ଜଣା ପଡ଼ିଲା କରମଣ୍ଡଳ ଦୁର୍ଘ-ଟଣାର ରହସ୍ୟ, ତେନ୍ତୁଳି ଗଛ କଟା ହେବାରୁ ଏମିତି କିଛି ହେଇଛି ବୋଲି କହିଲେ ମହିଳା।

ଆଜିକାଲି ଦିନକୁ ଦିନ ଗୁଣି ଗାରେଡ଼ି ଏବଂ ଅନ୍ଧ ବିଶ୍ବାସର ପ୍ରଭାବ ବଢିବାରେ ଲାଗିଛି। କେତେବେଳେ କିଏ ରୋଗରୁ ଭଲ ହେବାପାଇଁ ଡ଼ାକ୍ତର ପାଖକୁ ନ ଯାଇ ଗୁଣିଆ ପାଖକୁ ଯାଉଛି ତ କେତେବେଳେ କିଏ କିଛି କାମ ଭଲରେ ଭଲରେ ହେବାପାଇଁ ଗୁଣିଆ ପାଖକୁ ଯାଇ ତା-ନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେଉଛି।

ଅନେକ ଲୋକ ଏମିତି ଅନ୍ଧ ବିଶ୍ବାସକୁ ମାନିନେବା ବେଳେ ଆଉ କେତେକ ଲୋକ ଗୁଣି ଗାରେଡ଼ି, ଆତ୍ମା ପରମଆତ୍ମା ଭଳି କିଛି ଅନ୍ଧବିଶ୍ବାସକୁ ବିଶ୍ଵାସ କରନ୍ତିନି। କିନ୍ତୁ ବେଳେ ଏମିତି କିଛି ଆମ ଆଖି ଆଗରେ ଘଟି ଯାଏ ଯାହାକୁ ଦେଖିଲା ପରେ ଆମକୁ ଲାଗେ ଏ ସବୁ କେବଳ ଅନ୍ଧ ବିଶ୍ବାସ ପାଇଁ ହେଇଛି।

ଗତ ଶୁକ୍ରବାର ଦିନ କରମଣ୍ଡଳର ଛାତି ଥରା ଦୁର୍ଘ-ଟଣା ପରେ ରାଜ୍ୟ ସରକାର ସିବିଆଇଙ୍କୁ ଘଟ-ଣାର ତ-ଦନ୍ତ କରିବା ପାଇଁ ଅନୁମତି ଦେଇଥିଲା। କିନ୍ତୁ ଘଟ-ଣାର ତ-ଦନ୍ତ ଆରମ୍ଭ ହେବା ପୂର୍ବରୁ ରେଲୱେ ଲାଇନ ପାଖରେ ରହୁଥିବା ଜଣେ ମହିଳା କହିଛନ୍ତି ଦୁର୍ଘ-ଟଣା କେବଳ ତେନ୍ତୁଳି ଗଛ ପାଇଁ ହେଇଛି। ରେଲୱେ ଲାଇନକୁ ଲାଗି ଗୋଟେ ତେନ୍ତୁଳି ଗଛ ଥିଲା। ସେଇ ତେନ୍ତୁଳି ଗଛ ମୋ ଜେଜେଙ୍କର ଜେଜେ ଅମଳରୁ ଅଛି।

ଆମେ ତାଙ୍କ ପାଖରୁ ଶୁଣିଛୁ ତେନ୍ତୁଳି ଗଛରେ ଆତ୍ମା ରୁହେ। ଏ କଥା ସମସ୍ତେ ଜାଣିଛନ୍ତି। ଯେତେ ବାତ୍ୟା ପବନ ଆସିଲେ ବି ସେ ଗଛର କିଛି ହୁଏନି କିନ୍ତୁ ଗୁରୁବାର ଦିନ ସେ ଗଛକୁ ରେଲୱେ ଲୋକ ଆସି ପୁରା ମୂଳରୁ କା-ଟି ଦେଲେ ଆମେ ସମସ୍ତେ ମନା କରିଥିଲୁ କିନ୍ତୁ କେହି ଆମ କଥା ଶୁଣିଲେନି। ଗୁରୁବାର ଦିନ ତେନ୍ତୁଳି ଗଛ କ-ଟା ହେଲା ଶୁକ୍ରବାର ଦିନ ସନ୍ଧ୍ୟା ବେଳକୁ ଏତେ ବଡ଼ ଟ୍ରେନ୍ ଦୁର୍ଘ-ଟଣା ହେଇଗଲା। ଗଛରେ ଥିବା ଆତ୍ମାମାନଙ୍କ ପାଇଁ ଏମିତି ସବୁ ହେଇଛି।

Leave a Reply

Your email address will not be published. Required fields are marked *