କାହିଁକି ଯୁବତୀଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ପସନ୍ଦ କରୁଛନ୍ତି ଯୁବକ ।

ବର୍ତ୍ତମାନ ସମୟରେ ବୃଦ୍ଧି ପାଉଛି ପରକ୍ରିୟା ପ୍ରୀତି । ଯୁବତୀ ମାନଙ୍କ ଅପେକ୍ଷା ଯୁବକ ମାନେ ମହିଳା ମାନଙ୍କ ପ୍ରତି ବେଶ ଅଧିକ ଆକର୍ଷିତ ହେଉଥିବା ସମସ୍ତେ ଜାଣିଛନ୍ତି । ଏମିତି ସମୟ ଆସି ପହଁଚି ଲାଣି ଯେଉଁଠି କି ଯୁବକ ମାନେ ମହିଳାଙ୍କୁ ଅଧିକ ପସନ୍ଦ କରୁଛନ୍ତି । କେବେ କେବେ ଏପରି ମଧ୍ୟ ଦେଖିବାକୁ ମିଳୁଛି କି ମହିଳା ମାନଙ୍କ ପାଇଁ ଯୁବତୀଙ୍କୁ ଛାଡି ଦେଉଛନ୍ତି ଯୁବକ । ତେବେ ଆମେ ସମସ୍ତେ ଜାଣିଛନ୍ତି ବିବାହ ଏକ ପବିତ୍ର ସ-ମ୍ପର୍କ ଅଟେ । ବିବାହ ବେଳେ ଦୁହେଁ ଦୁହିଁଙ୍କ ସାଥିରେ ସାତ ଜନ୍ମ ଏକାଠି ରହିବାକୁ ଦୁହେଁ ଦୁହିଁଙ୍କୁ କଥା ଦେଇଥାନ୍ତି ।

ହେଲେ ଦୁଃ-ଖର କଥା ବିବାହ ପରେ ଏବେ ପ୍ରତ୍ୟକ ସମୟରେ ସାମ୍ନାକୁ ଆସୁଛି ପର-କ୍ରିୟା ପ୍ରୀତି ଭଳି ସାଙ୍ଘା-ତିକ ଅଭି-ଯୋଗ ହେଲେ ଏହାର କାରଣ କଣ କାହିଁକି ଯୁବକ ମାନଙ୍କୁ ବେଶ ଅଧିକ ଆକର୍ଷିତ କରୁଛନ୍ତି ମହିଳା ଆସନ୍ତୁ ଆଜି ଏହାର କାରଣ ଜାଣିବା । ଗୋଟେ ସମୟ ଥିଲା ଯୁବକ ମାନେ ଯୁବତୀ ମାନଙ୍କ ପ୍ରେମରେ ମତୁଆଲା ସାଜୁଥିଲେ । ବୟସର ତାରତମ୍ୟ ଦେଖୁଥିଲେ । ହେଲେ ଏବେ ଅନେକ ସମୟରେ ଗଣମାଧ୍ୟମରେ ଦେଖିବାକୁ ମିଳୁଛି କି ଯୁବକ ମାନେ ଯୁବତୀ ମାନଙ୍କ ପାଖରୁ ଇଚ୍ଛା ହରାଇ ମହିଳା ମାନଙ୍କ ପ୍ରତି ବେଶ ଅଧିକ ଆକର୍ଷିତ ହେଉଛନ୍ତି ।

ବନ୍ଧୁଗଣ ବାହାଘର ଗୋଟେ ପବିତ୍ର ସମ୍ପ-ର୍କ । ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ ଆଜିକାଲି ସମୟରେ ଗୋଟିଏ ସମସ୍ୟା ମୁଖ୍ୟତ ସମ୍ପ-ର୍କରେ ମୁଣ୍ଡ ଟେକୁଛି ବା ସମ୍ପର୍କରେ ଫାଟ ସୃଷ୍ଟି କରୁଛି ତାହା ହେଉଛି ତାହା ହେଉଛି ଭରସା ଆଉ ବିଶ୍ୱାସ । ଯାହା କି ଝିଅ ମାନଙ୍କ ପ୍ରତି ନିହାତି ଭାବେ ରହିବା ଉଚିତ ମାତ୍ର ବର୍ତ୍ତମାନ ସମୟରେ ନା ଯୁବକ ମାନେ ଯୁବତୀଙ୍କୁ ବିଶ୍ୱାସ କରି ପାରୁଛନ୍ତି ନା ଯୁବତୀ ମାନେ ଯୁବକଙ୍କୁ ବିଶ୍ୱାସ କରି ପାରୁଛନ୍ତି ।

ଏହା ମଧ୍ୟରେ ଗୋଟିଏ କାରଣ ହେଉଛି କି ପର-କ୍ରିୟା ପ୍ରୀ-ତି ବର୍ତ୍ତମାନ ସମୟରେ ଦୁର୍ତ୍ତ ଗତିରେ ବୃଦ୍ଧି ପାଉଛି । ସମାଜରେ ଯୁବକମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକ-ର୍ଷିତ ହେବାରେ ଲାଗିଛନ୍ତି । ଯଦି ଆପଣ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆଗକୁ ପଢନ୍ତୁ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି କାରଣରୁ ପୁଅମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି ବୋଲି କୁହାଯାଏ ।

ଏହି ମହିଳାମାନେ ପୁରୁଷମାନଙ୍କ ଚିନ୍ତାଧାରାକୁ ଭଲ ଭାବରେ ବୁଝିପାରନ୍ତି । ଏହି କାରଣରୁ ବିବାହିତ ମହିଳାମାନେ କୁମାରୀଝିଅମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ଓ ସୁନ୍ଦର ହୋଇଥାନ୍ତି । ଏହାର ଆଉ ଏକ କାରଣ ହେଉଛି ବିବାହ ପରେ ମହିଳାମାନଙ୍କ ହରମୋନ୍ ପରିବର୍ତ୍ତ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ତ୍ୱଚାରେ ଅଧିକ ଚମକ ଆସିଥାଏ ।

ଏହା ବ୍ୟତିତ ବାହାଘର ପରେ ମହିଳାମାନେ ଅଧିକ ଖୁସି ରୁହନ୍ତି ଓ ସେମାନଙ୍କ ଚେହେରାରେ ଅଧିକ ଗ୍ଲୋ ଆସିଥାଏ । ଅନେକ ସମୟରେ ଦେଖିବାକୁ ମିଳେ କି ମହିଳାମାନେ ବାହାଘର ପରେ ନିଜର ଅଧିକ ଯତ୍ନ ନେଇଥାନ୍ତି । ବିବାହ ପରେ ନିଜର ଦାୟିତ୍ବ ମଧ୍ୟ ବୃଦ୍ଧି ପାଇଥାଏ ଯାହା ଫଳରେ ମହିଳା ମାନେ ଅଧିକ ନିଜର ସ୍ୱାସ୍ଥ୍ୟ ଓ ଦାୟିତ୍ବ ପ୍ରତି ଗୁରୁତ୍ୱ ଦେଇଥାନ୍ତି ।

ସେମାନେ ସଂସାର ଭିତରେ ଯେହେତୁ ପାଦ ଥାପି ଥାନ୍ତି ତେଣୁ ଘର ଓ ବାହାର କାମ ଠିକ୍ ଭାବରେ କରିବା ସହ ସେମାନଙ୍କର ସ୍ୱାମୀ ଓ ପରିବାରର ଦାୟିତ୍ବ ସୁଚାର ରୂପେ ତୁଲାଇ ଥାନ୍ତି । ତେଣୁ ସେମାନଙ୍କ ସ୍ୱାଭବ ମଧ୍ୟ ସରଳ ହୋଇଥାଏ । ଏହା ବ୍ୟତିତ ସେ ସବୁକାମ ପରିଷ୍କାର ଭାବରେ କରିଥାନ୍ତି, ଯାହାଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି କୌଣସି ଭୁଲ ବାହାର ନକରିପାରିବ । ତେଣୁ ବିଶ୍ୱାସ କରାଯାଉଛି କି ଏହି କାରଣ ପାଇଁ ମହିଳା ମାନେ ଅଧିକ ଯୁବକ ମାନଙ୍କୁ ଆକ-ର୍ଷିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *