ବାହାନଗା ବାସି ଆଣିଲେ ଅଭି-ଯୋଗ , ରାତି ହେଲେ ଡରାଉଛନ୍ତି ଭୂତ

ଟ୍ରେନ ଦୁର୍ଘ-ଟଣା କେତେ କେତେ ଲୋକଙ୍କ ଜୀବନ ବ-ର୍ବାଦ କରିଦେଲା । ସେଦିନ କରମଣ୍ଡଳ ସବୁକିଛି ଛାରଖାର କରି ରଖିଦେଲା । କେତେ କେତେ ପରିବାରକୁ ଉଜାଡି କରି ରଖିଦେଲା କରମଣ୍ଡଳ । ଆଉ ବର୍ତ୍ତମାନ ବାସ୍ ଆଖିରୁ ଲୁ-ହ ଝରାଇବା ଛଡ଼ା ଅନ୍ୟ ଉପାୟ ନାହିଁ । ସରକାରୀ ଆକଳନ ଅନୁଯାୟୀ , ଦୁର୍ଘ-ଟଣାରେ ୩୦୦ ଲୋକଙ୍କ ପ୍ରା-ଣ ହରାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକ ଯାହା ମତ ରଖିଛନ୍ତି , ତାହା ସମସ୍ତଙ୍କୁ ତାଜୁବ କରି ରଖି ଦେଇଛି । ଲୋକ ମାନେ ବାରମ୍ବାର ଏପରି କଥା କହି ଚାଲିଛନ୍ତି , କିନ୍ତୁ ସେମାନଙ୍କ କଥା କେହି ମାନିବାକୁ ନାରାଜ ।

ତେବେ ପୁଣିଥରେ ସେମାନେ ଆଉ ଏକ ବଡ ବ-ୟାନ ଦେଇଛନ୍ତି , ଯାହା ବିଷୟରେ ଶୁଣିବା ପରେ ଆପଣ ଟିକିଏ ଭ-ୟଭୀ-ତ ହୋଇ ଯାଇପାରନ୍ତି । ତେବେ କଥାଟି କେତେ ସତ କେବଳ ସେହି ଗ୍ରାମବାସୀ ମାନେ ଜାଣି ଥାଇ ପାରନ୍ତି , କିନ୍ତୁ କଥାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହା ମନର ଭ୍ରମ ହୋଇ ଥାଇପାରେ କାହିଁକି ନା ଆଜିକାଲିର ଅନ୍ଧବିଶ୍ୱାସ ଜଗତରେ ଏହା ମଧ୍ୟ ଏକ ଅନ୍ଧବିଶ୍ବାସ ହୋଇ ଥାଇପାରେ । ତେବେ ପ୍ରକୃତ କଥାଟି ହେଉଛି , ବାହନଗା ବଜାର ନିକଟରେ ରହୁଥିବା ଲୋକ ମାନେ କହୁଛନ୍ତି କି , ବର୍ତ୍ତମାନ ସମୟରେ ଭୂତ ବୁଲୁଛି ।

ଏତେ ଲୋକ ଯେଉଁ ମରିଥିଲେ , ସେମାନେ ତ ନିଶ୍ଚିତ ଭୂତ ହୋଇ ବୁଲିବେ । ତାଙ୍କ ଆତ୍ମା ଅତୃପ୍ତ ଆତ୍ମା ହୋଇ ବୁଲୁଛି । କାହିଁକି ନା ସେମାନଙ୍କର ଅନେକ ଇଚ୍ଛା ଆଉ ଆଶା ଉଦ୍ଦୀପନା ରହିଥିଲା କିନ୍ତୁ ସେ ସବୁ ପୂରଣ ହେବା ଆଗରୁ ସବୁକିଛି ସରିଗଲା । ତେବେ ଏଥିପାଇଁ ଲୋକ ମାନେ ବେଶୀ ସ-ନ୍ଦେହ କରୁଛନ୍ତି । ଅନ୍ୟ ପକ୍ଷରେ ଲୋକ ମାନେ କହୁଛନ୍ତି କି , ସନ୍ଧ୍ୟା ହେଲେ ତାଙ୍କ ଦାଣ୍ଡ କବାଟ ଆପେ ଆପେ ପଡ଼ି ଯାଉଛି ଆଉ ଅଜବ ଶବ୍ଦ ମଧ୍ୟ ହେଉଛି । ଯେଉଁ ବାହନଗା ସ୍କୁଲରେ ସେମାନଙ୍କ ଶ-ବ ରଖା ଯାଇଥିଲା , ସେହି ସ୍କୁଲ ମଧ୍ୟରୁ କାହାର କା-ନ୍ଦ ଶୁଭା ଯାଉଛି ।

ଆଉ ଯାହା ଶୁଣିବା ପରେ ଗ୍ରାମବାସୀ ମାନେ ଭ-ୟଭୀ-ତ ହୋଇ ଯାଉଛନ୍ତି । ଆଉ ସନ୍ଧ୍ୟା ହେଲେ ବାହାରକୁ ବାହାରିବା ଛାଡି ଦେଇଛନ୍ତି ସେମାନେ । ଅନ୍ୟ ପକ୍ଷରେ ସେମାନେ ଆଉ ଗୋଟିଏ ଅଭି-ଯୋଗ କରୁଛନ୍ତି କି , ଅତ୍ୟନ୍ତ ଦୁ-ର୍ଗନ୍ଧ ଟ୍ରେନ ପାଖରୁ ଆସୁଅଛି । କାହିଁକି ନା ସେମାନେ ସ-ନ୍ଦେହ କରୁଛନ୍ତି କି , ସେଦିନ ଆଉ ଗୋଟିଏ ବଗି ଉଠା ହୋଇନାହିଁ । ବୋଧ ହୁଏ ସେଥିରେ ମୃ-ତଦେ-ହ ରହି ଯାଇ ଥାଇପାରେ । ତେଣୁ ତାହା ପଚି ଯାଇ ସେଥିରୁ ଗନ୍ଧ ଆସୁଛି । ତେଣୁ ଗ୍ରାମବାସୀ ମାନେ ଏହାର ତ-ଦନ୍ତ କରିବାକୁ କହିଛନ୍ତି । ନଚେତ୍ ସେମାନେ ଧାରଣା ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *