ସ୍ବାମୀଙ୍କୁ ଦରକାର ନୂଆ ନୂଆ ଝିଅ , ମୋ ସ୍ଵାମୀଙ୍କ ଛୁଆ ବଢୁଛି ଆଉ ଜଣଙ୍କ ପେଟରେ

ଜଣଙ୍କୁ ବିବାହ କଲେ ସତ କିନ୍ତୁ ଜଣଙ୍କ ପାଖରେ ନାହିଁ ଶାନ୍ତି । ସବୁ ଦିନ ନୂଆ ନୂଆ ଝିଅ ଦରକାର ସ୍ଵାମୀଙ୍କର । ଆଉ ସବୁ ଝିଅଙ୍କ ସହିତ ରଖିଛନ୍ତି ଶାରୀ-ରିକ ସ-ମ୍ପର୍କ । ତେବେ ଏପରି ଏକ ଅଭି-ଯୋଗ ନିଜ ସ୍ୱାମୀଙ୍କ ନାମରେ ଆଣିଛନ୍ତି ଜଣେ ମହିଳା । ତାଙ୍କ ସ୍ଵାମୀ ତାଙ୍କ ସହ କରିଛନ୍ତି ପ୍ରତା-ରଣା ଆଉ ଅନେକ ଝିଅଙ୍କ ସହିତ ରଖିଛନ୍ତି ସ-ମ୍ପର୍କ ।

ଏପରି ଏକ ଖବର ଆସିଛି ପୁରୀ ଜିଲ୍ଲାରୁ । ତେବେ ସୂଚନା ଅନୁଯାୟୀ , ୨୦୧୮ ମସିହା ଫେବୃଆରୀ ମାସ ୨ ତାରିଖରେ ବାସେଲିସାହିର ଜଣେ ମହିଳାଙ୍କ ସହ ଲାବଣ୍ୟବିହାରର ସୌରଭ କୁମାର ସେନାପତି ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଆଉ ବିବାହର ବର୍ଷକଟିଏ ସବୁକିଛି ଠିକ୍ ଚାଲିଥିଲା ଆଉ ତାପରେ ଆରମ୍ଭ ହୋଇଥିଲା ସମସ୍ୟା । ସୌରଭ ଗୋଟିଏ ଝିଅରେ ନଥିଲେ ଶାନ୍ତି ।

ଘରେ ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟ ଝିଅ ମାନଙ୍କ ସହିତ ରଖୁଥିଲେ ସ-ମ୍ପର୍କ । ଆଉ ଏପଟେ ଘରେ ସ୍ତ୍ରୀ ଗ-ର୍ଭବ-ତୀ ରହିଥିଲେ ମଧ୍ୟ ତାଙ୍କୁ କରୁଥିଲେ ହଇ-ରାଣ ଆଉ ଏପରି ଅନେକ ଥର ତାଙ୍କର ଗ-ର୍ଭ ମଧ୍ୟ ନ-ଷ୍ଟ କରିଛନ୍ତି । ଆଉ ସ୍ଵାମୀଙ୍କର ଅନ୍ୟ ଝିଅ ମାନଙ୍କ ସହ ଶାରୀ-ରିକ ସ-ମ୍ପର୍କ ଥିବା କଥା ଜାଣିଥିଲେ ମହିଳା ଏପରିକି ସ୍ଵାମୀ ଅନ୍ୟ ଝିଅ ମାନଙ୍କୁ ଔଷଧ ଦେଉଥିଲେ ଗ-ର୍ଭ ନ-ଷ୍ଟ କରିବାକୁ ।

ତେବେ ମଝିରେ ମହିଳା ଯାଇ ନିଜ ବାପଘରେ ରହୁଥିଲେ କିନ୍ତୁ ସୌରଭ ନିଜେ ଯାଇ ତାଙ୍କୁ ନେଇ ଆସିଥିଲେ ଆଉ ତାଙ୍କୁ ବହୁତ କ୍ଷମା ମଧ୍ୟ ମାଗିଥିଲେ ଆଉ ଏପରି କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏପରି କାମ କରୁଛନ୍ତି । ଆଉ ଅନେକ ଝିଅ ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଛନ୍ତି । ସେଥିପାଇଁ ମହିଳା ଜଣକ ବାଧ୍ୟ ହୋଇ ଥା-ନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଛନ୍ତି ।

ଜଣଙ୍କୁ ବିବାହ କଲେ ସତ କିନ୍ତୁ ଜଣଙ୍କ ପାଖରେ ନାହିଁ ଶାନ୍ତି । ସବୁ ଦିନ ନୂଆ ନୂଆ ଝିଅ ଦରକାର ସ୍ଵାମୀଙ୍କର । ଆଉ ସବୁ ଝିଅଙ୍କ ସହିତ ରଖିଛନ୍ତି ଶାରୀ-ରିକ ସ-ମ୍ପର୍କ । ତେବେ ଏପରି ଏକ ଅଭି-ଯୋଗ ନିଜ ସ୍ୱାମୀଙ୍କ ନାମରେ ଆଣିଛନ୍ତି ଜଣେ ମହିଳା । ତାଙ୍କ ସ୍ଵାମୀ ତାଙ୍କ ସହ କରିଛନ୍ତି ପ୍ରତା-ରଣା ଆଉ ଅନେକ ଝିଅଙ୍କ ସହିତ ରଖିଛନ୍ତି ସ-ମ୍ପର୍କ ।

ଏପରି ଏକ ଖବର ଆସିଛି ପୁରୀ ଜିଲ୍ଲାରୁ । ତେବେ ସୂଚନା ଅନୁଯାୟୀ , ୨୦୧୮ ମସିହା ଫେବୃଆରୀ ମାସ ୨ ତାରିଖରେ ବାସେଲିସାହିର ଜଣେ ମହିଳାଙ୍କ ସହ ଲାବଣ୍ୟବିହାରର ସୌରଭ କୁମାର ସେନାପତି ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଆଉ ବିବାହର ବର୍ଷକଟିଏ ସବୁକିଛି ଠିକ୍ ଚାଲିଥିଲା ଆଉ ତାପରେ ଆରମ୍ଭ ହୋଇଥିଲା ସମସ୍ୟା । ସୌରଭ ଗୋଟିଏ ଝିଅରେ ନଥିଲେ ଶାନ୍ତି ।

ଘରେ ଗୋଟିଏ ସ୍ତ୍ରୀ ଥାଉ ଥାଉ ଅନ୍ୟ ଝିଅ ମାନଙ୍କ ସହିତ ରଖୁଥିଲେ ସ-ମ୍ପର୍କ । ଆଉ ଏପଟେ ଘରେ ସ୍ତ୍ରୀ ଗ-ର୍ଭବ-ତୀ ରହିଥିଲେ ମଧ୍ୟ ତାଙ୍କୁ କରୁଥିଲେ ହଇ-ରାଣ ଆଉ ଏପରି ଅନେକ ଥର ତାଙ୍କର ଗ-ର୍ଭ ମଧ୍ୟ ନ-ଷ୍ଟ କରିଛନ୍ତି । ଆଉ ସ୍ଵାମୀଙ୍କର ଅନ୍ୟ ଝିଅ ମାନଙ୍କ ସହ ଶାରୀ-ରିକ ସମ୍ପ-ର୍କ ଥିବା କଥା ଜାଣିଥିଲେ ମହିଳା ଏପରିକି ସ୍ଵାମୀ ଅନ୍ୟ ଝିଅ ମାନଙ୍କୁ ଔଷଧ ଦେଉଥିଲେ ଗ-ର୍ଭ ନ-ଷ୍ଟ କରିବାକୁ ।

ତେବେ ମଝିରେ ମହିଳା ଯାଇ ନିଜ ବାପଘରେ ରହୁଥିଲେ କିନ୍ତୁ ସୌରଭ ନିଜେ ଯାଇ ତାଙ୍କୁ ନେଇ ଆସିଥିଲେ ଆଉ ତାଙ୍କୁ ବହୁତ କ୍ଷମା ମଧ୍ୟ ମାଗିଥିଲେ ଆଉ ଏପରି କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏପରି କାମ କରୁଛନ୍ତି । ଆଉ ଅନେକ ଝିଅ ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଛନ୍ତି । ସେଥିପାଇଁ ମହିଳା ଜଣକ ବାଧ୍ୟ ହୋଇ ଥା-ନାର ଦ୍ବାରସ୍ଥ ହୋଇଛନ୍ତି ଆଉ ନିଜ ସ୍ଵାମୀଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *