ବିବାହ ବନ୍ଧନରେ ବାନ୍ଧି ହେବା ଏକ ପବିତ୍ର ଜିନିଷ ହୋଇଥାଏ । ଏଥିରେ ଥରେ ମଣିଷ ବାନ୍ଧି ହୋଇଯିବା ପରେ ଖୁସିରେ ବଞ୍ଚିବା ଆରମ୍ଭ କରିଦିଏ । କିନ୍ତୁ ଆଜିକାଲିର ଦୁନିଆଁରେ ଏହି ପବିତ୍ର ବନ୍ଧନକୁ ଭାଙ୍ଗି-ବାରେ ଲୋକ ଲାଗି ପଡିଛନ୍ତି । ଜଣଙ୍କୁ ବିବାହ କରି ଆଉ ଜଣଙ୍କ ଆଡ଼କୁ ଆକ-ର୍ଷିତ ହୋଇ ଯାଉଛନ୍ତି କିମ୍ବା ଧୋ-କା ଦେବା ଆରମ୍ଭ କରି ଦେଉଛନ୍ତି । ଜଣଙ୍କୁ ବିବାହ କରି ମଧ୍ୟ ବାପା ମାଆଙ୍କ କଥାରେ ସେମାନେ ଆଉ ଜଣଙ୍କୁ ବିବାହ କରିବାକୁ ବି ରାଜି ହୋଇ ଯାଉଛନ୍ତି ।
ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ଖୋର୍ଦ୍ଧାରେ ଚହଳ ସୃଷ୍ଟି କରିଛି । ଅଶୋକ ନାମକ ଜଣେ ଯୁବକ ଅନୁଗୁଳ ଅଞ୍ଚଳର ପିଙ୍କି ନାମକ ଜଣେ ମହିଳାଙ୍କ ସହିତ ଭୁବନେଶ୍ୱରରେ ଦେଖା ହୋଇଥିଲା । ଦୁହିଁଙ୍କ ମଧ୍ୟରେ ଧୀରେ ଧିରେ ପ୍ରେମ ସମ୍ପ-ର୍କ ଗଢି ଉଠିଥିଲା । ଆଉ ଦୁହେଁ ତାପରେ ଶାରୀ-ରିକ ସଂ-ପର୍କ ରଖିଥିଲେ । ତେବେ ଖାଲି ଏତିକି ନୁହେଁ , ଦୁହେଁ ଏକ ଭଡା ଘରେ ସାତ ବର୍ଷ ଧରି ଲିଭ୍ ଇନ୍ ରେ ରହିଥିଲେ । ଆଉ ଦୁହେଁ ଏକଦା ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ । ତେବେ ଦୁହେଁ ଅଲଗା ଜାତିର ହୋଇଥିବାରୁ ଅଶୋକ ପିଙ୍କିଙ୍କୁ ଗ୍ରହଣ କରିବେ ବୋଲି ମଧ୍ୟ କଥା ଦେଇଥିଲେ ।
ଏହି ପ୍ରତି-ଶ୍ରୁତି ଦେଇ ଦୀର୍ଘ ସାତ ବର୍ଷ ହେଲା ଉଭୟ ଶାରୀ-ରିକ ସ-ମ୍ପର୍କ ରଖି ଚାଲିଥିଲେ । ଏହା ଭିତରେ ଅନେକ ଥର ପିଙ୍କି ଗର୍ଭ-ବତୀ ହୋଇ ଯାଇଥିଲେ । ଆଉ ଅଶୋକ ତାଙ୍କୁ ଔଷଧ ଖୁଆଇ ଦେଇ ଗ-ର୍ଭ ନ-ଷ୍ଟ କରି ଦେଉଥିଲେ । ଅଶୋକଙ୍କ ଘରେ ତଳ ଜାତିର ଝିଅକୁ ଗ୍ରହଣ କରିବାକୁ ଆଦୌ ରାଜି ନଥିଲେ । ସେଥିପାଇଁ ଦୁହେଁ ଏପଟେ ଖୁବ୍ ଖୁସିରେ ରହୁଥିଲେ । ତେବେ ଏମିତି ହଠାତ୍ କଣ ହୋଇ ଯାଇଥିଲା ଅଶୋକଙ୍କର , ସେ ପିଙ୍କିଙ୍କ ମୁଣ୍ଡ ତଳେ ୧୦,୦୦୦ ଟଙ୍କା ରଖି କୁଆଡେ ପଳାଇ ଯାଇଥିଲେ ।
ପିଙ୍କି ଯେତେ ଫୋନ୍ କଲେ ମଧ୍ୟ ସେ ତାଙ୍କ ଫୋନ୍ ଆଉ ଉଠାଇ ନଥିଲେ । ତେବେ ଏହାପରେ ପିଙ୍କି ବାଧ୍ୟ ହୋଇ ତାଙ୍କ ଘର ଆଗରେ ଧାରଣାରେ ବସିଥିଲେ । ଆଉ ଏହାପରେ ପୋ-ଲିସ ତାଙ୍କୁ ଉଠାଇ ନେଇ ଯାଇଥିଲା । ତେବେ ଗଣମାଧ୍ୟମରେ ପ୍ରସାରଣ ପରେ ପିଙ୍କୁଙ୍କୁ ପୋ-ଲିସ ଛାଡି ଦେଇଥିଲା ଆଉ ସେ ବର୍ତ୍ତମାନ ପୋ-ଲିସ ପାଖରେ ନ୍ୟା-ୟ ପାଇଁ ଅପେକ୍ଷା କରି ରହିଛନ୍ତି । ଅନ୍ୟ ପକ୍ଷରେ ଅଶୋକ ଫୋନ୍ କରି ତାଙ୍କୁ ଅନେକ ଗା-ଳି ଗୁ-ଳଜ କରିବାରେ ଲାଗିଛନ୍ତି । ବର୍ତ୍ତମାନ ବେସାହାରା ପିଙ୍କି କଣ କରିବେ ଜାଣି ପାରୁ ନାହାଁନ୍ତି ।