ଶାରି-ରୀକ ସୁଖ ପାଇଁ ଶେଷରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ବି ଛାଡ଼ିଲେଣି ଯୁବକ, ସିସିଟିଭି କ୍ୟାମେରାରେ କ-ଏଦ ହେଲା ଭିଡିଓ।

ଆଜିର ଦିନରେ କେତେକ ଲୋକ ଟିକେ ଶାରିରୀକ ସୁଖ ପାଇଁ ସବୁକିଛି ଭୁଲି ଯାଉଛନ୍ତି। ତାଙ୍କୁ ସ୍ଥାନ, କାଳ ଏବଂ ପାତ୍ର କିଛି ଦେଖା ଯାଉନି। ଲାଗୁଛି ଯେମିତି ଆଜିର ଦିନରେ ମାନବିକତା ଆଉ କାହା ପାଖରେ ନାହିଁ। ଯେଉଁ ସମାଜରେ ଗୋଟେ ସାଧାରଣ ଝିଅ ଏବଂ ମହିଳା ନିଜକୁ ସୁର-କ୍ଷିତ ମନେ କରୁ ନାହାଁନ୍ତି ରାସ୍ତା କଡରେ ବୁଲୁଥିବା ମାନସିକ ରୋଗୀ ଏବଂ ଘର ଦ୍ବାର ନଥିବା ମହିଳା ସେଠି ନିଜକୁ କେମିତି ସୁର-କ୍ଷିତ ମନେକରିବେ।

ଆର୍ଡଭାନ୍ସ ଟେକ୍ନୋଲୋଜି ପାଇଁ ଏବେ ଅନେକ ଅପ-ରାଧୀ ଧରା ପଡୁଛନ୍ତି। ସେମାନେ ଭାବୁଛନ୍ତି ରାତିର ଅନ୍ଧାରରେ ତାଙ୍କୁ କେହି ଦେଖୁନଥିବେ କିନ୍ତୁ ସିସିଟିଭି ସବୁ ଦେଖୁଛି। ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ନବରଙ୍ଗ ପୁର ଜିଲ୍ଲା ରାଇଘର ମୁଖ୍ୟ ବଜାରର ସେଇ ସୁନ ସାନ ରାତି। ରାତିର ଏଇ ଅନ୍ଧାରେ ଯିଏ ଯାହା କାମସାରି ଘରକୁ ଫେରି ଗଲେଣି ସେଇ ସମୟରେ ମାନସିକ ଭିନ୍ନକ୍ଷମ ମହିଳା ଜଣଙ୍କ କିଛି ଖାଦ୍ୟ ଖାଇବା ପାଇଁ ରାସ୍ତାରେ ବୁଲୁଥିଲେ। ପୋଲି-ସଙ୍କ କହିବା ଅନୁସାରେ ଭିନ୍ନକ୍ଷମ ମହିଳା ଜଣଙ୍କୁ କିଛି ଖାଦ୍ୟର ଲୋଭ ଦେଖାଇ ଉପରୁ ସାଧୁ ସନ୍ଥ ପରି ଦେଖା ଯାଉଥିବା ବାବୁ ଜଣଙ୍କ ତାଙ୍କୁ ଗୋଟେ ଦୋକାନ କଡ଼କୁ ନେଇଗଲେ। ଏବଂ ଚାରି ଆଡକୁ ବୁଲି ବୁଲି ଦେଖିଲେ ଆଖ ପାଖରେ କିଏ ଅଛନ୍ତି କି ନାହିଁ।

ସେ ଭାବୁଥିଲେ ରାତିର ଅନ୍ଧାରରେ ସେ ଯାହା କରିବେ କେହି ଦେଖି ପାରିବେନି। କିନ୍ତୁ ସେ ଭୁଲିଯାଉଥିଲି ତାଙ୍କ ପଛପଟେ ଗୋଟେ ସିସିଟିଭି କ୍ୟାମେରା ଲାଗିଥିଲା। ସିସିଟିଭି ଫୁଟେଜ ଅନୁସାରେ ପ୍ରଥମେ ବାବୁ ଜଣଙ୍କ ମହିଳା ଜଣଙ୍କୁ ଦୋକାନ ପାଖକୁ ଆଣି ତାଙ୍କ ଦେହରୁ ଲୁଗା ପଟା କାଢି ଶାରି-ରୀକ ସୁଖ ନେବାକୁ ଲାଗିଲେ। ତାପର ଦିନ ଏ କଥା ଝିଅଙ୍କ ବାପା ଜାଣିବା ପରେ ସେ ଆସି ପୋ-ଲିସ୍ ରେ ଅଭି-ଯୋଗ କରିଥିଲେ ଏବଂ ପୋ-ଲିସ୍ ସିସିଟିଭି ଫୁଟେଜ ଦେଖି ଉକ୍ତ ବ୍ୟକ୍ତି ଜଣଙ୍କୁ ଗି-ରଫ କରି ଥା-ନାକୁ ନେଇଛି।

Leave a Reply

Your email address will not be published. Required fields are marked *