ଏହି ଫିଲ୍ମରୁ ଅଫର ଆସିଲା ଦୀପାଞ୍ଜଳୀ ଓ ରାଜେନ୍ଦ୍ରଙ୍କ ପାଖକୁ ।

ଏବେ ଅନେକ ଫିଲ୍ମ୍ ଆଉ ଅନେକ ସୀରିଏଲ ରୁ ଅଫର ଆସିଛି ଦୀପାଞ୍ଜଳୀ ଓ ରାଞ୍ଜେନ୍ଦ୍ରଙ୍କ ପାଖକୁ । ହେଲେ ଦୀପାଞ୍ଜଲି ଆଉ ରାଞ୍ଜେନ୍ଦ୍ର ଫିଲ୍ମ୍ କରିବେ ନାହିଁ ବୋଲି ରୋକ ଠୋକ୍ ମନା କରିଦେଇଛନ୍ତି । ଦୁହିଁଙ୍କ ଇଚ୍ଛା ଏକ ବଡ ୟୁଟବର୍ ହୋଇ ଓଡ଼ିଶାରେ ୟୁଟବରେ ରାଜ୍ କରୁଥିବା ରୁପା ପିଣ୍ଟୁ ଙ୍କ ଭଳି ରାଜ୍ କରିବେ । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ବାପା ମାଙ୍କ ସ୍ଵପ୍ନ ପୂରଣ କରିବେ । ହେଲେ କାହିଁକି ସେମାନେ ସିନେମା ଦୁନିଆରେ ପାଦ ଥାପିବେ ନାହିଁ ଆସନ୍ତୁ ଜାଣିବା ।

ଦୀପାଞ୍ଜଳୀ ଓ ରାଜେଦ୍ର ଘରର ବଡ ପୁଅ ବୋହୁ ହୋଇଥିବା ବେଳେ ପରିବାର ପାଇଁ ତାଙ୍କ ଆଖିରେ ଅଛି ଆଖିଏ ସ୍ଵପ୍ନ । ବଡ ବୋହୁ ଭାବରେ ଦୀପାଞ୍ଜଳୀ ପରିବାର କଥା ବୁଝିବେ ଘରର ସମସ୍ତ ଦାୟିତ୍ବ ନେଇ ପରିବାର କିପରି ଖୁସିରେ କ-ଟିବ ସେ କଥା ବୁଝିବେ । ଶାଶୁ ଶଶୁର ପରିବାର ଲୋକେ ତାଙ୍କ ପାଖରୁ ଯାହା ଆସା କରନ୍ତି ତାହା ପୂରଣ କରିବେ । କାରଣ ପରିବାର ଲୋକେ ଦୀପାଞ୍ଜଳୀଙ୍କୁ ବେଶ୍ ଅଧିକ ଭଲ ପାଇବା ଦେଉଛନ୍ତି ।

ତେବେ ଲକ୍ଷ୍ମୀ ବରାହ ମନ୍ଦିରରୁ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିବା ବେଳେ । ଦୁହେଁ ନିଜର ପ୍ରେମକୁ ସେହି ଲକ୍ଷ୍ମୀ ବରାହ ମନ୍ଦିରରେ ହିଁ ସାକାର କରିଥିଲେ । ଆଉ ଏହା ପରେ ଗୋଟିଏ ପଟେ ଶୁ-ଦ୍ଧିକ୍ରିୟା ହେଉଥିବା ବେଳେ ଅନ୍ୟ ପଟେ ପଡୁଥିଲା ହାତ ଗଣ୍ଠି । ଆଉ ଏହି ଘ-ଟଣା ସାରା ଓଡ଼ିଶାରେ ବେଶ୍ ଚର୍ଚ୍ଚାର ପରିସରକୁ ଆସିବା ପରେ । ଏହି ଘଟଣାକୁ ନେଇ ଅନେକ ଜଣ ଅନେକ କଥା କହିଥିଲେ ।

ତେବେ ବର୍ତ୍ତମାନ ଦୁହେଁ ଏକ ୟୁଟବ୍ ଚ୍ୟାନେଲ କରି ୟୁଟୁବ ଚାନେଲ ରେ ରାଜ୍ କରୁଥିବା ବେଳେ ଆଗକୁ ବହୁତ୍ ବଡ ୟୁତୁବର ହେବାକୁ ଦୁହେଁ ଲକ୍ଷ ରଖିଛନ୍ତି । ଦୀପାଞ୍ଜଳୀ କହିଛନ୍ତି ମୁଁ ହିରୋଇନ୍ ହେବି ନାହିଁ ମୁଁ ଗୋଟେ ବଡ ୟୁଟୁବର୍ ହେବି । ଆଉ ଏହି ଘଟ-ଣା ପରେ ସମସ୍ତେ ବେଶ୍ ଚାତକ ଭଳି ଚାହିଁ ରହୁଛନ୍ତି କେବେ ନୂଆ ନୂଆ ଭିଡିଓ ଆସିବ ୟୁଟୁବ ରେ ।

Leave a Reply

Your email address will not be published. Required fields are marked *