ଶିକ୍ଷକ କହିଲେ ସମ୍ପୂର୍ଣ୍ଣାଙ୍କ ମୃ-ତ୍ୟୁ କାହାଣୀ , ମୁଁ ଗଲା ବେଳକୁ ଜଣେ ଝିଅ ତାକୁ କୁଣ୍ଡାଇ ଧରି କାନ୍ଦୁଥିଲା

ସାରା ଓଡ଼ିଶାରେ ଚହଳ ପକାଇ ଦେଇଛି ବର୍ତ୍ତମାନ ସମୟରେ ଭୁବନେଶ୍ଵରରେ ଘଟି ଯାଇଥିବା ଏହି ଦୁଃ-ଖଦ ଘ-ଟଣା । ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଜଣେ ଇଞ୍ଜିନିୟରିଂ ଛାତ୍ରୀ ହଠାତ୍ କାହିଁକି ଏପରି କରିଲେ , ତାହାକୁ କେହି ଜାଣି ପାରୁ ନାହାଁନ୍ତି । ଅନ୍ୟ ପକ୍ଷରେ ପରିବାର ଲୋକ ମଧ୍ୟ କଲେଜ କର୍ତ୍ତୃପକ୍ଷ ନାମରେ ଆଣିଛନ୍ତି ଅଭି-ଯୋଗ । ଆମ ଝିଅର ମୃ-ତ୍ୟୁ ପାଇଁ କେବଳ କଲେଜ ହିଁ ଦାୟୀ ।

ଆମ ଝିଅ କେବେ ଏମିତି କରି ନଥିବ । ସେ କେବେ ଏମିତି ନଥିଲା । ନିଜ ଜୀବନ ହାରିବା ପାଇଁ ସେ କେବେ ମଧ୍ୟ ପ୍ରୟାସ କରିବ ନାହିଁ । ତେବେ ହଁ ଆଜ୍ଞା ଆମେ କହୁଛୁ ଭୁବନେଶ୍ୱର ତରାପୋଇ ଅଞ୍ଚଳର ଏକ ଘରୋଇ ଇଞ୍ଜନିୟରିଂ କଲେଜର ଛାତ୍ରୀଙ୍କର ମୃ-ତ୍ୟୁ ଘ-ଟଣା ବିଷୟରେ । ତେବେ ଦ୍ବିତୀୟ ବର୍ଷ ଇଞ୍ଜିିନିୟରିଂ ଛାତ୍ରୀ ଥିବା ସମ୍ପୂର୍ଣ୍ଣା କାହିଁକି ହଠାତ୍ ଏପରି ପଦକ୍ଷେପ ନେଲେ ତାହାକୁ କେହି ଜାଣି ପାରୁ ନାହାଁନ୍ତି ।

ସବୁକିଛି ଠିକ୍ ଥିଲା କିନ୍ତୁ କାହିଁକି ସେ ଏମିତି କଲେ । ତେବେ ସେଦିନ କଣ ହୋଇଥିଲା ତା ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି କଲେଜ ପରିସରରେ ଉପସ୍ଥିତ ରହିଥିବା ଜଣେ ଶିକ୍ଷକ । ତାଙ୍କ କହିବା ଅନୁଯାୟୀ , ସେଦିନ କଲେଜ ପରିସରରେ ସେ ଉପସ୍ଥିତ ରହିଥିଲେ । ଆଉ ହଠାତ୍ ଝିଅ ହଷ୍ଟେଲ ପିଲା ତାଙ୍କୁ ଫୋନ୍ କରି ଡକାଇ ଥିଲେ ଯେ , ଜଣେ ଝିଅ ଏପରି କରି ଦେଇଛି । ଦୟାକରି ଶୀଘ୍ର ଆସନ୍ତୁ ।

ଆଉ ସେ ମଧ୍ୟ ଧାଇଁ ଧାଇଁ ଯାଇ ଚତୁର୍ଥ ମହଲାକୁ ଯାଇଥିଲେ । ଆଉ ଯାଇ ଦେଖିଲା ବେଳକୁ ଜଣେ ଝିଅ ସମ୍ପୂର୍ଣ୍ଣାକୁ କୁଣ୍ଡାଇ ଧରି କାନ୍ଦି-ବାରେ ଲାଗିଛି । ତେବେ ସେହି ଝିଅ ଜଣକ କହିଲା କି , ସାର ସମ୍ପୂର୍ଣ୍ଣା ଦେହ ଥରିବାକୁ ଲାଗିଛି । ଏହାପରେ ଆମେ ସାଙ୍ଗେ ସାଙ୍ଗେ ପାଖ ହସ୍ପିଟାଲକୁ ନେଇ ଯାଇଥିଲେ ଆଉ ସେମାନେ ଏକ ଇସିଜି କରିଥିଲେ । ଏହାପରେ ସେମାନେ ବଡ ମେଡିକାଲକୁ ପଠାଇ ଦେଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃ-ତ ଘୋଷିତ କରିଥିଲେ

Leave a Reply

Your email address will not be published. Required fields are marked *