ପାଞ୍ଜିକାରେ ଲେଖା ଥିଲା ବାହାନଗାରେ ଘଟିବ ରେଳ ଦୁର୍ଘ-ଟଣା ।

ସେ ଦିନ ଅଶୁଭ ଶୁକ୍ରବାରରେ ଉଯୁଡ଼ି ଗଲା ଅନେକ ସଜଡ଼ା,ହସ ଖୁସିର ପରିବାର । ଯେଉଁ ପରିବାରରେ ଖୁସିର ଲ-ହରୀ ଖେଳି ଯାଉଥିଲା ସେହି ପରିବାର ଆଜି ନିସ୍ତବ୍ଧ ପାଲଟି ଯାଇଛି । ଗୋଟିଏ କି ଦୁଇଟି ନୁହେ ଅନେକ ପରିବାର ଉଯୁଡି ଯାଇଛି ବାହାନଗା ଟ୍ରେନ ଦୁର୍ଘ-ଟଣାରେ ହେଲେ ବନ୍ଧୁଗଣ ଏବେ ଟ୍ରେନ ଦୁର୍ଘ-ଟଣା ଘଟି ଯିବା ପରେ ଅନେକ କଥା ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ବେଶ୍ ଚର୍ଚ୍ଚା ହେଉଛି କି ରେଳ ଦୁର୍ଘ-ଟଣା ଘଟିବା ନେଇ ପାଂଜିକାରେ ପୂର୍ବରୁ ଲେଖା ହୋଇଥିଲା । ବିଜ୍ଞାନ ଯୁଗରେ ଯଦିଓ ଆମେ ମଧ୍ୟ ପାଞ୍ଜିକାକୁ ବିଶ୍ୱାସ କରୁ ନାହୁଁ ହେଲେ ତଥାପି ଲୋକଙ୍କ ଆଲୋଚନା ଓ ଦାବି ମନରେ କେଉଁଠି ନା କେଉଁଠି ପ୍ରଶ୍ନ ବାଚି ସୃଷ୍ଟି କରୁଛି କି ସତରେ କଣ ଟ୍ରେନ ଦୁର୍ଘ-ଟଣା ଘଟିବା ନେଇ ଜାଣିଥିଲେ ଜ୍ୟୋତିଷ ।

ବିଜ୍ଞାନ ସତ ନା ଜ୍ୟୋତିଷ ସତ । ଯଦି ବାସ୍ତବରେ ଏହା ପାଞ୍ଜୀକାରେ ଲେଖା ଥିଲା ତେବେ କାହିଁକି ଜ୍ୟୋତିଷ ଜାଣିବା ପୂର୍ବରୁ ବିଜ୍ଞାନ ଜାଣି ପାରିଲା ନାହିଁ । ବିଜ୍ଞାନ ଆଉ ଜ୍ୟୋତିଷ କୁ ନେଇ ଯେଉଁ ଆଲୋଚନା ହେଉଛି ଏବେ କିଛି ଲୋକେ ଏହା ମଧ୍ୟ କହିବା ଆରମ୍ଭ କଲେଣି କି ବିଜ୍ଞାନ ଦିନେ ହାରିବ ଆଉ ଜ୍ୟୋତିଷ ଜିତିବ । ସେପଟେ ଏହି ବାହାନଗା ଟ୍ରେନ ଦୁର୍ଘ-ଟଣା ପରେ ଜ୍ୟୋତିଷ ମାନେ ଦାବି କରୁଛନ୍ତି କି କୁଆଡେ ଏପରି ଦୁର୍ଘ-ଟଣା ଘଟିବା ନେଇ ପୂର୍ବରୁ ପାଞ୍ଜିରେ ଲେଖା ଥିଲା । ତେବେ କେବଳ ଏତିକି ନୁହେଁ ପାଞ୍ଜିକାରେ ଲେଖା ଅଛି ଉପକୂଳ ଅଞ୍ଚଳରେ ଦୈନ ଦିନ ଅନେକ ଦୁର୍ଘ-ଟଣା ଘଟିବ ଆଉ ଯାହା ଫଳରେ ଲୋକଙ୍କ ନା ନା କ୍ଷ-ତି ଘଟିବ ।

ଏହି ସବୁ ଦୁର୍ଘ-ଟଣା ସରକାରଙ୍କୁ ମଧ୍ୟ ଅଡ଼ୁଆରେ ପକାଇବ । ଆଉ ଆପଣ ମାନେ ଜାଣିଥିବେ ଯେତେବେଳେ ବାହାନଗା ଟ୍ରେନ ଦୁର୍ଘ-ଟଣା ଗସ୍ତ ହୋଇଥିଲା ସେତେବେଳେ ବି-ରୋଧୀ ମାନେ ଟୁମ୍ବି ତୋଫାନ କରିଥିଲେ । କେହି କେହି ଏଥି ପାଇଁ ସରକାରଙ୍କୁ ଦାୟୀ ମଧ୍ୟ କରୁଥିଲେ । ହେଲେ ବନ୍ଧୁଗଣ କଥା ଏହି ଠାରେ ଅଟକିଛି କି ଆଜିର ଏହି ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ଜାଗା କିଣି ପାରୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ର ପାଞ୍ଜିକାରେ ଯାହା ଲେଖି ଯାଇଥିଲା ତାହା କେତେ ସତ । ଏ ପ୍ରଶ୍ନ ଆମ ମନରେ ନୁହେଁ ଏ ପ୍ରଶ୍ନ ଉଙ୍କି ମା-ରୁଛି ବିଜ୍ଞାନ କୁ ବିଶ୍ୱାସ କରୁଥିବା ଓ ବିଜ୍ଞାନ ସାଥିରେ ତାଳ ଦେଇ ଆଗକୁ ବଢୁଥିବା ବ୍ୟକ୍ତିମାନଙ୍କର ମନରେ ।

ସେପଟେ କେହି କେହି କହୁଛନ୍ତି କି ଟ୍ରେନ ଦୁର୍ଘ-ଟଣା ଘଟିଯିବା ପରେ ଅନେକ କିଛି କଥା ଲୋକେ ଆଲୋଚନା କରୁଛନ୍ତି । କେହି କେହି କହୁଛନ୍ତି କି ତେନ୍ତୁଲି ଗଛ କଟା ହେଲା ବୋଲି ଅତୃପ୍ତ ଆତ୍ମା ମାନଙ୍କ ପାଇଁ ଘଟି ଗଲା ଏପରି ଟ୍ରେନ ଦୁର୍ଘ-ଟଣା । ଆଉ କେହି କେହି କହୁଛନ୍ତି କି ଟ୍ରେନ ଦୁର୍ଘ-ଟଣା ଘଟିବା ନେଇ ହୋଇଥିଲା ପୂର୍ବରୁ ପାଞ୍ଜିକାରେ ଲେଖା । କିଏ କହୁଛି ଟ୍ରେନ ଦୁର୍ଘ-ଟଣା ପଛରେ ରହିଛି ଷ-ଡ଼ଯ-ନ୍ତ୍ରର ଗନ୍ଧ । ତେବେ ଟ୍ରେନ ଦୁର୍ଘ-ଟଣା ପରେ ଅନେକ କଥା ସାମ୍ନାକୁ ଆସୁଥିବା ବେଳେ ବାସ୍ତବରେ ସତ କଣ ତାହା କେବଳ ସାମ୍ନାକୁ ଆସିବ ଯେତେବେଳେ ସିବିଆଇ ତ-ଦନ୍ତ ସାରି ରି-ପୋର୍ଟ ଦାଖଲ କରିବ । ଏହି ଆଲୋଚନାରେ ସେତେବେଳେ ପୂର୍ନଛେଦ ପଡ଼ିବ ଯେତେବେଳେ ସିବିଆଇର ତ-ଦନ୍ତ ଶେଷ ହେବ ।

Leave a Reply

Your email address will not be published. Required fields are marked *