ସ୍ତ୍ରୀ ପ୍ରେମ ଜା-ଲରେ ଫ-ସାଉଥିଲେ ଯୁବକଙ୍କୁ ଆଉ ସ୍ୱାମୀ କରୁଥିଲା ବ୍ଲା-କମେ-ଲ । ଶେଷରେ ଧରା ପଡ଼ିଗଲେ ସ୍ୱାମୀ ସ୍ତ୍ରୀ ।

ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଆଉ କାହା ସହିତ ସମ୍ପ-ର୍କରେ ରହିବା କିମ୍ବା ସ୍ତ୍ରୀ ଥାଉ ଥାଉ ସ୍ୱାମୀ ଅନ୍ୟ କାହା ସହିତ ସମ୍ପ-ର୍କରେ ରହୁଥିବା ଭଳି ଘ-ଟଣା ଆପଣ ମାନେ ପ୍ରାୟ ଶୁଣିବାକୁ ପାଉଥିବେ । କିନ୍ତୁ ଆଜି ଆମେ ଯେଉଁଭଳି ଘ-ଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ , ତାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠାରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଧୋ-କା ଦେଉ ନାହାଁନ୍ତି ବରଂ ଦୁହେଁ ମିଶି ଲୋକଙ୍କୁ ଧୋ-କା ଦେଉଛନ୍ତି । କେନ୍ଦୁଝର , କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରୁ , ଇରାନୀଙ୍କ ପାଖକୁ ଗରାଖ ଆସୁଛନ୍ତି ରାତି କା-ଟିବା ପାଇଁ । ଆଉ ଯିଏ ଏଭଳି ଫ-ସି ଯାଉଛି , ତାର କ୍ଷ-ତି ନିଶ୍ଚିତ ।

ଆଜ୍ଞା ହଁ ! ଇରାନୀ ନାମକ ଜଣେ ବିବାହିତା ମହିଳା ଫେସବୁକ କିମ୍ବା ଅନ୍ୟ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ନିଜ ପ୍ରେମ ଜା-ଲରେ ଫସ-ଉଥିବା ସହିତ ଘରକୁ ରାତି କାଟିବା ପାଇଁ ଡାକୁଥିବା ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସୁଛି । ଯିଏକି ଇରାନୀଙ୍କ ସହିତ କଥା ହେଉଥିଲା

ତେବେ ସେ ଯୁବକ ହେଉ କିମ୍ବା ବିବାହିତ ପୁରୁଷ ସେମାନଙ୍କ ସହିତ ମିଠା ମିଠା କଥା କହି ପ୍ରଥମେ ନିଜ ପ୍ରେମ ଜା-ଲରେ ଫସାଉଥିଲା ଇରାନୀ ଆଉ ତାପରେ ସେ-କ୍ସ ଚାଟ ଆରମ୍ଭ ହେଉଥିଲା । ପରେ ରାଜଧାନୀରେ ନେଇଥିବା ଘର ଭଡ଼ାକୁ ରାତି କା-ଟିବା ପାଇଁ ଡାକୁଥିଲେ ଇରାନୀ । ଆଉ ସେହି ସମୟରେ ଇରାନୀ ମାଡ଼ି ବସିବା ଅବସ୍ଥାରେ ତାଙ୍କ ସ୍ୱାମୀ ଏବଂ ସହଯୋଗୀ ତାହାର ଫୋଟ ଏବଂ ଭିଡ଼ିଓ କରି ସେମାନଙ୍କୁ ବ୍ଲା-କମେ-ଲ କରୁଥିଲେ ।

ତେବେ ଏସବୁ ଟଙ୍କା ପାଇଁ ସ୍ୱାମୀ ସ୍ୱାମୀ କରୁଥିଲେ । ଯାହା ବର୍ତ୍ତମାନ ଧରା ପଡ଼ି ଯାଇଛି । ଗତ ୭ ତାରିଖ ଦିନ ଘରେ କେହି ନଥିବା କହି ରାଜଧାନୀର ସେହି ଭଡ଼ା ଘରକୁ କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀଙ୍କୁ ଇରାନୀ ଡାକିଥିଲେ । ବ୍ୟବସାୟୀ ଜଣକ ଦାମୀ ଗାଡ଼ି ନେଇ ଆସିଥିଲେ ଆଉ ଆସିବା ମାତ୍ରେ ଇରାନୀଙ୍କୁ ଆଲିଙ୍ଗନ କରୁଥିବାର ଫୋଟ ତାଙ୍କ ସ୍ୱାମୀ ଉଠାଇବା ପରେ ତାଙ୍କୁ ମା-ଡ଼ି ବସିଥିଲେ ।

ବ୍ୟବସାୟୀଙ୍କୁ ମା-ଡ଼ ମା-ରିବା ସହିତ ଏଟିଏମରୁ ଛଅ ଲକ୍ଷ ଟଙ୍କା ବାହାର କରିଥିଲେ । ଏହାପରେ ମଧ୍ୟ ଅନ୍ୟ ଜଣେ ଛାତ୍ରଙ୍କୁ ଇରାନୀ ନିଜର ଜା-ଲରେ ଫ-ସାଇ ଘରକୁ ଡାକିଥିଲେ ଆଉ ଯୁବକଙ୍କୁ ବ୍ଲା-କମେ-ଲ କରି ୫୦ ହଜାର ଟଙ୍କା ନେଇଥିଲେ । ସେପଟେ ସବୁ ଟଙ୍କାକୁ ମୋବାଇଲ କିଣା ଏବଂ କିସ୍ତି ସୁଝିବାରେ ସାରିଥିବା କଥା ଜାଣିବାକୁ ମିଳିଛି । ଯାହାକି ପୋଲି-ସର ତଦ-ନ୍ତରୁ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *