୨ ବର୍ଷ ପରେ ସ୍ୱାମୀର ବିଚ୍ଛେ-ଦରେ କା-ନ୍ଦି କା-ନ୍ଦି ଏପରି କହିଲେ ମହିଳା । କିନ୍ତୁ ସ୍ୱାମୀ ପର ସ୍ତ୍ରୀ ଚକ୍କରରେ ଜେ-ଲରେ

ବିବାହ ପରେ ଅନ୍ୟ ପୁରୁଷ କିମ୍ବା ଅନ୍ୟ ମହିଳା ସହିତ ସ-ମ୍ପର୍କ ରଖିବା ଭଳି ମାମଲା ଆଜିକାଲି ବଡ଼ ସମସ୍ୟା ହୋଇଥିଲେ ହେଁ ସାଧାରଣ ହୋଇ ଗଲାଣି । କାରଣ ଲୋକେ ନିଜର ଶାରୀ-ରିକ ତୃଷ୍ଣା ମେଣ୍ଟାଇବାକୁ ଏପରି ରାସ୍ତା ଆପଣାଉଛନ୍ତି ଯେ ସେହି କାରଣରୁ ଅନେକ ନିରୀହ ଜୀବନ ବେସାହାରା ହୋଇ ଯାଉଛନ୍ତି । ଆଉ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜରେ ଏଭଳି ଘ-ଟଣା ପ୍ରାୟ ସବୁଦିନ ଦେଖିବାକୁ ମିଳୁଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଏବଂ ତିନି ପିଲା ଥାଉ ଥାଉ ପର ସ୍ତ୍ରୀ ସହ ସ-ମ୍ପର୍କ ରଖି ଜେ-ଲ ଯାଇଛି ।

ଦୀର୍ଘ ଦୁଇ ବର୍ଷ ପରେ ସ୍ତ୍ରୀ ଜଣକ ନିଜ ସ୍ୱାମୀର ସ-ନ୍ଧାନ ପାଇଁ କାନ୍ଦିଜ କାନ୍ଦି ଗଣମାଧ୍ୟମ ସାମ୍ନାରେ ନିଜ ମନର କୋହ ବେଦନାକୁ ପ୍ରକାଶ କରିଛନ୍ତି । ତେବେ ସେ ଦୀର୍ଘ ଦୁଇ ବର୍ଷ ପରେ ସ୍ୱାମୀର ସ-ନ୍ଧାନ ପାଇଲେ ସତ । ମାତ୍ର ଯେଉଁ ଭଳି ଅବସ୍ଥାରେ ସେ ସ-ନ୍ଧାନ ପାଇଲେ , ସେପରି କେହିବି ସ୍ତ୍ରୀ ସ୍ୱପ୍ନରେ ସୁଦ୍ଧା ଭାବନ୍ତି ନାହିଁ । ସେହି ଘଟଣାରେ ସେ ଦୁଃ-ଖ କରିବେ ନା କାନ୍ଦିବେ ତାହା ଜାଣି ପାରି ନାହାଁନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା ବାଙ୍କୀ ଅଞ୍ଚଳରେ ଦେଖିବାକୁ ମିଳିଛି । ପର-କୀୟା ପ୍ରୀ-ତି ରଖି ପର ସ୍ୱାମୀକୁ ଜୀବନରୁ ମା-ରିଦେବା ଅଭି-ଯୋଗରେ ଗି-ରଫ ହୋଇଥିବା ସ୍ୱାମୀ ଜଣକ ହେଉଛନ୍ତି ବିକ୍ରମ ବେହାରା ।

ଓଡ଼ ଗାଁ ଆଦର୍ଶ ଥା-ନା ବାହାରଝୁଲା ଫାଣ୍ଡି ଅନ୍ତର୍ଗତ ବୁମି ଗ୍ରାମର ପ୍ରେମିକା ପ୍ରେମିକା ଛବିରାଣୀଙ୍କୁ ସେ ପ୍ରେମ କରୁଥିଲେ । ସେଥିପାଇଁ ସେ ଦୀର୍ଘ ଦୁଇବର୍ଷ ହେବ ଘରର ଛାଡ଼ି ପ୍ରେମିକା ପାଖକୁ ଚାଲି ଆସିଥିଲେ । ପ୍ରେମିକାର ସ୍ୱାମୀ ଗୋଲକ ନାୟକ ଭୁବନେଶ୍ୱରରେ ରହି ପରିବାରର ପ୍ରତିପୋଷଣ କରୁଥିବା ବେଳେ ସ୍ୱାମୀର ଅନୁପସ୍ଥିତିରେ ପ୍ରେମିକ ବିକ୍ରମ ଏବଂ ଛବିରାଣୀଙ୍କ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । ଏହି ଚୋରା ପ୍ରେମକୁ ସତ କରିବା ପାଇଁ ପ୍ରେମିକା ଛବିରାଣୀ ସବୁଦିନ ପାଇଁ ତାର ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ମଧ୍ୟ କରିଥିଲା ।

ଏଥିସହିତ ସ୍ୱାମୀକୁ ମା-ରିବା ପାଇଁ ପ୍ରେମିକକୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥିଲା । ତେବେ ପ୍ରେମିକ ପ୍ରେମିକା ସ୍ୱାମୀକୁ ମା-ରିବାକୁ ଯାଇ ଏକ ଧାରୁଆ ଅ-ସ୍ତ୍ରରେ ଆକ୍ର-ମଣ କରୁଥିବା ବେଳେ ଗୋଲକ ଚି-ତ୍କାର କରିବାକୁ ଗାଁ ଲୋକେ ଘେରି ଯାଇ ଛବି ଏବଂ ତାର ପ୍ରେମିକକୁ ଖୁଣ୍ଟରେ ବାନ୍ଧି ମା-ଡ଼ ମା-ରିବା ସହିତ ପୋଲି-ସକୁ ହସ୍ତାନ୍ତର କରିଛନ୍ତି । ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଉଭୟଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ ମଧ୍ୟ କରିଛି । ଏହି ଘଟ-ଣା ଘଟିବା ପରେ ସେପଟେ ବିକ୍ରମର ଘର ଲୋକେ ଦୁଇ ବର୍ଷ ହେବ ନି-ଖୋଜ ଥିବା ବିକ୍ରମର ସ-ନ୍ଧାନ ପାଇଛନ୍ତି । ଏହି ଘଟଣା ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଘଟ-ଣାକୁ ତିନି ଦିନ ହୋଇଥିଲେ ହେଁ ବିକ୍ରମଙ୍କ ସ୍ତ୍ରୀ ବର୍ତ୍ତମାନ ତିନି ତିନୋଟି ପିଲାଙ୍କୁ କିଭଳି ପୋଷିବେ ସେହି ବିଷୟରେ ଚିନ୍ତା କରି କା-ନ୍ଦିଛନ୍ତି ।

Leave a Reply

Your email address will not be published. Required fields are marked *