ଆଜିର ଝିଅ ମାନେ ଗୋଟେ ପୁଅ ପାଖରେ ରହିବାକୁ ଚାହୁଁ ନାହାଁନ୍ତି, ୩-୪ ଟା ପ୍ରେମିକ ଯିବା ପରେ ୫ ନମ୍ବର ପ୍ରେମିକ କରିବାର ଏବେ ଟ୍ରେଣ୍ଡ ଚାଲିଛି।

ଆଜିକାଲିର ପିଲାଙ୍କ ପାଇଁ ବାହାଘର ଏବଂ ଭଲ ପାଇବା ହେଉଛି ଏକ ଖେଳଘର। ସାର୍ଟ ପ୍ୟାଂଟ ବଦଳେଇବା ପରି ଆଜିକାଲି ଝିଅ ଏବଂ ପୁଅ ମାନେ ସ୍ବାମୀ ସ୍ତ୍ରୀ ବଦଳାଉଛନ୍ତି। ହଁ ଆଜ୍ଞା ଏବେ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ବାହା ହେଇ ଦ୍ୱିତୀୟ ସ୍ବାମୀ କରିବାର ଟ୍ରେଣ୍ଡ ଚାଲିଛି। ସେଥିପାଇଁ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ଅଭିନେତା ଶୁଭମ୍ ପ୍ରଧାନ ଆଜିକାଲି ଝିଅ ମାନଙ୍କ ବିଷୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଆଜିର ସମାଜ ବହୁତ୍ କଳୁ-ଷିତ ହେଇ ଗଲାଣି। ଆଜିକାଲି ଝିଅ ମାନେ କେବଳ ନିଜ ଖୁସି ପାଇଁ ଜଣଙ୍କୁ ଛାଡି ଆଉ ଜଣଙ୍କୁ ବାହା ହେଉଛନ୍ତି। ତମେ ନିଉଜ୍ ରେ ଦେଖ ସବୁଦିନ ଖବର ଆସୁଛି ବୋହୂ ସହ ଶ୍ଵଶୁରର ଶାରୀ-ରିକ ସ-ମ୍ପର୍କ, ଭାଇ ସହ ଭଉଣୀର ଏମିତି କେତେ କଥା ଅମର ଏ କଳୁ-ଷିତ ସମାଜରେ ଘଟି ଚାଲିଛି।

ମଣିଷର ହିନ ମାନସିକତା ହିଁ ଆଜିର ସମାଜକୁ ନ-ଷ୍ଟ କରିଦେଉଛି। ନିଜକୁ ଭଲ କହୁଥିବା ଲୋକ ନିଜ ତଳେ ଆଉ ଗୋଟେ ଚେହେରା ଲୁ-ଚେଇ ରଖୁଛନ୍ତି। ଆଜିକାଲି ସମସ୍ତଙ୍କ ଭଦ୍ର ମୁଖା ତଳେ ଅଭଦ୍ର ଲୁ-ଚି ରହିଛି। କାହାରି ଚରିତ୍ର ଠିକ୍ ନାହିଁ।

କୁହାଯାଏ ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର। ସେଥିପାଇଁ ତମେ ଯଦି ଆଜିର ଦିନ ରେ ଗୋଟେ ଭଲ ଚରିତ୍ରବାନ ଝିଅ ଖୋଜିବ ତେବେ ଆପଣଙ୍କୁ ବହୁତ୍ କମ୍ ଝିଅ ସେମିତି ମିଳିବେ। ଝିଅମାନେ ଏବେ ଦୁଇ ତିନିଦିନ ଭଲ ପାଇବା ପରେ ପ୍ରେମିକ ସହ ଶାରୀ-ରିକ ସ-ମ୍ପର୍କ ରଖିବାକୁ ରାଜି ହେଇ ଯାଉଛନ୍ତି

ଆଉ ସବୁ କିଛି ସାରିବା ପରେ ଯେତେବେଳେ ସେ ପୁଅ ସହ ଆଉ ପଡୁନି ସେତେବେଳେ ସେ ଆଉ ଜଣଙ୍କୁ ନିଜ ପ୍ରେମ ଜା-ଲରେ ଫ-ସେଇ ଦେଉଛନ୍ତି। ଏବେ ତମେ ବହୁତ୍ କମ୍ ଝିଅ ପାଇବ ଯାହାର ୩-୪ ଟା ପ୍ରେମିକ ଯିବା ପରେ ୫ ନମ୍ବର ପ୍ରେମିକ ନଥିବ।

ଆଜିର ଝିଅମାନେ ସ୍ଵାଧୀନତା ଆଳରେ ରହି କୁକ-ର୍ମ କରୁଛନ୍ତି। ଏବେ ପିଲାମାନେ ଆଉ ହଷ୍ଟେଲରେ ରହିବାକୁ ପସନ୍ଦ କରୁ ନାହାଁନ୍ତି। କାରଣ ହଷ୍ଟେଲର ଗେଟ୍ ରାତି ୮-୯ ଟାରୁ ବନ୍ଦ ହେଇ ଯାଉଛି। ଆଉ ସେମାନେ ବାହାରେ ଟୋକା ମାନଙ୍କ ସହ ବୁଲି ପାରୁ ନାହାଁନ୍ତି ସେଥିପାଇଁ ସେମାନେ ନିଜସ୍ଵ ଘର ଭଡ଼ା ନେଇ କଟକ, ଭୁବନେଶ୍ଵର ଏବଂ ଘର ଠାରୁ ଅନେକ ଦୂରରେ ବାହାରେ ରହୁଛନ୍ତି।

ଖାଲି ଝିଅ ମାନେ ନୁହଁ ବରଂ ଏବେ ନବବିବାହିତା ବୋହୂ ମାନେ ମଧ୍ୟ ନିଜ ଘର ଛାଡ଼ି ଆସି ବାହାରେ ଘର ଭଡ଼ା କରି ରହୁଛନ୍ତି ଏବଂ ନିଜ ପୁରୁଣା ପ୍ରେମିକ କୁ ସ୍ବାମୀ ନଥିଲା ବେଳେ ରୁମ୍ କୁ ଡାକୁଛନ୍ତି।

ଏବେ ସ୍ବାମୀମାନେ ନିଜ ସ୍ତ୍ରୀକୁ ନିଜ ଘରେ ମଧ୍ୟ ରଖିବା ପାଇଁ ସୁର-କ୍ଷିତ ମନେ କରୁ ନାହାନ୍ତି। କାରଣ ଅଟେ ସବୁ କଥା ଜାଣିବା ପରେ ସେମାନେ ନିଜ ବାପା, ଭାଇ ଉପରେ ଭରସା କରି ପାରୁନାହାନ୍ତି। ଆଜିକାଲି ମହିଳା ମାନେ ନିଜ ଅଫିସ୍ ଷ୍ଟାପ୍ ଙ୍କ ସହ ମଧ୍ୟ ଅନୈ-ତିକ ସ-ମ୍ପର୍କ ରଖୁଛନ୍ତି। ସେତେବେଳେ ସ୍ବାମୀଙ୍କୁ ପତି ପରମେଶ୍ବର ବୋଲି ଭାବି ପୂଜା କରନ୍ତି କିନ୍ତୁ ଏବେ ସ୍ବାମୀଙ୍କୁ କୁକୁର ଭାବୁଛନ୍ତି।

ସେଥିପାଇଁ ଆଜିକାଲି କୋଉ ଝିଅକୁ ଭରସା କରିବା କଥା ନୁହେଁ। ଯାହାର ଚରିତ୍ର ଖରାପ୍ ଥିବ ସେ କେବେ ବଦଳିବନି। ଖାଲି ମିଛାରେ କିଛି ଦିନ ଅଭିନୟ କରି ପାରିବ କିନ୍ତୁ ଚରିତ୍ରହୀନ ନାରୀ କେବେ ବଦଳିବନି। ସେଥିପାଇଁ ମୁଁ ଆଜିକାଲି ଟୋକା ମାନଙ୍କୁ କହିବି ଝିଅକୁ ଭଲ ପାଇ ବାହା ହେବା ପୂର୍ବରୁ ଆଗ ତା ଅତୀତ ବିଷୟରେ ଜାଣ ତାକୁ ନେଇ ମେଡିକାଲ ଟେଷ୍ଟ କରାଅ ତାପରେ ଯାଇ ବାହା ହୁଅ।

Leave a Reply

Your email address will not be published. Required fields are marked *