ଭିଡ଼ ଭିତରେ ଲୁ-ଚି ଦୀପିକାଙ୍କୁ ଖୋବି ଦେଉଛନ୍ତି ଏ ଯୁବକ !

ଗତକାଲି ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ପୁଣି ଆଉ ଥରେ ଦେଖିବାକୁ ମିଳିଥିଲା ତୁମୁଳ କା-ଣ୍ଡ । ବ୍ରହ୍ମପୁର ର କେ ଦୀପିକାଙ୍କୁ ନେଇ ଅନେକ ଦିନ ହେଲା ଥମିଯାଇଥିବା ଚର୍ଚ୍ଚା ଗତକାଲି ପୁଣି ଆରମ୍ଭ ହୋଇଛି । କେ ଦୀପିକାଙ୍କ ଦୋକାନ ଆଗରେ ଆଉ ଥରେ ଶହ ଶହ ମହିଳା ଏକଜୁଟ ହୋଇଛନ୍ତି । ଆପଣ ମାନେ ଜାଣିଥିବେ କେ ଦୀପିକା ହେଉଛନ୍ତି ସେହି ମହିଳା ଯିଏ ନିଜ ପୁଅକୁ ବାପାର ପରିଚୟ ଦେବା ପାଇଁ ଅନେକ ଦିନ ଧରି ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିଲେ ।

ନିଜ ସଙ୍ଖା ସିନ୍ଦୁର ପାଇଁ ଏକା ଏକା ଲ-ଢେଇ କରୁଥିଲେ ଆଉ ସେହି ଦୀପିକାଙ୍କ ସହ ଗତକାଲି ପୁଣିଥରେ ଘଟିଯାଇଛି କିଛି ଏପରି । ଗତକାଲି ବ୍ରହ୍ମପୁରରେ ପୁଣିଥରେ ଦୀପିକାଙ୍କ ଦୋକାନ ଆଗରେ ଶହ ଶହ ଲୋକେ ଜମା ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଭିଡ଼ ଭିତରର ସୁଯୋଗ ନେଇ ଜଣେ ଯୁବକ ଏହାର ଫାଇଦା ମଧ୍ୟ ଉଠାଇବାରେ ଲାଗିପଡିଥିଲେ । ହଁ ବନ୍ଧୁଗଣ ଗତକାଲି କେହି ଜଣେ ଦୀପକାଙ୍କୁ କ-ମେଣ୍ଟ ମା-ରିଥିଲେ । ଆଉ ଏତିକି ବେଳେ କ-ମେଣ୍ଟ ମା-ରିଥିବା ଯୁବକଙ୍କ ସହ ଦୀପିକାଙ୍କର ହୋଇଥିଲା ଘମାଘୋଟ ଲ-ଢେଇ ।

ଆଉ ଏହା ପରେ ଦୀପିକା କ-ମେଣ୍ଟ ମାରିଥିବା ଯୁବକଙ୍କୁ ବିଚ ରାସ୍ତାରେ ମା-ଡ଼ ମା-ରିବା ସହିତ ନିଜ ଦୋକାନରେ ଉକ୍ତ ଯୁବକଙ୍କୁ ବାନ୍ଧି ରଖିଥିଲେ । ଆଉ ଯେତେବେଳେ ସେହି ସ୍ଥାନରେ ଶହ ଶହ ଲୋକେ ଜମା ହୋଇଥିଲେ ଦୀପିକାଙ୍କୁ କ-ମେଣ୍ଟ ମା-ରିଥିବା ଯୁବକ ଜଣଙ୍କ ସହ ଦୀପିକାଙ୍କର ଝ-ଗଡା ହେଇଥିଲା । ଆଉ ଏହା ପରେ ଦୀପିକା ରା-ଗିଯାଇ ଯୁବକ ଜଣଙ୍କୁ ନି-ର୍ଧୁମ ମା-ଡ଼ ମା-ରିଥିଲେ । ଯୁବକ ଜଣଙ୍କ ନିଜକୁ ବଞ୍ଚାଇବାକୁ ଯାଇ କେବଳ କହୁଥିଲେ ଛାଡି ଦିଅ ଛାଡି ଦିଅ ।

ହେଲେ କ-ମେଣ୍ଟ ଶୁଣିବା ପରେ ରା-ଗରେ ନି-ଆଁ ହୋଇଯାଇଥିବା ଦୀପିକା କିନ୍ତୁ ଯୁବକଙ୍କୁ ଛାଡି ନଥିଲେ । ଗୋଟିଏ ପରେ ଗୋଟିଏ ମାଡ଼ ଯୁବକଙ୍କ ପିଠିକୁ ଅନେଇ ମା-ରି ଚାଲିଥିଲେ । ଯିଏ ଯେତେ ବୁଝାଇ ଥିଲେ ବି ଦୀପିକା ବୁଝିବା ପରିସ୍ଥିତିରେ ନଥିଲେ ।କାରଣ ଅନେକ ଦିନ ଏକା ଏକା ସଂ-ଘର୍ଷ କରି ଯେଉଁ ରା-ଗ ଦୀପିକାଙ୍କ ଭିତରେ ଥିଲା ତାହା ବାହାରକୁ ଆସିଛି ।

ଆଉ ଏହି ସମୟରେ ଦୀପିକା ଯେତେବେଳେ ଯୁବକଙ୍କ ସାଥୀରେ ଝ-ଗଡା କରୁଥିଲେ ସେତେବେଳେ ଆଉ ଜଣେ ଯୁବକ ଦୀପିକାଙ୍କୁ ପଛ ପଟୁ ଖୋବି ଦେଉଥିଲେ । ଯୁବକ ଜଣଙ୍କ ଏମିତି କରୁଥିବା ବେଳେ ଯୁବକ ଜଣଙ୍କ ଭାବୁଥିଲେ ତାଙ୍କୁ କେହି ଦେଖିପାରୁନାହାନ୍ତି । ହେଲେ କିନ୍ତୁ ଯୁବକ ଯେତେବେଳେ ପଛ ପଟୁ ଦୀପିକାଙ୍କୁ ଖୋବି ଦେଉଥିଲେ ସେତେବେଳେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା ଆଉ ଏହି ଭିଡର ଫାଇଦା ନେଇଥିଲେ ଆଉ ଜଣେ ଯୁବକ ପଛ ପଟୁ ହାତ ଗଳାଇ ଦୀପିକାଙ୍କ ପିଠିକୁ ଅନାଇ ଖୋବି ଦେଉଥିଲେ । ଆଉ ଏହି ଘ-ଟଣା କ୍ୟାମେରାରେ କ-ଏଦ ହୋଇଥିବା ବେଳେ ଲୋକେ କହୁଛନ୍ତି ଜାଣି ଜାଣି ଦୀପିକାଙ୍କୁ ଲୋକେ ହଇ-ରାଣ କରୁଛନ୍ତି ।

ସେପଟେ କ-ମେଣ୍ଟ ମା-ରିଥିବା ଯୁବକଙ୍କୁ ଦୀପିକା ନିଜ ଦୋକାନ ଭିତରେ ପୁରାଇ ବାହାରୁ ଲକ କରିଦେଇଥିଲେ । ଆଉ ଏହା ପରେ ପୋଲି-ସକୁ ଖବର ଦେଇଥିଲେ । ପୋ-ଲିସ ଆସି ଘଟ-ଣା ସ୍ଥଳରେ ପହଁଚିବା ପରେ ଦୀପିକା ସେହି ଯୁବକଙ୍କୁ ମା-ଡ଼ ପରେ ମା-ଡ଼ ମା-ରିଥିଲେ । ଆଉ ଦୀପିକା ଯେତେବେଳେ ଯୁବକଙ୍କୁ ମା-ଡ଼ ମା-ରୁଥିଲେ ଦୀପିକା ସେତେବେଳେ କହୁଥିଲେ ତୁ କଣ ମତେ ଶସ୍ତା ଭାବିଛୁ ଯେତେବେଳେ ଚାହିଁବୁ ସେତେବେଳେ କ-ମେଣ୍ଟ ମାରିବୁ । ଶେଷରେ ପୋ-ଲିସ ବୁଝା ସୁଝା କରିବା ପରେ ଘଟ-ଣାର ସମାଧାନ ହୋଇଥିଲା ।ଆଉ ଏହା ପରେ ଯେଉଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା ତାହା ଧୀରେ ଧୀରେ ଭାଙ୍ଗିଥିଲା ।

Leave a Reply

Your email address will not be published. Required fields are marked *