୱର ରେ ଭାଉଜ ମାନଙ୍କର ଭିଡ ଲାଗି ରହିଛି । ସେମାନେ ନିଜ ପ୍ରେମ ଜାଲରେ ଲୋକଙ୍କୁ ଫ-ସାଇ ଦେଉଛନ୍ତି । ଆଉ ତାପରେ କେଏଫସି ଚାଲି ଯାଇ ସେଠାରେ ଟିକିଏ ଖାଇ ଦେଇ , ଗୋଟିଏ ଫିଲ୍ମ ଦେଖି ଦେଇ ଚାଲି ଯାଉଛନ୍ତି ହୋଟେଲ ରୁମ୍ ।

ତେବେ ଏପରି ଲୋକଙ୍କ ଠାରୁ ଦୂରେଇ ରହିବା ହିଁ ସବୁଠାରୁ ଭଲ ଉପାୟ ହେଉଛି , ନିଜେ ନିଜକୁ ଆୟତ୍ତରେ ରଖିବା । ମଣିଷ ଯଦି ନିଜକୁ ନିଜ ଆୟତ୍ତରେ ରଖି ପାରୁଛି , ତେବେ ଦୁନିଆଁର କିଛି ବି ଶକ୍ତି ତାକୁ ହରାଇ ପାରିବ ନାହିଁ । ସେ ସବୁଥିରେ ସଫଳ ହୋଇପାରିବ । ଯଦି କେହି ନିଜ ସ୍ୱାମୀକୁ ଅଟକାଇ ରଖିବାକୁ ଚେଷ୍ଟା କରୁଛି , ତେବେ କେବେ ବି ଅଟକାଇ ପାରିବ ନାହିଁ । ସବୁକଥା ନିଜ ଉପରେ ନି-ର୍ଭର କରିଥାଏ। ସେ କିପରି ନିଜ ସ୍ଵାମୀ ସହିତ ବ୍ୟବହାର କରୁଛି ଆଉ ତାକୁ ଭଲ ପାଇବା ଦେଉଛି ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗଡ଼ା ହୋଇଥାଏ ସତ । କିନ୍ତୁ ସବୁ ଭୁଲି ସ୍ଵାମୀ ସ୍ତ୍ରୀ ଏକାଠି ହୋଇଯିବା ଉଚିତ । ଆଉ ଯଦି ସ୍ଵାମୀ ସ୍ତ୍ରୀ ଏକାଠି ନ ହେଉଛନ୍ତି , ତେବେ ସ୍ଵାମୀ ହେଉ କିମ୍ବା ସ୍ତ୍ରୀ ଅନ୍ୟ ପୁରୁଷ କିମ୍ବା ନାରୀ ଉପରେ ଆଖି ପକାଇବା ସୁନିଶ୍ଚିତ ଅଟେ । ତେଣୁ ନିଜେ ନିଜେ ସଜାଗ ହୋଇଯିବା ଉଚିତ୍ ଆଉ ପରସ୍ପରକୁ ସଠିକ୍ କରିବା ଉଚିତ୍ । ଯାହାଫଳରେ ସବୁକିଛି ଠିକ୍ ହୋଇପାରିବ । ଆଉ କେହି କାହା ସହିତ ସ-ମ୍ପର୍କ ରଖିବେ ନାହିଁ କି ବିବାହ ପରେ ସ୍ଵାମୀ ସ୍ତ୍ରୀ ଆଉ କାହାର ହେବେ ନାହିଁ ।

Leave a Reply

Your email address will not be published. Required fields are marked *