କୁଆଡେ ଗଲା ଅର୍ଚ୍ଚନା ନାଗଙ୍କ ଦାମୀ ଏଣ୍ଡେଭର କାର୍ , କିଏ ନେଇଗଲା କାର କୁ ଚାରିଆଡ଼େ ହେଉଛି ଚର୍ଚ୍ଚା

ଚାରିଆଡ଼େ ଗୋଟିଏ କଥା ଚର୍ଚ୍ଚା ଆଉ ତାହା ହେଉଛି ଅର୍ଚ୍ଚନା ନାଗ ମା-ମଲା । ମାସେ ରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଥା ସମାଧାନ ହେବାର ନାମ ନେଉନାହିଁ । ଦିନେ ପରେ ଦିନେ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ଅର୍ଚ୍ଚନା ଆଉ ସ୍ଵାମୀ ଜଗବନ୍ଧୁ ପୋ-ଲିସ ଫା-ଶରେ ପଡ଼ି ଯାଇ ଜେ-ଲର ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି । ଆଉ ଏହାପରେ ଇଡିର ଛଞ୍ଚାଣ ଆଖି ସେମାନଙ୍କ ଉପରେ ପଡ଼ିଛି । ଇଡି ଗୋଟି ଗୋଟି କରି ସମସ୍ତଙ୍କୁ ଖୋଜିବାରେ ଲାଗିଛି ।

ବର୍ତ୍ତମାନ ସମୟରେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କ ଉପରେ ଇଡି ନିଜ ନଜର ପକାଇ ଦେଇଛି । ଏହାବ୍ୟତୀତ ତାଙ୍କ ସହଯୋଗୀ ମାନଙ୍କୁ ଇଡି ଧରି ପକାଇଛି । ଆଉ ଗଭୀର ରୁ ଅତି ଗଭୀର କଥା ଉପରେ ଆଲୋଚନା କରିବାରେ ଲାଗିଛି । କିପରି ସମସ୍ତେ ମିଶି ଲୋକ ମାନଙ୍କୁ ନିଜ ନାଗ ଫା-ଶରେ ଫ-ସାଇ ଦେଉଥିଲେ ଆଉ ସେମାନଙ୍କ ସହିତ ସ-ମ୍ପର୍କ ରଖି ଭିଡିଓ କରି ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରି ଚାଲିଥିଲେ ।

ତେବେ ଏବେ ଇଡି ନଜର ପକାଇଛି ଅର୍ଚ୍ଚନା ନାଗଙ୍କ ଦାମୀ ଏଣ୍ଡେଭର କାର୍ ଉପରେ । କୁଆଡେ ଗଲା ସେ ଦାମୀ ଏଣ୍ଡେଭର କାର୍ । କେଉଁଠୁ ଆଣିଥିଲେ ସେହି କାର । ଯାହାର ଦାମ୍ ଥିଲା ୪୦ ଲକ୍ଷରୁ ଅଧିକ ଟଙ୍କା । କିଏ ଏତେ ଟଙ୍କା ଦେଇ ଅର୍ଚ୍ଚନାଙ୍କୁ ଏହି ଦାମୀ କାର ଉପହାର ଦେଇଥିଲେ । ଯାହାକୁ ନେଇ ଅର୍ଚ୍ଚନା ଏତେ ଆରାମରେ ବୁଲି ଚାଲିଥିଲେ । ଆଉ ଇଡି ବର୍ତ୍ତମାନ ତାହାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛି । କିଏ ସେହି କାର ଲୁ-ଚାଇ ଦେଲା । କାହିଁକି ଇଡି ସେହି କାର ଖୋଜି ପାଉନାହିଁ ।

ଏହା ମଧ୍ୟରେ ଆଲୋଚନା ହେଉଛି କି , କାର ଲୁଚା-ଇବା ପାଇଁ ଅର୍ଚ୍ଚନା ର ସ୍ଵାମୀ ଜଗବନ୍ଧୁଙ୍କୁ ଅନେକ ସମୟ ଦିଆ ଯାଇଥିଲା । ଯେଉଁ ସମୟରେ ସେ କାର ଲୁ-ଚାଇ ଦେଇଛନ୍ତି । ଆହୁରି କୁହାଯାଉଛି କି , ଯେଉଁ ନେତା କି ମନ୍ତ୍ରୀ ଏହି କାର ଅର୍ଚ୍ଚନା ଙ୍କୁ ଦେଇଥିଲେ , ଅର୍ଚ୍ଚନା ଗିର-ଫ ହେବା ପର ଠାରୁ ସେହି କାର ତାଙ୍କ ଠାରୁ ନେଇ ଯାଇଥିଲେ । କିନ୍ତୁ ପରେ ଇଡିର ତ-ଦନ୍ତ ପରେ ସେହି କାର କଥା ସାମ୍ନାକୁ ଆସିଥିଲା । ଅର୍ଚ୍ଚନା ଗି-ରଫ ହେବା ପର ଠାରୁ ଅନେକ ପ୍ରମାଣ ପତ୍ର ନ-ଷ୍ଟ କରି ଦିଆଯାଇଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *