ସ୍ତ୍ରୀଙ୍କର ରହିଛି ଅନ୍ୟ ପୁରୁଷ ମାନଙ୍କ ସହିତ ସ-ମ୍ପର୍କ , ସ୍ଵାମୀ ଆଣିଲେ ସାଂଘା-ତିକ ଅଭି-ଯୋଗ

ଜଣେ ସ୍ତ୍ରୀ ଆଜି ନିଜ ସ୍ଵାମୀ ପାଇଁ ସାଜି ଯାଇଛନ୍ତି ପର । ଆଜି ନିଜ ସ୍ତ୍ରୀ ନିଜ ସ୍ୱାମୀଙ୍କ ଜୀବନରେ କରିଛି ଝ-ଡ ସୃଷ୍ଟି । ପ୍ରେମ କରି ହୋଇଥିଲେ ବାହା । କିନ୍ତୁ ଏହା ପରେ ଜୀବନରେ ସୃଷ୍ଟି ହୋଇଗଲା ସମସ୍ୟା । ପ୍ରେମ ବିବାହ କରି ଉଭୟ ସ୍ବାମୀ ସ୍ତ୍ରୀ ଥିଲେ ହସଖୁସିରେ । କିନ୍ତୁ ଏହାପରେ ସବୁକିଛି ଓଲଟା ହୋଇ ଯାଇଥିଲା ।

କୋଭିଡ – ୧୯ ଲକଡ଼ାଉନ ହେବା ପୂର୍ବରୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫା-ଟ । ତେବେ ଏପରି ଏକ ଖବର ବାଲେଶ୍ଵର ଜିଲ୍ଲାରୁ ସାମ୍ନାକୁ ଆସିଅଛି । କାହ୍ନୁଚରଣ ମାନା ନାମକ ଜଣେ ବ୍ୟକ୍ତି ପ୍ରେମ ବିବାହ କରିଥିଲେ । ତେବେ ବିବାହର ପ୍ରାୟ ୮ ବର୍ଷ ପରେ ତାଙ୍କ ସ୍ତ୍ରୀ ଆଉ ଜଣେ ମୁସଲିମ ପୁଅ ଶେଖ ରାଜାଙ୍କ ପ୍ରେମରେ ପଡ଼ି ଯାଇଥିଲେ ।

ଆଉ ଏହାପରେ ସ୍ଵାମୀଙ୍କ ସହ ଝ-ଗଡା କରି ଦୂରେଇ ଯାଇଥିଲେ । ତଥାପି ସ୍ଵାମୀ ତାଙ୍କୁ ବହୁତ ବୁଝାଇ ଥିଲେ ଆଉ ଟଙ୍କା ପଇସା ଦରକାର ବୋଲି ଭାବି କୋଭିଡ୍ ପରିସ୍ଥିତି ଦେଖି ମଧ୍ୟ ହାଇଦ୍ରାବାଦ କାମ କରିବାପାଇଁ ଚାଲି ଯାଇଥିଲେ । ତେବେ ଏପଟେ ସ୍ତ୍ରୀ ଶେଖ ରାଜା ସହିତ ଶାରୀ-ରିକ ସମ୍ପ-ର୍କ ରଖିବା ସହିତ ତା ଠାରୁ ଟଙ୍କା ପଇସା ମଧ୍ୟ ନେଇ ଆସୁଥିଲେ । କିନ୍ତୁ ବର୍ତ୍ତମାନ ରାଜା ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ଦେଇଛି ।

ବର୍ତ୍ତମାନ କାହ୍ନୁଚରଣଙ୍କ ସ୍ତ୍ରୀ ଜଣେ ବେ-ଶ୍ୟା କାମ କରୁଛନ୍ତି ଏବଂ କଲ୍ ଗାର୍ଲ୍ କାମ କରୁଛନ୍ତି । ତେବେ ବର୍ତ୍ତମାନ କାହ୍ନୁ ସ୍ତ୍ରୀଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି କି , ତାଙ୍କ ସ୍ତ୍ରୀ ତାଙ୍କୁ ଶାନ୍ତିରେ ରହିବାକୁ ଦେଉ ନାହାଁନ୍ତି । ତାଙ୍କୁ ଛାଡ଼ିବାକୁ ଚାହୁଁ ନାହାଁନ୍ତି କି ତାଙ୍କ ପାଖରେ ରହିବାକୁ ରାଜି ନାହାଁନ୍ତି । ଆଉ ରହିବା ପାଇଁ ଅନେକ ସ-ର୍ତ ଆଣିଛନ୍ତି । ଆଉ କହିଛନ୍ତି କି , ଯଦି ସ୍ଵାମୀଙ୍କ ପାଖରେ ରହିବେ , ତେବେ ସ୍ଵାମୀ ସ୍ତ୍ରୀ ସମ୍ପ-ର୍କ ରହିବ ନାହିଁ ।

Leave a Reply

Your email address will not be published. Required fields are marked *