କଲେଜ ପଛପଟେ ବିବାହ କଲେ କଲେଜର ଦୁଇ ଯୁବକ ଯୁବତୀ । ଆଉ ଭିଡ଼ିଓ ଭାଇରଲ ହେବା ପରେ ପ୍ରିନ୍ସପାଲ …….

ଦୁନିଆରେ ସ୍କୁଲ କିମ୍ବା କଲେଜ କାହିଁକି ରହିଛି ? କଣ ତାହା ବାହାଘର ପାଇଁ ? କାହିଁକି ନା ଆଜିକାଲିର ଯୁବପିଢ଼ି ସ୍କୁଲ କଲେଜକୁ ଆଖଡ଼ା ବନାଇ ସାରିଲେଣି । କେଉଁଠି କିଏ ସ୍କୁଲର ଛାତ ଉପରେ ଯାଇ ରିଲସ ବନାଇଲାଣି ତ କିଏ ସ୍କୁଲ ପଛପଟେ ଯାଇ କାହାକୁ ବିବାହ କରିଲାଣି । ଆଉ ଅଭଳି ଏକ ଘ-ଟଣା ନୟାଗଡ଼ ଜିଲ୍ଲାର ଏକ ସ୍କୁଲଟେ ଦେଖିବାକୁ ମିଳିଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ଭାଇରଲ ହୋଇଥିବା ଭିଡ଼ିଓ ଅନୁଯାୟୀ ଜଣେ ଯୁବକ ଜଣେ ଯୁବତୀଙ୍କୁ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ବିବାହ କରିଥିବାର ଦେଖିବାକୁ ମିଳିଛି ।

ତେବେ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଘଟି ଯାଇଛି ଏହି ଭଳି ଏକ ଲ-ଜ୍ଜାଜ-ନକ ଘ-ଟଣା । ଆଉ ଯେଉଁଠି କୁହାଯାଉଛି କି ସେହି କଲେଜ ରେ ଅଧୟନ କରୁଥିବା ଥିବା +2 ଛାତ୍ର ଛାତ୍ରୀ କଲେଜ ପଛରେ ବିବାହ କରିଛନ୍ତି । ସେମାନଙ୍କ ସମେତ ଅନ୍ୟ ତିନି ଜଣ ଛାତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।

ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେ ଛାତ୍ର ଜଣଙ୍କ ପ୍ରଥମେ ଛାତ୍ରୀ ଙ୍କୁ ସିନ୍ଦୁର ପିନ୍ଧାଇ ଥିଲେ ଓ ପରେ ହାତରେ ଶଙ୍ଖା ମଧ୍ୟ ପିନ୍ଧାଇଥିଲେ । ଆଉ ପରେ ପାଖରେ ଛିଡା ହୋଇଥିବା ଅନ୍ୟ ଛାତ୍ରୀ ମାନଙ୍କ ପାଖରୁ ଆଶୀର୍ବାଦ ମଧ୍ୟ ନେଉଛି , ଯେଉଁଠି ଅନ୍ୟ ଜଣେ ଛାତ୍ରୀ ତାଙ୍କୁ 6 ଟି ଛୁଆଁ ଜନ୍ମ କରିବାର ଆଶୀର୍ବାଦ ଦେଉଛି ।

ତେବେ ଏହି ଭଳି ଏକ ଘ-ଟଣା ଭାଇରାଲ ହେବା ପରେ କଲେଜ ର ପ୍ରିନ୍ସିପାଲ ଙ୍କ ପାଖରେ ଏହି ଭିଡ଼ିଓ ଟି ପହଞ୍ଚିଥିବା ପରେ ପ୍ରିନ୍ସିପାଲ ଏହା ଉପରେ ପ୍ରତି-କ୍ରିୟା ରଖିବା ସହିତ କଲେଜ ଇଉନି ଫୋର୍ମ କୁ ପିନ୍ଧି ଏହି ଭଳି ଏକ କାର୍ଯ୍ୟ କଲେଜ ପରିସର ମଧ୍ୟରେ କରାଯାଇଥିବାରୁ ତାହା ଉପରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ପ୍ରିନ୍ସପାଲଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହି ଘ-ଟଣା କୁ ନେଇ ଏକ କମିଟି ମଧ୍ୟ ଡ଼କା ଯାଇଛି , ଯେଉଁଥି ପାଇଁ ଫୋଟ ଓ ରୋଲ ନମ୍ବର କୁ ଚି଼ହ୍ନଟ କରାଯାଇ କମିଟିକୁ ଉକ୍ତ ଭିଡ଼ିଓ ସହିତ ଜଡ଼ିତ ସମସ୍ତ ଛାତ୍ରଛାତ୍ରୀ ଏବଂ ଅବିଭାବକଙ୍କୁ ମଧ୍ୟ ଡକାଯାଇଛି । ତେବେ କଲେଜ ଭିତରେ ଏଭଳି କାର୍ଯ୍ୟ , ତାହା ପୁଣି କଲେଜ ୟୁନିଫର୍ମରେ କରିଥିବାରୁ ତାହାର କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପ୍ରିନ୍ସପାଲ ।

Leave a Reply

Your email address will not be published. Required fields are marked *